Daily Archives

February 9, 2024

ମହଙ୍ଗା ପଡ଼ିଲା ବେଆଇନ ଲିଙ୍ଗ ନିରୂପଣ । କଟକ ଫ୍ରେଣ୍ଡ କଲୋନୀରେ ଚଢ଼ାଉ କରି ଡାକ୍ତରଙ୍କ ସମେତ ୩ ଦଲାଲଙ୍କୁ ଗିରଫ କଲା…

କନକ ବ୍ୟୁରୋ : ଗିରଫ ହେଲେ ଡାକ୍ତର । ବେଆଇନ ଲିଙ୍ଗ ନିରୂପଣ କରିବା ମାମଲାରେ ଡାକ୍ତର ପୁଣ୍ୟଶ୍ଲୋକ ଦାଶ ତାଙ୍କ ପତ୍ନୀ ବିସ୍ମିତା ଦାଶ ଏବଂ ୩ ଜଣ ଦଲାଲଙ୍କୁ ଗିରଫ କରିଛି କଟକ ମଂଗଳବାଗ ପୋଲିସ । କଟକ ଉପଜିଲ୍ଲାପାଳ କମଳଜିତ ଦାଶଙ୍କ ଏତଲା ଆଧାରରେ ଗିରଫ କରିଛି ପୋଲିସ । କଟକ ଫ୍ରେଣ୍ଡସ…

ବର୍ଷିଆନ୍ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ । ଚେନ୍ନାଇର ଏକ ଘରୋଇ ହସପିଟାଲରେ…

କନକ ବ୍ୟୁରୋ : ଖଲିକୋଟ ରାଣୀ ତଥା ବର୍ଷିଆନ ରାଜନେତା, ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଅସୁସ୍ଥ । ଚେନ୍ନାଇର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆଜି…

କ୍ଷମା ମାଗିଲେ ଏବି ଡିବିଲିୟର୍ସ । କହିଲେ ଅଜଣାତରେ ଦେଇଥିଲେ ଭୁଲ ସୂଚନା

କନକ ବ୍ୟୁରୋ : କ୍ଷମା ମାଗିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିବିଲିୟର୍ସ । କ୍ରିକେଟର ବିରାଟ କୋହଲୀ ଓ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ଭୁଲ ମାଗିଛନ୍ତି ଡିବିଲିୟର୍ସ । ନିକଟରେ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅନୁଷ୍କା ଗର୍ଭବତୀ…

ପାକିସ୍ତାନ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳୁଛି ଜୋରଦାର ଟକ୍କର । ନୱାଜ ସରିଫଙ୍କୁ ଦଳଠୁ ବେଶ ଆଗରେ ରହିଛନ୍ତି…

କନକ ବ୍ୟୁରୋ : କିଛି ସମୟ ମଧ୍ୟରେ ଆସିବ ପାକିସ୍ତାନର ନିର୍ବାଚନ ଫଳାପଳ । ଭୋଟ ଗଣତି ଜାରି ରହିଥିବା ବେଳେ ଫଳାଫଳ ଆସିବା ପରେ କିଏ ପାକିସ୍ତାନରେ ସରକାର ଗଢିବ ତାହା ସ୍ପଷ୍ଟ ହେବ । ତେବେ ସଂଧ୍ୟା ସାଢେ ୫ଟା ସୁଦ୍ଧା ମୋଟ ୩୩୬ ଆସନରୁ ୮୯ଟି ସିଟର ଚୂଡ଼ାନ୍ତ ଫଳାଫଳ ସାମ୍ନାକୁ ଆସିଥିବା ବେଳେ…

ଫେସବୁକ ଲାଇଭରେ ଫୁଟିଲା ଗୁଳି । ଶିବସେନା ନେତା ଅଭିଷେକ ଘୋସାଲାକରଙ୍କୁ ହତ୍ୟା କରି ଅଭିଯୁକ୍ତର ଆତ୍ମହତ୍ୟା

କନକ ବ୍ୟୁରୋ : ପ୍ରଥମେ ଶତ୍ରୁତା ପରେ ବନ୍ଧୁତା ଆଉ ଶେଷରେ ଫେସବୁକ ଲାଇଭରେ ଆସି ପ୍ରତିପକ୍ଷଙ୍କୁ ଗୁଳି କରି ହତ୍ୟା । ଉଦ୍ଧବ ଗୋଷ୍ଠୀର ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ଲାଇଭ ଭିଡ଼ିଓରେ ହତ୍ୟା ଘଟଣା ସାରା ମହାରାଷ୍ଟ୍ରରେ ଚାଂଚଲ୍ୟ ଖେଳାଇ ଦେଇଛି । ପୂର୍ବତନ କାଉନସିଲର ଅଭିଷେକ ଘୋସାଲକର…

ଉତରାଖଣ୍ଡରେ ପ୍ରବଳ ଉତେଜନା । ମଦ୍ରାସ ଭଙ୍ଗାଯିବା ପରେ ହଲଦୱାନୀରେ ଜୋରଦାର ହଙ୍ଗାମା ସହ ହିଂସା,୫ରୁ ଅଧିକ ମୃତ

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଉତରାଖଣ୍ଡ ଜଳୁଛି । କେଉଁଠି ପୋଡ଼ାଜଳା ତ ପୁଣି କେଉଁଠି ଭଙ୍ଗାରୁଚା । କିଏ ଜୀବନ ବଂଚାଇବାକୁ ଏଠିସେଠି ଲୁଚୁଛି ତ ପୁଣି କିଏ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିବାକୁ ପଛାଉନି । କିଛି ଘଂଟା ଭିତରେ ବଦଳିଛି ଉତରାଖଣ୍ଡ ହଲଦ୍ୱାନୀର ଚିତ୍ର । ହିଂସାରେ…