Daily Archives

February 23, 2024

ବୁଣାକାର ଓ କାରିଗର ସହାୟତା ଯୋଜନା ପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଲେ ଓଡିଶା ଶିଳ୍ପୀ ମହାସଂଘ: କହିଲେ, ଏହି…

କନକ ବ୍ୟୁରୋ: ଗତ ଫେବୃୟାରୀ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଘୋଷଣା କରାଯାଇଛି । ଯାହାକି ରାଜ୍ୟର ଲକ୍ଷ ଲକ୍ଷ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଐତିହାସିକ…

ଆକାଶରେ ଦମ ଦେଖାଇଲେ ରୁଷ ରାଷ୍ଟ୍ରପତି । ମିସାଇଲ ଓ ବୋମା ବର୍ଷଣକାରୀ ଟିୟୁ-୧୬୦ଏମ ଯୁଦ୍ଧ ବିମାନ ଉଡାଇଲେ ଭ୍ଲାଦିମୀର…

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶକ୍ତି ପ୍ରଦର୍ଶନ । ପରମାଣୁ କ୍ଷମତା ସମ୍ପର୍ଣ୍ଣ ଏକ ଯୁଦ୍ଧ ବିମାନରେ ବସି ଉଡିଲେ ପୁଟିନ । ଆଗାମୀ ମାସରେ ଋଷରେ ନିର୍ବାଚନ ଥିବା ବେଳେ ଦେଶବାସୀ ତଥା ଶତ୍ରୁ ଦେଶକୁ ନିଜର ଶକ୍ତି ଦେଖାଇବା ପାଇଁ ସେ ଏଭଳି କରିଥିବା…

ଜୁଲାଇ ମାସରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର । ମାର୍ଚ୍ଚ ୧ରୁ ପ୍ରି-ୱେଡିଂ କାର୍ଯ୍ୟକ୍ରମ…

କନକ ବ୍ୟୁରୋ : ଦେଶର ଏକ ନମ୍ବର ଧନୀ ବ୍ୟବସାୟୀଙ୍କ ଘରେ ବାହାଘର । ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଓ ରାଧିକାଙ୍କ ବିବାହ ଖବରକୁ ନେଇ ଜୋରଦାର ଚର୍ଚ୍ଚା । ବାହାଘର ଜୁଲାଇ ୧୨ରେ ହେବାକୁ ସ୍ଥିର ହୋଇଥିବାବେଳେ ମାର୍ଚ୍ଚ ୧ ରୁ ୩ ତାରିଖ ହେବାକୁ…

ପଦାରେ ପଡିଲା ଯୋଗୀ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । କଡାକଡି ଚେକିଂ କାରଣରୁ ପରୀକ୍ଷାରେ ଅନୁପସ୍ଥିତ…

କନକ ବ୍ୟୁରୋ : କଡାକଡି ହେଲା ପରୀକ୍ଷା । ଆଉ ଚେକିଂ ଦେଖି ଅଧିକାଂଶ ପିଲା ଦେଲେନାହିଁ ପରୀକ୍ଷା । ଉତର ପ୍ରଦେଶରେ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଉଭୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଚାଲିଛି । କିନ୍ତୁ ପ୍ରଥମ ଦିନରେ ଉଭୟ ସିଫ୍ଟରେ ମୋଟ ୩ ଲକ୍ଷ ୩୩ ହଜାର ୫୪୧ ଜଣ ପରୀକ୍ଷାର୍ଥୀ…

ବିବାଦୀୟ ରାୟ ହଟାଇଲେ ମଣିପୁର ହାଇକୋର୍ଟ । ମୈତେଇଙ୍କୁ ଏସଟି ମାନ୍ୟତା ଉପରେ ହେବନି ବିଚାର

କନକ ବ୍ୟୁରୋ : ମଣିପୁର ହାଇକୋର୍ଟଙ୍କ ଯେଉଁ ଆଦେଶ ପାଇଁ ଜଳିଥିଲା ପୂରା ମଣିପୁର ତାକୁ ଏବେ ରଦ୍ଦ କରାଯାଇଛି । ହାଇକୋର୍ଟ ନିଜର ସେହି ଆଦେଶକୁ ରଦ୍ଧ କରିଛନ୍ତି ଯେଉଁଥିରେ ମୈତେଇ ଅନୁସୂଚତି ଜନଜାତି ସୂଚୀ ଭାବେ ବିଚାର କରାଯାଉ ବୋଲି କହିଥିଲେ । ମଣିପୁର କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପରେ…

ସପା-କଂଗ୍ରେସ ମେଂଟକୁ ଚେକ ଦେବାକୁ ବିଜେପି କରୁଛି ରଣନୀତି । ଦଳିତ ଭୋଟ ଭରସାରେ ବିଏସପି

କନକ ବ୍ୟୁରୋ : ପାଖଉଛି ନିର୍ବାଚନ, ବଢୁଛି ତାତି । ୟୁପିରେ ଲୋକସଭା ର୍ନିବାଚନ ଲଢ଼େଇ ପାଇଁ ପ୍ରସ୍ତୁତ ହେଲାଣି ରଣକ୍ଷେତ୍ର । ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କଲେଣି ସମର ସଜ୍ଜା । ଏଥର ୟୁପିରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ । ଗୋଟିଏ ପଟେ ବିଜେପି ସମସ୍ତ ୮୦ ଆସନ ଅକ୍ତିଆର ଲକ୍ଷରେ ଥିବା…