Daily Archives

March 1, 2024

ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ: ନବୀନ ନିବାସ ଘେରିବାକୁ ଯିବା ବେଳେ ରାଜମହଲ ଛକରେ ଅଟକାଇଲା ପୁଲିସ

କନକ ବ୍ୟୁରୋ: ରାଜଧାନୀରେ ଯୁବ କଂଗ୍ରେସର ଗର୍ଜନ । ପୁଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି । ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ କର୍ମୀ ଓ କମିଶନରେଟ୍ ପୁଲିସ । ଭାରତୀୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ ଏଥିରେ ସାମିଲ…

ହେବ କି ବିଜେଡି-ବିଜେପି ମେଂଟ? ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା

କନକ ବ୍ୟୁରୋ: ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ହେବ ମେଂଟ ! ଆସନ୍ତା ୫ରେ ଓଡିଶା ଗସ୍ତରେ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିପାରନ୍ତି । ମୋଦୀଙ୍କ ସମ୍ବଲପୁର ଗସ୍ତ ପର ଠାରୁ ମେଂଟ ଚର୍ଚ୍ଚା ଜୋର ଧରିଛି । ଏବଂ ଦିଲ୍ଲୀରେ ଶୀର୍ଷ ନେତୃତ୍ୱ ମଧ୍ୟରେ ଆସନ ବୁଝାମଣା ନେଇ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବ: ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ: ତିନି ଦିନ ହେଲା ଓଡିଶାରେ ଅଛନ୍ତି ମହାମହିମ ରାଷ୍ଟ୍ରପତି । ବିଭିନ୍ନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଦେଶର ପ୍ରଥମ ନାଗରିକ…

ଚମକିଲା ବରମୁଣ୍ଡା ବସ୍ ଟର୍ମିନାଲ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ । ଯାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର । ଚମକିଲା ବରମୁଣ୍ଡା ବସଷ୍ଟାଣ୍ଡ । ଲୋକାର୍ପିତ ହୋଇଛି ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ । ବର୍ଣ୍ଣାଢ଼ ଉତ୍ସବରେ ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ଲୋକାର୍ପିତ ହେଲା ବରମୁଣ୍ଡା ବସ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନବନିର୍ମିତ ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଷ୍ଟାଣ୍ଡର ଉଦଘାଟନ କରିଛନ୍ତି । ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡରେ ଏୟାରପୋର୍ଟ ଭଳି…

ଜମୁଛି ବ୍ୟାସ ସରୋବର ମହୋତ୍ସବ । ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ମେଳା, ପୀଠରେ ପୂଜା ପାଉଛନ୍ତି ମହର୍ଷି ବେଦବ୍ୟାସ

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବ୍ୟାସନଗର ଉପକଣ୍ଠରେ ରହିଛି ପ୍ରସିଦ୍ଧ ବ୍ୟାସ ସରୋବର ପୀଠ । ମହର୍ଷି ବ୍ୟାସଦେବ ଏହିଠାରେ ମହାଭାରତର ଶେଷ ପର୍ବ ରଚନା କରିଥିବା ରହିଛି ଲୋକକଥା । କହିବାକୁ ଗଲେ ଏହି ପୀଠ ହେଉଛି ବ୍ୟାସ ଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବ ଜୀଉଙ୍କ ସାଧନା ସ୍ଥଳୀ । ମହର୍ଷି…