Daily Archives

February 11, 2024

ବଜାରରେ ବଢୁଛି ରଙ୍ଗୀନ କୋବିର ଚାହିଦା । ପରୀକ୍ଷାମୂଳକ ଭାବେ ଚାଷ କରି ସଫଳ ହୋଇଛନ୍ତି କେନ୍ଦ୍ରାପଡାର କୃଷ୍ଣଚନ୍ଦ୍ର…

କନକ ବ୍ୟୁରୋ : ବାଇଗଣି ରଙ୍ଗର ଫୁଲକୋବି ଚାଷ । କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ବିଲବଳରାମପୁର ଗାଁର କୃଷ୍ଣଚନ୍ଦ୍ର ବେହେରା ଜଣେ ପରିବା ଚାଷୀ । ବିଭିନ୍ନ ପ୍ରକାରର ପରିବା ଚାଷ କରି ସେ ତାଙ୍କର ପରିବର ପ୍ରତିପୋଷଣ କରନ୍ତି । ସେ ପୂର୍ବରୁ ଧଳା ଫୁଲ କୋବି ଚାଷ କରୁଥିଲେ । ଚଳିତ ବର୍ଷ ବ୍ଲକରେ…

ବିରି ବଡ଼ିରୁ ଭଲ ରୋଜଗାର । ପିପିଲି ରଇତପାଟଣା ଗାଁ ମହିଳାମାନେ ବଡି ପ୍ରସ୍ତୁତ କରି ହୋଇଛନ୍ତି ସ୍ୱାବଲମ୍ବୀ

କନକ ବ୍ୟୁରୋ : ଗାଁ ମହିଳାଙ୍କୁ ବଡ଼ି ଦେଉଛି ରୋଜଗାର । ପୁରୀ ଜିଲ୍ଲା ପିପିଲି ବ୍ଲକ ରଇତିପାଟଣା ଗାଁର ୫୦ରୁ ଉଦ୍ଧ୍ୱର୍ ମହିଳା ଏହି କାମ କରି କିଛି ରୋଜଗାର କରୁଛନ୍ତି । ନିଜସ୍ୱ ଉଦ୍ୟମରେ ରୋଜଗାର କରି ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମହିଳା ମାନେ ଚାଷୀଙ୍କ ଠାରୁ ବିରି…

ଓଲଟିଲା ପିକଅପ୍ ଭ୍ୟାନ୍ ୫ ଶ୍ରମିକ ମୃତ, ୨୦ରୁ ଅଧିକ ଜଣ ଆହତ ।

କନକ ବ୍ୟୁରୋ: କଳାହାଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ା ଗାଁ ନିଟକରେ ପିକଅପ୍ ଭ୍ୟାନ ଓଲଟି ୫ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏପରିକି ଦୁର୍ଘଟଣାରେ ୨୦ରୁ ଅଧିକ ଜଣ ଶ୍ରମିକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । ଗୋଲାମୁଣ୍ଡା ଡୋକରିପଡ଼ାରେ ଧାନ ରୁଆ କାମ…

ମାଟିରୁ ମିଳୁଛି ରୋଜଗାର । ମାଟିରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି କାଲିମେଳା କୁମ୍ଭାରଗୁଡାର…

କନକ ବ୍ୟୁରୋ : ମହିଳାଙ୍କୁ ରୋଜଗାର ଦେଇଛି ଟେରାକୋଟା ଓ ମାଟିରେ ତିଆରି ସାମଗ୍ରୀ । ମାଟି ଦୀପ, ଫୁଲଦାନୀ, ହାତୀ, ଘୋଡ଼ା, ପାଣି ବୋତଲ, ଚୁଲି, ସରା, କୁମ୍ପି, କଳସୀ, କଢ଼େଇ ସହ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି ତିଆରି କରୁଛନ୍ତି । କିଏ ମାଟି ଚକଟି ଦେଉଛି ତ କିଏ କୁମ୍ଭାର ଚକରେ ବିଭିନ୍ନ…

ଓଡ଼ିଶାର ବଡ ଶୁଖୁଆ ହାଟ । ଶୁଖୁଆ ବିକିଲେ ପୁରୁଛି ପେଟ

କନକ ବ୍ୟୁରୋ : ଜାତୀୟ ରାଜପଥ କଡରେ ଚାଲିଛି ଶୁଖୁଆ ହାଟ । ଭଳିକି ଭଳି ଶୁଖୁଆ ପସରା ମେଲାଇ ବସିଛନ୍ତି ବ୍ୟବସାୟୀ । ଏ ହେଉଛି ଗଂଜାମ ଜିଲ୍ଲା ହୁମା ଶୁଖୁଆ ହାଟର ଦୃଶ୍ୟ । ଶାବଳା, ପଥରମୁଣ୍ଡି, ଖଇଙ୍ଗା, କାରାଚାନ୍ଦି, କୋକଲି, ଚିଙ୍ଗୁଡି ଏମିତି ପ୍ରାୟ ୪୦ ପ୍ରକାର ଶୁଖୁଆ ମିଳୁଥିବା ହାଟ…

ଆଧୁନିକ ପ୍ରଣାଳୀରେ ଆଖୁଚାଷ କରି ଚର୍ଚ୍ଚାରେ କୋଟପାଡର ସନ୍ତୋଷ । ଗୁଡ ପ୍ରସ୍ତୁତ କରି କରୁଛନ୍ତି ବିକ୍ରି

କନକ ବ୍ୟୁରୋ : ଆଖୁ ଚାରା ପ୍ରସ୍ତୁତ ଠାରୁ ରୋପଣ ପର୍ଯ୍ୟନ୍ତ । ଅମଳ ଠାରୁ ଗୁଡ଼ ପ୍ରସ୍ତୁତି କରିବା ପର୍ଯ୍ୟନ୍ତ ସବୁ କିଛି ଚାଲିଛି ଗୋଟିଏ ସ୍ଥାନରେ । ଏପରିକି ଚାଷୀଙ୍କ ଠାରୁ ଆଖୁ କିଣି ଏହି ସ୍ଥାନରେ ଗୁଡ଼ ପ୍ରସ୍ତୁତି କରାଯାଉଛି । ଆନ୍ଧ୍ର ଅପେକ୍ଷା ଏଠାରେ ଆଖୁ ବିକ୍ରି କରି ଚାଷୀ ଅଧିକ…