Daily Archives

February 6, 2024

୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତ: ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଟିକେଟ ହାତେଅଲା ଟିମ ଇଣ୍ଡିଆ

କନକ ବ୍ୟୁରୋ: ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଭାରତ । ସେମିଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇଛି ଦଳ । ଏଥିସହ ଭାରତ କ୍ରମାଗତ ପଂଚମଥର ବିଶ୍ୱକପ୍ ଫାଇନାଲରେ ପହଂଚିଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍…

କର୍କଟ ରୋଗରେ ପୀଡିତ ବିଟ୍ରେନ କିଙ୍ଗ ଚାଲର୍ସ ତୃତୀୟ । ବଙ୍କିହୋମ ପ୍ୟାଲେସ ପକ୍ଷରୁ ସୂଚନା, ରାଜପ୍ରସାଦରେ ଚାଲିଛି…

କନକ ବ୍ୟୁରୋ : ବ୍ରିଟେନର କିଙ୍ଗ ଚାଲର୍ସ ତୃତୀୟଙ୍କୁ କର୍କଟ ରୋଗ । ଚାଲର୍ସ କର୍କଟ ରୋଗରେ ପୀଡିତ ଥିବା ନେଇ ବିଟ୍ରେନ ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ୭୫ବର୍ଷୀୟ ଚାଲର୍ସ ପ୍ରୋଷ୍ଟେଟ ରୋଗରେ ପୀଡିତ ଥିବା ସହ କ୍ରମଶ ସେ କର୍କଟ ରୋଗରେ ପୀଡିତ ହୋଇଥିବା ଜଣାପଡିଛି । ବର୍ତମାନ…

ବିବାଦରେ ଭାରତୀୟ ହକି ଖେଳାଳୀ ବରୁଣ କୁମାର । ବରୁଣଙ୍କ ନାଁରେ ପସ୍କୋ ଆକ୍ଟରେ ମାମଲା ରୁଜୁ, ନାବାଳିକାଙ୍କୁ ଦୁଷ୍କର୍ମ…

କନକ ବ୍ୟୁରୋ : ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ସଂଗୀନ ଅଭିଯୋଗ । ବେଙ୍ଗାଲୁରୁର ଜଣେ ଯୁବତୀ ବରୁଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସର ସୁଚନା ଅନୁସାରେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଗତ ୫ବର୍ଷ ହେବ ବାରମ୍ବାର ଦୁଷ୍କର୍ମ…

ବିସ୍ଫୋରଣରେ ଥରିଲା ମଧ୍ୟପ୍ରଦେଶର ହରଦା । ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୧୦ରୁ ଅଧିକ ମୃତ, ୫୦ରୁ ଅଧିକ ଆହତ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ହରଦା ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଗ୍ନିଶମ ବାହୀନି ଘଟଣାସ୍ଥଳରେ…

ଭାରତଯୋଡ ନ୍ୟାୟ ଯାତ୍ରାରେ କୁକୁର ବିସ୍କୁଟକୁ ନେଇ ବିବାଦ । କର୍ମୀଙ୍କୁ ରାହୁଲ କୁକୁର ବିସ୍କୁଟ ଦେଉଥିବା ଭିଡିଓ ଜାରି…

କନକ ବ୍ୟୁରୋ : ଭାରତଯୋଡ ନ୍ୟାୟଯାତ୍ରାରେ କୁକୁର ବିସ୍କୁଟକୁ ନେଇ ବିବାଦ । ଝାଡ଼ଖଣ୍ଡରେ ନ୍ୟାୟଯାତ୍ରା ଚାଲିଥିବା ସମୟରେ ବିଜେପି ସୋସିଆଲ ମିଡିଆ ପେଜରେ ଏକ ଭିଡିଓ ପୋଷ୍ଟ କରିଥିଲା । ଯେଉଁଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରୋଡ ଶୋ କରୁଥିବାବେଳେ ହଠାତ ପାଖରେ ଥିବା ଏକ କୁୁକୁରକୁ…

ରାଏବରେଲୀ ନୁହେଁ ତେଲେଙ୍ଗାନା ଖମ୍ମନ ଆସନରୁ ନିର୍ବାଚନ ଲଢିପାରନ୍ତି ସୋନିଆ ଗାନ୍ଧୀ । ରେଭନ୍ତ ରେଡ୍ଡୀଙ୍କ ଅପିଲ ପରେ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର । କିଏ କେଉଁ ଆସନରୁ ଲଢ଼ିବେ ତାକୁ ନେଇ ଚାଲିଛି ମାନସମନ୍ଥନ । ଏହା ଭିତରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନେଇ ଆସିଛି ବଡ ଖବର । ଏଥରକ ନିର୍ବାଚନରେ ସୋନିଆ ରାଏବରେଲୀ ବଦଳରେ ତେଲେଙ୍ଗାନା…