Daily Archives

February 18, 2024

ବଛାହେଲା ଆଇପିଏଲ୍ ଇତିହାସର ସର୍ବକାଳୀନ ସର୍ବଶ୍ରେଷ୍ଠ ଟିମ୍ । ଦଳର କ୍ୟାପଟେନ୍ ହେଲେ ମହେନ୍ଦ୍ର ସିଂହ ଧୋନୀ ।…

କନକ ବ୍ୟୁରୋ: ଆଇପିଏଲ ଇତିହାସର ସର୍ବକାଳୀନ ସର୍ବଶ୍ରେଷ୍ଠ ଟିମର କ୍ୟାପଟେନ୍ ହେଲେ ମହେନ୍ଦ୍ର ସିଂହ ଧୋନୀ । କ୍ୟାପଟେନ୍ କୁଲ୍ ମାହିଁଙ୍କୁ ଆଇପିଏଲ୍ ଇତିହାସର ‘ଅଲ୍ ଟାଇମ୍ ଗ୍ରେଟେଷ୍ଟ’ ଟିମର କ୍ୟାପଟେନ୍ ବାଛିଛନ୍ତି ବରିଷ୍ଠ କ୍ରିକେଟର । ଖାଲି ସେତିକି ନୁହେଁ, ଧୋନୀ ଏହି ଦଳର ୱିକେଟ କିପର…

ଭଞ୍ଜନଗର ଜଙ୍ଗଲରେ ମାତିଛନ୍ତି ଶିକାରୀ । ପଶୁଙ୍କ ବଦଳରେ ମଣିଷକୁ କଲେ ଗୁଳି!  

କନକ ବ୍ୟୁରୋ: ଭଞ୍ଜନଗରର ବେଡିଗୋବା ଜଙ୍ଗଲରେ ବେଧଡକ ମାତିଛନ୍ତି ଶିକାରି । ପଶୁଙ୍କୁ ଟାର୍ଗେଟ କରିବାକୁ ଯାଇ ମଣିଷଙ୍କୁ ବି ଛାଡୁନାହାନ୍ତି ।  ଆଉ ଭଞ୍ଜନଗର ଅଞ୍ଚଳର ସ୍ୱପ୍ନା ସାହୁ ଶିକାରୀଙ୍କ ଗୁଳିର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସ୍ୱପ୍ନା ତାଙ୍କ ମାଆଙ୍କ ସହ ଜଙ୍ଗଲକୁ ପତ୍ର ସଂଗ୍ରହ…

ପଡ଼ିଆ ଜମିରେ ବରକୋଳି ଚାଷ । ରାୟଗଡା ଟିକରପଡ଼ା ଗାଁର ଚାଷୀ ଚନ୍ଦ୍ରମୋହନ ଶବର ବରକୋଳି ଚାଷ କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁ । ଗାଁର ଅଧିକାଂଶ ଲୋକ ଧାନ, କପା ଓ ପରିବା ଚାଷ କରି ନିଜର ଗୁଜରାଣ ମେଂଟାଇଥାଆନ୍ତି । ହେଲେ ସେହି ଅଂଚଳରେ ବରକୋଳି ଚାଷ କରି ସଫଳତା ପାଇଛନ୍ତି ଚନ୍ଦ୍ରମୋହନ ଶବର ନାମକ ଜଣେ ଯୁବ ଚାଷୀ । ୟୁଟ୍ୟୁବରୁ ଏହି ଚାଷ…

ମାଲକାନଗିରି ବଣ୍ଡା ଘାଟିରେ ଷ୍ଟ୍ରବେରୀ ଚାଷ । ଏକ ଏକର ଜମିରେ ଷ୍ଟ୍ରବେରୀ ଚାଷ କରି ସଫଳ ହୋଇଛନ୍ତି ୨ ଭାଇ

କନକ ବ୍ୟୁରୋ : ଘାଟିରେ ଫଳୁଛି ବିଦେଶୀ ଫଳ । ଷ୍ଟ୍ରବେରୀ ଦେଇଛି ନୂଆ ପରିଚୟ । ଦୁଇ ଭାଇ ମିଶି ପାହାଡ଼ିଆ ଅଂଚଳରେ ଷ୍ଟ୍ରବେରୀ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ମାଲକାନଗିରି ଗୁଲଙ୍ଗପଦର ଗାଁର ଲକ୍ଷ୍ମଣ ଓ ମଙ୍ଗଳା ମୁଦୁଲି ବଣ୍ଡାପଡା ଗାଁରେ ଥିବା ଏକ ଏକର ଚାଷ ଜମିରେ ଷ୍ଟ୍ରେବେରୀ ଚାଷ…

ପେସାରେ ଅଧ୍ୟାପକ, ହେଲେ ନିଶା ପାଲଟିଛି କୃଷି ଓ ଗୋ-ପାଳନ । ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ା…

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଧାନଦିଆ ଗାଁର ପ୍ରଣବ କୁମାର ପାତ୍ର । ପ୍ରଣବ ପେସାରେ ଜଣେ ଅଧ୍ୟାପକ । କରୋନା ମହାମାରୀ ସମୟରେ ଘର ପାଖରେ ଥିବା ୫ ଏକର ଜମିରେ ପରିବା ଚାଷ ଆରମ୍ଭ କରିଥିଲେ ପ୍ରଣବ । ପରିବା ଚାଷ ଭଲ ଲାଭ ଦେବାରୁ ଆରମ୍ଭ କରିଛନ୍ତି ଇଂଟିଗ୍ରେଟେଡ ଫାର୍ମ ।…

ବଦଳିଛି ମାଥିଲିରେ ସ୍ୱାସ୍ଥ୍ୟକେନ୍ଦ୍ରର ଚିତ୍ର । ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅନୁଭୂତି ବଖାଣିଲେ ବଣ୍ଡା ଯୁବତୀ ।

କନକ ବ୍ୟୁରୋ: ବଦଳିଛି ମାଥିଲିରେ ସ୍ୱାସ୍ଥ୍ୟକେନ୍ଦ୍ରର ଚିତ୍ର । ‘ଆମ ହସ୍ପିଟାଲ’ର ଲୋକାର୍ପଣ ଅବସରରେ ମାଥିଲିର ସ୍ୱାସ୍ଥ୍ୟକେନ୍ଦ୍ରର ଅନୁଭୂତି ମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣିଛନ୍ତି ବଣ୍ଡା ଯୁବତୀ ବୁଦାଇ ଧାଙ୍ଗଡାମାଝି । ଉଦଘାଟନ ସମାରୋହରେ ଭିଡିଓ କନଫେରେନ୍ସରେ ବଣ୍ଡା ଯୁବତୀ ବୁଦାଇ…