Daily Archives

February 2, 2024

ଅର୍ପଣ ରଥରୁ ସଂଗୃହିତ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡି ଏବଂ କାନିକା: ରବିବାରଠୁ ମାଗଣାରେ ଭକ୍ତଙ୍କୁ କରାଯିବ ବଣ୍ଟନ

କନକ ବ୍ୟୁରୋ: ଅର୍ପଣ ରଥରୁ ସଂଗୃହୀତ ଚାଉଳରୁ ପ୍ରସ୍ତୁତ ହେବ ଖେଚୁଡି ଓ କାନିକା । ଅକ୍ଷତ ଚାଉଳର ମାନ ପରୀକ୍ଷା ପରେ ପ୍ରସାଦ ପ୍ରସ୍ତୁତ ହେବ । ଚାଉଳର ମାନ ପରୀକ୍ଷା କରି ରିପୋର୍ଟ ଦେବେ ଭିତରଛ ମହାପାତ୍ର, ତଳୁଛ ମହାପାତ୍ର ଓ ଚାଉଳ ପରିଚ୍ଛା । ତେବେ ୪ କେଜି ଚାଉଳକୁ ପରୀକ୍ଷା ମୂଳକ ଭାବେ…

ଦକ୍ଷିଣଭାରତ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ନୂଆ ଯାତ୍ରା । ଅଭିନୟ ପରେ ରାଜନୀତି ଦୁନିଆରେ ପ୍ରବେଶ

କନକ ବ୍ୟୁରୋ : ଦକ୍ଷିଣଭାରତ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ନୂଆ ଯାତ୍ରା । ଚମକ୍ରାର ଅଭିନୟ କରି ଦର୍ଶକଙ୍କ ନିକଟରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରିପାରିଥିବା ବିଜୟ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି । ବିଜୟଙ୍କ ଦଳର ନାଁ ରହିଛି ତାମିଲାଗ ଭେତ୍ରୀ କାଝିଗମ । ଚର୍ଚ୍ଚା ହେଉଥିଲା…

ମୁସଲିମ ପକ୍ଷଙ୍କ ଆବେଦନକୁ ଆହ୍ଲାବାଦ କୋର୍ଟଙ୍କ ଖାରଜ । କୋର୍ଟ କହିଲେ, ବେସମେଣ୍ଟରେ ଜାରି ରହିବ ହିନ୍ଦୁ ପକ୍ଷ…

କନକ ବ୍ୟୁରୋ : ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଥିବା ବ୍ୟାସ ଜୀ କା ତହଖାନାରେ ହିନ୍ଦୁଙ୍କ ପକ୍ଷରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସେପଟେ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ମୁସଲିମ୍ ପକ୍ଷଙ୍କୁ ନିରାଶ ହେବାକୁ ପଡିଛି । ଜ୍ଞାନବ୍ୟାପୀ ମସଜିଦର ତଳ ମହଲାରେ ପୂଜାର୍ଚ୍ଚନା ଜାରି ରହିବ…

ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଦେହାନ୍ତ । ସର୍ଭିକାଲ କ୍ୟାନସରରେ ଥିଲେ ପିଡ଼ିତ, ମାତ୍ର ୩୨ ବର୍ଷ ବୟସରେ ପୁନମଙ୍କ…

କନକ ବ୍ୟୁରୋ : ସବୁବେଳେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ବଲିଉଡରେ ବିବାଦରେ ରହୁଥିବା ପୁନମ୍ ପାଣ୍ଡେଙ୍କ ଏଭଳି ହଠାତ୍ ପରଲୋକ ଖବର ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମାତ୍ର ୩୨ ବର୍ଷୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେ ସର୍ଭାଇକାଲ କ୍ୟାନସରରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ଗୁରୁବାର ରାତିରେ…

କଂଗ୍ରେସ ସାଂସଦ ଡିକେ ସୁରେଶଙ୍କ ବୟାନକୁ ନେଇ ସଂସଦରେ ଝଡ଼ । ଦକ୍ଷିଣଭାରତୀୟ ରାଜ୍ୟକୁ ନେଇ ପୃଥକ ଦେଶ କରିବାକୁ କହିଥିଲେ…

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଡିକେ ସୁରେଶଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ସଂସଦରେ ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ । କଂଗ୍ରେସ ନେତୃତ୍ୱଙ୍କ ନୀରବତାକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ, ଉତର ରଖିଲେ ମଲ୍ଲିକାର୍ଜୁନ ଖଡ଼ଗେ । ଯେ କୌଣସି ଦଳର ସାଂସଦ ହୁଅନ୍ତୁ, ଦେଶ ଭାଙ୍ଗିବାକୁ ବୟାନ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ । ଘୋଡା ବେପାର ଭୟରେ ଜେଏମଏମ ବିଧାୟକଙ୍କୁ ହାଇଦ୍ରାବାଦ…

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ହେମନ୍ତ ସୋରେନଙ୍କ ହାତରୁ ଯାଇଛି ମୁଖ୍ୟମନ୍ତ୍ରୀ ପଦ । ସେପଟେ ଘଡିସନ୍ଧି ମୁହୁର୍ତରେ ରାଜ୍ୟକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପାଇ ସୋରେନ । ରାଂଚିରେ ରାଜ୍ୟପାଳ ସିପି…