Daily Archives

February 16, 2024

ମିଶନ ଶକ୍ତି ମହିଳାଙ୍କ ୟୁନିଫର୍ମ ପାଇଁ ମିଳିବ ହଜାରେ ଟଙ୍କାର ଆର୍ଥିକ ସହାୟତା । ଉପକୃତ ହେବେ ୬ହଜାର ଗ୍ରୁପର ୭୦ଲକ୍ଷ…

କନକ ବ୍ୟୁରୋ : ୟୁନିଫର୍ମ କିଣିବା ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାକୁ ଦିଆଯିବ ୧ ହଜାର ଟଙ୍କା । ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଂଜୁରୀ । ଏଥିରେ ଉପକୃତ ହେବେ ୭୦ ଲକ୍ଷ ମହିଳା । ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟାଙ୍କୁ ବ୍ଲେଜର କିଣିବା ପାଇଁ ୨ ହଜାର ଟଙ୍କା ଲେଖାଏଁ…

କ୍ୟାନସର ଚିକିତ୍ସା କ୍ଷେତ୍ରରେ ବଡ ଉପଲବ୍ଧି ପାଇପାରେ ରୁଷ । ଖୁବ ଶିଘ୍ର ହେବ କ୍ୟାନସର ଟିକାର ହ୍ୟୁମାନ ଟ୍ରାଏଲ, ରୁଷ…

କନକ ବ୍ୟୁରୋ : ଚିକିତ୍ସା କ୍ଷେତ୍ରରେ ରୁଷ ପାଇବାକୁ ଯାଉଛି ବଡ ଉପଲବ୍ଧି । ରୁଷ ତିଆରି କରୁଛି କ୍ୟାନସର ଟିକା । ମସ୍କୋରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଟିକାର ହ୍ୟୁମାନ ଟ୍ରାଏଲ କରାଯିବ ।…

ପାକିସ୍ତାନ-ପିଟିଆର ଡିଲ ଫେଲ । ସର୍ତ୍ତ ସହ ପ୍ରଧାନମନ୍ତ୍ରୀ ପଦ ପାଇଁ ଇମ୍ରାନଙ୍କୁ ଅଫର ଦେଇଥିଲା ପାକ ସେନା

କନକ ବ୍ୟୁରୋ : ପିଟିଆକୁ ପାକିସ୍ତାନ ସେନାର ଅଫର । ଯେଉଁ ସମୟରେ ପାକିସ୍ତାନରେ କିଏ ସରକାର ଗଢ଼ିବ ତାକୁ ନେଇ କୌଣସି ନିଷ୍କର୍ସ ବାହାରିପାରୁନି ସେସମୟରେ ଇମ୍ରାନ ଖାନଙ୍କୁ ସେନା ଅଫର ଦେଇଥିବା ଜଣାପଡିଛି । ପାକିସ୍ତାନ ଖବରକାଗଜ ଦ ନ୍ୟୁଜର ରିପୋର୍ଟ ଅନୁସାରେ ଇମ୍ରାନ ଖାନଙ୍କ ସହ ଯୋଗାଯୋଗ…

ଆମେରିକାରେ ଅସୁରକ୍ଷିତ ଭାରତୀୟ । ବାଇଡେନ ପ୍ରଶାସନର ଚିନ୍ତା ପ୍ରକଟ, ବିବୃତି ରଖିଲା ହ୍ୱାଇଟ ହାଉସ

କନକ ବ୍ୟୁରୋ :ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଚିନ୍ତା ବଢ଼ିଛି । ବିଶେଷ କରି ଯେଉଁମାନେ ଆମେରିକାରେ ରହୁଛନ୍ତି ସେମାନଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠୁଛି    । ଏହାକୁ ନେଇ ଆମେରିକା ସରକାର ମଧ୍ୟ ଚିନ୍ତାରେ । ହ୍ୱାଇଟ ହାଉସପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଯେଉଁଥିରେ…

ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲଙ୍କ ସାରଥୀ ସାଜିଲେ ତେଜସ୍ୱୀ । କଂଗ୍ରେସ ସାଂସଦଙ୍କ ଗାଡି ଚଳାଇଲେ ଆରଜେଡି ନେତା

କନକ ବ୍ୟୁରୋ : ରାହୁଲଙ୍କ ସାରଥୀ ସାଜିଲେ ତେଜସ୍ୱୀ ଯାଦବ । ଭାରତଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ସହ ଜିପ ଚଳାଇଲେ ତେଜସ୍ୱୀ ଯାଦବ । କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏବେ ବିହାରରେ ଏହି ସମୟରେ ରାହୁଲ ଯେଉଁ ଗାଡିରେ ଯାତ୍ରା କରୁଥିଲେ ତାକୁ ଆଊ କେହି ନୁହେଁ ବିହାରର ପୂର୍ବତନ…

କଂଗ୍ରେସର ସମସ୍ତ ବ୍ୟାଙ୍କ ଆକାଉଁଟ ହେଲା ଅସ୍ଥାୟୀ ଅଚଳ । ଆଇଟି ଟ୍ରିବ୍ୟୁନାଲଙ୍କ ହସ୍ତକ୍ଷେପ ପରେ ମିଳିଲା ଆଶ୍ୱସ୍ତି

କନକ ବ୍ୟୁରୋ : ଯୁବ କଂଗ୍ରେସର ସମସ୍ତ ବ୍ୟାଙ୍କ ଆକାଉଁଟ ଫ୍ରିଜ ବା ଅସ୍ଥାୟୀଭାବେ ଅଚଳ ହୋଇଛି । ଦେଇପାରୁନୁ ଦରମା, ବିଲ ପୈଠ ମଧ୍ୟ କରିପାରୁନୁ । ୯ଟି ବ୍ୟାଙ୍କ ଆକାଉଂଟ ଫ୍ରିଜ ବା ଅସ୍ଥାୟୀଅଚଳ କରାଯାଇଥିବା କଂଗ୍ରେସର କୋଷାଧ୍ୟକ୍ଷ ଅଜୟ ମାକେନ ଶୁକ୍ରବାର ଅଭିଯୋଗ କରିଥିଲେ । । କଂଗ୍ରେସ…