Daily Archives

February 7, 2024

ସାଧାରଣ ନିର୍ବାଚନ ପାଇଁ ସରଗରମ ପାକିସ୍ତାନ ରାଜନୀତି । ଆଗାମୀ ୫ବର୍ଷ ପାଇଁ ଜନତା ସ୍ଥିର କରିବେ ନୂଆ ସରକାର

କନକ ବ୍ୟୁରୋ: ୮ ତାରିଖରେ ପାକିସ୍ତାନ ସାଧାରଣ ନିର୍ବାଚନ । ଆଗାମୀ ୫ବର୍ଷ ପାଇଁ ଦେଶ ଗଢ଼ିବ ରାଜନୈତିକ ଭବିଷ୍ୟତ । ଯେଉଁ ସମୟରେ ଦେଶ ଦରଦାମ ବୃଦ୍ଧି, ରାଜନୈତିକ ଅସ୍ଥିରତା ଓ ବିଭିନ୍ନ ଆହ୍ନାନର ମୁକାବିଲା କରୁଛି ସେ ସମୟରେ ସାଧାରଣ ନିର୍ବାଚନ ବଡ ଭୂମିକା ନିର୍ବାହ କରିବ । କାରଣ ଏହି…

ଲିଭ୍-ଇନ ରିଲେସନସିପ୍ ପାଇଁ ୱେବସାଇଟରେ ଦେବାକୁ ପଡିବ ସମ୍ପୂର୍ଣ୍ଣ ତଥ୍ୟ । କରିବାକୁ ପଡିବ ପୁଲିସ ରେଜିଷ୍ଟ୍ରେସନ ।

କନକ ବ୍ୟୁରୋ: ପାରମ୍ପରିକ ରୀତିନୀତିରୁ ଉପୁଜିଥିବା ଅସଙ୍ଗତିକୁ ଦୂର କରିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ସମାନ ନାଗରିକ ସଂଘିତା ବିଲ୍ ବା ୟୁସିସି । କେତେକ ଆଇନ ବହୁବିବାହକୁ ଅନୁମତି ଦେଇଥାଏ । ଦ୍ୱିତୀୟ ବିବାହ ହିନ୍ଦୁ, ଖ୍ରୀଷ୍ଟିଆନ ଓ ପାର୍ସୀମାନଙ୍କ ପାଇଁ ଅପରାଧ…

ପ୍ରେମର ନିରବ ପ୍ରତିଶ୍ରୁତି । ସାକ୍ଷୀ ରହିଛି ଗୋଲାପ

କନକ ବ୍ୟୁରୋ : ନା’ ଶବ୍ଦ ଲୋଡ଼ା ପଡ଼ିଛି ନା’ ଭାଷାର ଆବ୍ୟକତା ଅଛି । ଇଏ ଏମିତି କା’ ପ୍ରେମ, ଯେଉଁଠି ପ୍ରେମର ବାର୍ତା ଆଖିରୁ ଯାଇ ସିଧାସଳଖ ହୃଦୟକୁ ଛୁଇଁଛି । ଆଖିର ଠାରରେ ଆରମ୍ଭ ହୋଇଥିବା ସମ୍ପର୍କ, ସଂସାର ଗଢ଼ିଛି । ବାଲେଶ୍ୱର ଜିଲ୍ଲାର ମହେଶ୍ୱର ଏବଂ ରୁକ୍ମଣୀଙ୍କ ୩ ବର୍ଷର ପ୍ରେମ,…

ପ୍ରାଣୀ ଚିକିିତ୍ସକଙ୍କ ଆନ୍ଦୋଳନର ପ୍ରଭାବ । ମଲା ଗାଈ, କୁକୁଡା ଧରି ଜିଲ୍ଲାପାଳ ଓ ସିଡିଭିଓଙ୍କ କାର୍ଯ୍ୟାଳୟରେ…

କନକ ବ୍ୟୁରୋ : ପ୍ରାଣୀ ଚିକିତ୍ସକ ଆନ୍ଦୋଳନ ଯୋଗୁଁ ମାଲକାନଗିରିରେ ସୃଷ୍ଟି ହୋଇଛି ଏମିତି ସ୍ଥିତି । ମଲା ବତକ ଚିଆଁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଛନ୍ତି ଏସଏଚ୍ଜି ମହିଳା । ସେହିପରି ମଲା ବାଛୁରୀ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ ନିକଟରେ ପହଁଚିଛନ୍ତି ପଶୁ ପାଳକ ।…

ଏନସିବି ଓ ସିବିଆଇ ଅଧିକାରୀ କହି ଦେଖାଉଥିଲେ ଭୟ । ପାର୍ସଲରେ ଡ୍ରଗ୍ସ ପ୍ୟାକେଟ ଥିବା ନେଇ କରୁଥିଲେ ଫୋନ

କନକ ବ୍ୟୁରୋ : ରଜତ କେତେବେଳେ ନିଜକୁ ଏନସିବି ଅଧିକାରି ତ ଆଉ କେତେବେଳେ ସିବିଆଇ ଓ ଇଡି ଅଧିକାରୀ କହି ଲୋକଙ୍କୁ ନିଜ ଜାଲରେ ଫସାଇ କୋଟି କୋଟି ଟଙ୍କା ଠକିଛନ୍ତି । କେବଳ ରଜତ ନୁହନ୍ତି, ତାଙ୍କ ସହ କାମ କରୁଥିଲା ଏକ ବଡ ଗ୍ୟାଙ୍ଗ । ଭିନ୍ନ ଭିନ୍ନ ମାଧ୍ୟମରେ ଗିରଫ କରିବାର ଭୟ ଦେଖାଇ ଏମାନେ…

ଭିନ୍ନକ୍ଷମ ଭତା ବଢ଼ାଇବାକୁ ଜୋର ଧରିଲା ଦାବି । ଭତା ରାଶି ବୃଦ୍ଧି ନେଇ ବିଚାର କରିବାକୁ ହାଇକୋର୍ଟ ମଧ୍ୟ ଦେଇଛନ୍ତି…

କନକ ବ୍ୟୁରୋ : ରାଜଧାନୀର ଜନଗହଳି ରାସ୍ତା ଭିତରେ ନିଜର ଟ୍ରାଇ ସାଇକେଲ ନେଇ ଯାଉଛନ୍ତି ଅନା ଦାସ । ଗତ କିଛି ବର୍ଷ ହେବ ସେ ରୋଗରେ ପୀଡିତ ହୋଇଥିଲେ । ପରିବାର ସହ ଭୁବନେଶ୍ୱର ରାମକୃଷ୍ଣ ଲେପ୍ରୋସି କଲୋନୀରେ ରହୁଛନ୍ତି । ୪୦ ଟଙ୍କାରୁ ୫୦୦ ଟଙ୍କା ପହଁଚିଛି ତାଙ୍କର ଭତା ରାଶି, କିନ୍ତୁ…