Monthly Archives

February 2024

ପିଏମ ସୂର୍ଯ୍ୟଘର ଯୋଜନାକୁ କ୍ୟାବିନେଟ ମଂଜୁରୀ: ଯୋଜନା ଅଧୀନରେ ଏକ କୋଟି ଘରକୁ ମିଳିବ ୩ଶହ ୟୁନିଟ ମାଗଣା ବିଦ୍ୟୁତ

କନକ ବ୍ୟୁରୋ: ପିଏମ ସୂର୍ଯ୍ୟଘର ଯୋଜନାକୁ କ୍ୟାବିନେଟ ମଂଜୁରୀ । ଏହି ଯୋଜନା ଅଧିନିରେ ଏକ କୋଟି ଘରକୁ ମିଳିବ ୩ଶହ ୟୁନିଟ ମାଗଣା ବିଦ୍ୟୁତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଫେବ୍ରୁଆରୀ ୧୩ରେ ମୋଦୀ ଏହି ଯୋଜନା ଘୋଷଣା କରିଥିଲେ । ଏହି ଯୋଜନାରେ ବାର୍ଷିକ ୧୫ହଜହ…

ରାଏବରେଲୀରେ ଲାଗିଲାଣି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୋଷ୍ଟର: ସୋନିଆଙ୍କ ପରେ ଏହି ଆସନରୁ  ପ୍ରିୟଙ୍କା ନିର୍ବାଚନ…

କନକ ବ୍ୟୁରୋ: ସୋନିଆ ଗାନ୍ଧୀଙ୍କ ପରେ ରାଏବରେଲୀ ଆସନରୁ କିଏ ଲଢ଼ିବେ ନିର୍ବାଚନ ଏନେଇ ସସପେନ୍ସ ଜାରି ରହିଛି । ଗାନ୍ଧୀ ପରିବାରର ପାରମ୍ପାରିକ ଆସନରୁ ପ୍ରଥମ ଦାବିଦାର ପ୍ରିୟଙ୍କା ଗାନ୍ଧୀ ବାଡ୍ରା କୁହାଯାଉଥିବାବେଳେ ଏବେ ସେମିତି କିଛି ସଂକେତ ଦେଖିବାକୁ ମିଳିଛି । ରାଏବରେଲୀର ସ୍ଥାନେ…

ଶାନ୍ତ ପଡିଲା ହିମାଚଳପ୍ରଦେଶ ରାଜନୈତିକ ଅସ୍ଥିରତା: ବଦଳିବେନି ମୁଖ୍ୟମନ୍ତ୍ରୀ, ସମାନ ଦାୟିତ୍ୱ ସମ୍ଭାଳିବେ ସୁଖବିନ୍ଦର…

କନକ ବ୍ୟୁରୋ: ହିମାଚଳପ୍ରଦେଶ ରାଜନୀତିରେ ଜାରି ରହିଛି ହାଇ ଡ୍ରାମା । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ବାଚସ୍ପତି କୁଳଦୀପ ସିଂହ ଏହି ୬ ବିଧାୟକଙ୍କ ବିଧାନସଭା ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି । ଦଳ ବଦଳ ନିରୋଧୀ ଆଇନ…

ହଲଚଲ ହିମାଚଳ ରାଜନୀତି: ମହଙ୍ଗା ପଡ଼ିଲା ବିଜେପି ପ୍ରାର୍ଥୀକୁ କ୍ରସ ଭୋଟିଂ, ଅଯୋଗ୍ୟ ଘୋଷିତ କଂଗ୍ରେସର ୬ ବିଧାୟକ

କନକ ବ୍ୟୁରୋ: ଦଳୀୟ ନିଷ୍ପତି ବିରୋଧରେ ଯାଇ କ୍ରସ ଭୋଟିଂ କରିବା ପରେ ହିମାଚଳ ପ୍ରଦେଶ ବାଚସ୍ପତି କଂଗ୍ରେସର ୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । କଂଗ୍ରେସରୁ ଅଭିଷେକ ମନୁ ସିଂହ ଭି ଏବଂ ବିଜେପିରୁ ହର୍ଷ ମହାଜନ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ସମର୍ଥନରେ ଅଧିକାଂଶ ବିଧାୟକ ମଧ୍ୟ ଥିଲେ…

ଧରାପଡିଲା ଭୁବନେଶ୍ୱରରେ ଆତଙ୍କ ଚଳାଇଥିବା ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ୯ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ୍…

କନକ ବ୍ୟୁରୋ : ଅପରାଧୀଙ୍କ ଭୋଲା ଭାଲା ନିରିହ ଚେହେରା ଦେଖି ଯେ କେହିବି ଚକମା ଖାଇଯିବ । କିନ୍ତୁ ଏମାନଙ୍କ ଚେହେରା ପଛରେ ଲୁଚିଥିବା ସୈତାନ କାରନାମା ଆପଣଙ୍କ ହୋସ ଉଡାଇ ଦେବ । ବେସ କିଛି ଦିନ ହେବ ହେଡ ଲାଇନରୁ ହଟୁ ନଥିବା ଆପାର୍ଟମେଣ୍ଟ ଲୁଟର ମାଷ୍ଟର ମାଇଣ୍ଡ ହେଉଛନ୍ତି ଏହି ଗ୍ୟାଙ୍ଗ ।…

‘ମୋର ନୁହେଁ ତ କାହାର ନୁହେଁ’: ପରକୀୟା ପ୍ରେମରୁ ହତ୍ୟାକାଣ୍ଡ!

କନକ ବ୍ୟୁରୋ: ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ । ମୋର ନୁହେଁ ତ କାହାର ନୁହେଁ । ଏମିତି କହି ମହିଳାଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ଜଣେ ଯୁବକ । ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ଝରଣା ନଗରରେ ଏଭଳି ହତ୍ୟାକାଣ୍ଡ ଘଟିଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଗୀତାଂଜଳି ରଂଜିତ୍ ।…