Daily Archives

February 4, 2024

ମାହାଙ୍ଗା ମାଟିରେ ବିଦେଶୀ ଫଳ । ଥାଇଲାଣ୍ଡ ଆପଲ ବେରୀ ଚାଷ କରିଛନ୍ତି କଟକ ନିଶ୍ଚନ୍ତକୋଇଲି ବ୍ଲକ ଅଞ୍ଚଳର ପ୍ରଦୀପ୍ତ…

କନକ ବ୍ୟୁରୋ: ଚାକିରି କରିବା ପାଇଁ କଲିକତା ଯାଇଥିଲେ । ହେଲେ ସେଠାରୁ ଥାଇଲାଣ୍ଡ କୋଳି ଚାଷ ବିଷୟରେ ପ୍ରେରଣା ପାଇ କୋଳି ଚାଷ କରୁଛନ୍ତି କଟକ ନିଶ୍ଚନ୍ତକୋଇଲି ବ୍ଲକ ଅଞ୍ଚଳର ଯୁବକ ପ୍ରଦୀପ୍ତ କୁମାର ସ୍ୱାଇଁ । କମ୍ ଖର୍ଚ୍ଚରେ ଥାଇଲାଣ୍ଡ ଆପଲ ବେରୀ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି…

ନିୟମଗିରି ପାହାଡ଼ରେ ଫଳିଛି ଷ୍ଟ୍ରବେରୀ । ପାହାଡ ଉପରେ ଏକ ଏକର ସମତଳ ଜାଗାରେ ଷ୍ଟ୍ରବେରୀ ଚାଷ କରିଛନ୍ତି ରାୟଗଡ଼ା…

କନକ ବ୍ୟୁରୋ: ନିୟମଗିରିର ବଣ ପାହାଡରୁ ନିଜର ଜୀବିକା ନିର୍ବାହ କରୁଥିବା ଡଙ୍ଗରିଆ ଏବେ ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ । ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚ ପାହାଡରେ ପ୍ରଥମ ଥର ପାଇଁ ଆରମ୍ଭହୋଇଛି ଏହି ଚାଷ । ଏଥିପାଇଁ ସହାୟତାର ହାତ ବଢାଇଛନ୍ତି ଡଙ୍ଗରିଆ କନ୍ଧ ଉନ୍ନୟନ…

ବଢ଼ୁଛି ରଙ୍ଗିନ୍ ଫୁଲ କୋବିର ଚାହିଦା । ମାଲକାନଗିରି ବଡ଼ଡ଼ୁରାଲ ଓ ମାଡ଼କାପଦର ଘାଟି ଅଞ୍ଚଳରେ ହୋଇଛି ଚାଷ । ସହଯୋଗର ହାତ…

କନକ ବ୍ୟୁରୋ: ଘାଟିରେ ଫଳିଛି ରଙ୍ଗୀନ୍ କୋବି । ବଜାରରେ ଏହି କୋବିର ଚାହିଦା ରହିଥିବା ବେଳେ ଚାଷୀମାନେ ମଧ୍ୟ ଏହି ଚାଷ କରି ଭଲ ରୋଜଗାର କରିବାର ଆଶା ରଖିଛନ୍ତି । ମାଲକାନଗିରି ବଡଡୁରାଲ ଓ ମାଡକାପଦର ଘାଟି ଅଞ୍ଚଳରେ ଏହି ଚାଷ କରିଛନ୍ତି ଚାଷୀ । ଜୈବିକ ପ୍ରଣାଳୀରେ ଏହି ଚାଷ ହୋଇଥିବାରୁ…

ଘୁଷୁରି ଚାଷୀଙ୍କ ସଫଳ କାହାଣୀ । ପଶୁ ସମ୍ପଦ ବିଭାଗ ସହଯୋଗରେ ଧଳା ଘୁଷୁରି ଚାଷ କରିଛନ୍ତି ରାୟଗଡ଼ାର ସୁଶାନ୍ତ ବିଡ଼ିକା ।

କନକ ବ୍ୟୁରୋ: କୁହାଯାଏ ଦୃଢ ଇଚ୍ଛାଶକ୍ତି ଥିଲେ ସଫଳତା ଆପେ ଆପେ ଆସେ । ଏହା ପ୍ରମାଣ କରି ଦେଖାଇଛନ୍ତି ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଲଣ୍ଡା ଲକ୍ଷ୍ମୀପୁର ଗ୍ରାମର ଜଣେ ଯୁବ ଚାଷୀ ସୁଶାନ୍ତ ବିଡ଼ିକା । ନିଜ ଗ୍ରାମରେ ରହି ପରିବା ବ୍ୟବସାୟୀରୁ ସଫଳ ଘୁଷୁରି ଚାଷୀ ହୋଇପାରିଛନ୍ତି ସୁଶାନ୍ତ ।…

ଫୁଲ ଚାଷରୁ ମିଳୁଛି ଭଲ ରୋଜଗାର । ୨ ଗୁଣ୍ଠ ଜମିରେ ଗେଣ୍ଡୁ ଚାଷ କରିଛନ୍ତି ସୋର ତଳନଗର ଗାଁର ଚାଷୀ ପ୍ରମୋଦ

କନକ ବ୍ୟୁରୋ: ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହେଲେ ଯୁବକ । ଅନ୍ୟ ଚାଷ ଅପେକ୍ଷା ଗେଣ୍ଡୁ ଚାଷରୁ ଅଧିକ ଲାଭ ମିଳୁଥିବାରୁ ଏହି ଚାଷ କରୁଛନ୍ତି ଚାଷୀ । ସୋର ତଳନଗର ଗାଁର ଯୁବ ଚାଷୀ ପ୍ରମୋଦ ନିଜ ଜମିରେ ଗେଣ୍ଡୁ ଚାଷ କରି ଭଲ ରୋଜଗାର କରୁଛନ୍ତି । ପୂର୍ବରୁ ପରିବା ଚାଷ କରୁଥିଲେ ପ୍ରମୋଦ ।…

ଦିବ୍ୟାଙ୍ଗ ହେଲେ ଦହଙ୍ଗଜ: ହକ୍ ମାଗି ହେଉଛନ୍ତି ହତାଦର? ଧାରଣା ସ୍ଥଳରୁ ଉଠାଇ ନେଇଥିଲା ପ୍ରଶାସନ

କନକ ବ୍ୟୁରୋ: ହକ ମାଗିଲେ ବିଏମସି କରୁଛି ହତାଦର । ଦିବ୍ୟାଙ୍ଗ ବି ଏଥିରୁ ବାଦ ପଡୁନାହାନ୍ତି । ପୁଲିସ ମାମଲା ରୁଜୁ କରୁନଥିବା ଦାବି କରି ଖାରବେଳ ନଗର ଥାନା ଆଗରେ ଦିବ୍ୟାଙ୍ଗ ଧାରଣା ଦେଇଥିଲେ । ହେଲେ ବିଏମସି ଟିମ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ବଳପୂର୍ବକ ଉଠାଇନେବା ସହ ଦୁର୍ବ୍ୟବହାର…