Daily Archives

February 25, 2024

ବୀରମହାରାଜପୁରକୁ ମିଳିଲା ଏନଏସି ମାନ୍ୟତା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ: ଶେଷରେ ସୁବର୍ଣ୍ଣପୁର ବୀରମହାରାଜପୁରକୁ ମିଳିଲା ଏନଏସି ମାନ୍ୟତା । ବୀରମହାରାଜପୁର ଉପକଣ୍ଠକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗତକାଲି ୩୪ଟି ସହରକୁ ଏନଏସି ମାନ୍ୟତା ଦେଇଥିଲେ ରାଜ୍ୟ ସରକାର । ହେଲେ ଦୀର୍ଘ ବର୍ଷର ଦାବି ସତ୍ତେ୍ୱ…

ଶାମୁକାରେ ତିଆରି ହେଉଛି ଘର ସଜ୍ଜା ସାମଗ୍ରୀ । ଧୂପଦାନୀ, ଖେଳନା କଇଁଛ, ପକ୍ଷୀ ଓ ଠାକୁରଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ…

କନକ ବ୍ୟୁରୋ: ଶାମୁକାରେ ତିଆରି ହେଉଛି ଘର ସଜ୍ଜା ସାମଗ୍ରୀ । ବିନା ତାଲିମରେ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରି ଲାଭବାନ ହେଉଛନ୍ତି ମହିଳା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରଣସିଂହପୁର ଗାଁର ତାରା ତାରିଣୀ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ଏହି ସବୁ ଜିନିଷ ପ୍ରସ୍ତୁତ କରୁଛନ୍ତି । ଘର…

ଫୁଲ ଚାଷ କଲା ମାଲମାଲ । ୫ ଏକର ଜମିରେ ଗେଣ୍ଡୁ ଚାଷ କରିଛନ୍ତି କଟକ ମାନପୁର ଗାଁର ୪୦ ଜଣ ମହିଳା ।

କନକ ବ୍ୟୁରୋ: ଏସଏଚଜି ମହିଳାଙ୍କ ଫୁଲ ବଗିଚା । ୫ ଏକର ଜମିରେ ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । କୃଷିମିତ୍ରଙ୍କ ସହାୟତାରେ ପାରିଜାତ ଫୁଲ ଉତ୍ପାଦିକା ଗୋଷ୍ଠୀ ଗଠନ କରି ୪୦ ଜଣ ମହିଳା ଏହି କାମ କରୁଛନ୍ତି । ଫୁଲ ଗଛ ରୋପଣ ଠାରୁ ଫୁଲ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ତ କାମ…

ଦିନେ ପେଟପାଟଣା ପାଇଁ ସଂଘର୍ଷ କରୁଥିଲେ । ଏବେ ଷ୍ଟ୍ରବେରି ଚାଷ କରିଛି ସ୍ୱାବଲମ୍ବୀ

କନକ ବ୍ୟୁରୋ: ରାୟଗଡା ରାମାନାଗୁଡ଼ା ବ୍ଲକର ପାଲୁପାଇ, ଟାସକୀ ଓ ଜିଞ୍ଜରବାଡ଼ି ଗାଁରେ ଷ୍ଟ୍ରବେରି ଚାଷ କରିଛନ୍ତି ମହିଳା । ରାମାନାଗୁଡ଼ା ବ୍ଲକ ଅଞ୍ଚଳରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଏହି ଅଞ୍ଚଳର ପରିବେଶ ଷ୍ଟ୍ରବେରି ଚାଷ ପାଇଁ ବେଶ ଅନୁକୂଳ ହୋଇଥିବାରୁ ସ୍ୱୟଂ ସହାୟକ…

ଶଙ୍ଖରୁ ତିଆରି ହେଉଛି ଶଙ୍ଖ ଓ ଶଙ୍ଖା । ଚେନ୍ନାଇରୁ ଆସୁଛି କଞ୍ଚାମାଲ । ବ୍ୟବସାୟ କରି ସଫଳ ବାଲେଶ୍ୱରର ରାକେଶ ନନ୍ଦୀ

କନକ ବ୍ୟୁରୋ: ଶଙ୍ଖରୁ ତିଆରି ହୁଏ ଶଙ୍ଖା, ଯାହାକି ପ୍ରତ୍ୟେକ ସଧବା ନାରୀର ପ୍ରତୀକ । ତେବେ ଏହି ଶଙ୍ଖା ତିଆରି କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ । ବାଲେଶ୍ୱରର ରାକେଶ ନନ୍ଦୀ ନାମକ ଜଣେ କାରିଗର ଏହି କାମକୁ ଅତି ନିଖୁଣ ଭାବେ କରୁଛନ୍ତି । ବ୍ୟବସାୟ କରି ନିଜର ପରିଚୟ ସୃଷ୍ଟି…

ସୁନ୍ଦରଗଡ଼ର ସଫଳ ଚାଷୀ । ଆଇଟିଆଇ ପାସ୍ କରିବା ପରେ ଚାଷ କାମକୁ ଆପଣାଇ ହେଉଛନ୍ତି ଲାଭବାନ । ଚାକିରି ଅପେକ୍ଷା ମିଳୁଛି…

କନକ ବ୍ୟୁରୋ: ଜଣେ ସଫଳ ଚାଷୀଙ୍କ କାହାଣୀ । ଆଇଟିଆଇ ପାଠ ପଢ଼ା ପରେ ଚାଷ କାମକୁ ଆପଣାଇ ସଫଳ ହୋଇଛନ୍ତି । ୮ ଏକର ଜମିରେ ବିଭିନ୍ନ ପ୍ରକାରର ଚାଷ କରୁଛନ୍ତି ସୁନ୍ଦରଗଡ ଟାଙ୍ଗରପାଲୀ ବ୍ଲକ ରତନପୁର ଗାଁର ହିରୋଦ ପଟେଲ । ହିରୋଦଙ୍କ ବୟସ ପାଖାପାଖି ୨୭ ବର୍ଷ ହେବ । ହେଲେ ଏହି ଚାଷ କାମରୁ ସେ…