Daily Archives

February 8, 2024

୧୯ବର୍ଷରୁ କମ ବିଶ୍ୱକପ, ଅଷ୍ଟ୍ରେଲିଆ ବିରୋଧରେ ଭାରତ ଖେଳିବ ଫାଇନାଲ ମ୍ୟାଚ

କନକ ବ୍ୟୁରୋ : ଅଣ୍ଡର ୧୯ ବିଶ୍ୱକପର ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଆଜି ପାକିସ୍ତାନକୁ ପରାଜିତ କରି ଅଷ୍ଟ୍ରେଲିଆ ଫାଇନାଲରେ ପହଂଚିଛି । ଏହାକୁ ମିଶାଇ ଷଷ୍ଠଥର ପାଇଁ ଅଷ୍ଟ୍ରେଲିଆ ଟିମ୍ ଫାଇନାଲରେ ପ୍ରବେଶ କରିଛି । ଏହା ମଧ୍ୟରେ ଦୁଇଥର ଭାରତ ସହ ମୁକାବିଲା…

ଏଏନଆଇକୁ ୫ଟି- ଅଧ୍ୟକ୍ଷ ପାଣ୍ଡିଆନଙ୍କ ଇଂଟରଭ୍ୟୁ । ବିଜେଡି-ବିଜେପି ସମ୍ପର୍କ ନେଇ ରଖିଲେ ସ୍ପଷ୍ଟୀକରଣ

କନକ ବ୍ୟୁରୋ : ବିଜେଡି ଗଠନାତ୍ମକ ବିରୋଧରେ ବିଶ୍ୱାସ କରେ । କିନ୍ତୁ ଓଡିଶା ବିଜେପି ଗଠନାତ୍ମକ ବିେରୋଧ କରୁନାହିଁ ବୋଲି କହିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତ ସମୟରେ ବିଜେଡି-ବିଜେପି ମଧ୍ୟରେ ସମ୍ପର୍କକୁ ନେଇ ହୋଇଥିବା ଅଭିଯୋଗର ସେ…

୩୩୬ଟି ଆସନ ପାଇଁ ବାଲଟ ପେପରରେ ଭୋଟ୍ ଦେଲା ଇସଲାମାବାଦ । ବେଲୁଚିସ୍ତାନରେ ପୋଲିସ ଭ୍ୟାନ ଉପରେ ଆତଙ୍କୀ ଆକ୍ରମଣ

କନକ ବ୍ୟୁରୋ : ପାକିସ୍ତାନରେ ସାଧାରଣ ନିର୍ବାଚନ ବେଳେ ହିଂସା । ୩୩୬ଟି ଆସନରେ ୧୬୩ଟି ଦଳର ୫ହଜାର ୧୨୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ ବକ୍ସରେ ସିଲ୍ ହୋଇଛି । ପ୍ରାୟ ୧୩ କୋଟି ଭୋଟର ବିଭିନ୍ନ ଭୋଟଦାନ କେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ନିର୍ବାଚନରେ ପାକିସ୍ତାନ ମୁସଲିମ ଲିଗର…

କ୍ରମାଗତ ଷଷ୍ଠ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ମୁଦ୍ରାନୀତି ବୈଠକ ପରେ ଆରବିଆଇ ଗଭର୍ଣ୍ଣର କହିଲେ…

କନକ ବ୍ୟୁରୋ : ରେପୋ ରେଟ୍ କୁ ୬.୫% ରେ ଅପରିବର୍ତ୍ତିତ ରଖିଛି ଆରବିଆଇ । କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ଆରବିଆଇ ରେପୋ ରେଟ୍ ଅପରିବର୍ତିତ ରଖିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ମୁଦ୍ରାନୀତି କମିଟି ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ…

ରାଜ୍ୟସଭାରେ ଅବସର ନେବାକୁ ଥିବା ସାଂସଦଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଦନା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ୫୬ ଜଣ ରାଜ୍ୟସଭା ସାଂସଦ ଅବସର ନେବାକୁ ଯାଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସ୍ମରଣ କରିବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ହ୍ୱିଲଚେୟାରରେ ସେ ଆସି ତାଙ୍କ…

୨୦୨୪ ନିର୍ବାଚନରେ କିଏ ମାରିବ ବାଜି । ମୋଦୀଙ୍କ ମିଶନ ୪୦୦ ପରେ ଆସିଲା ସର୍ଭେ ରିପୋର୍ଟ, ଏନଡିଏକୁ ବହୁମତ, ପଛରେ ପଡିବ…

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ କିଏ ଜିତିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ବିଜେପି କ'ଣ ଏଥର ପ୍ରକୃତରେ ୩୭୦ ଆସନ ଜିତିପାରିବାରେ ସକ୍ଷମ ହେବ? ଲୋକସଭାରେ ଏନଡିଏକୁ ୪୦୦ ଆସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ପୂର୍ବାନୁମାନ କରିଛନ୍ତି, ତାହା ଏବେ ଚର୍ଚ୍ଚା ଜୋର ଧରିଛି ।…