Monthly Archives

February 2024

ସତ୍ୟବାଦୀ ପାଇଁ ସଂଜୟ ଚୂଡାନ୍ତ! ବ୍ରହ୍ମଗିରିରୁ ଲଢିବେ ଉମା!

କନକ ବ୍ୟୁରୋ: ସତ ହେଲା ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ବାଣୀ! ନିର୍ବାଚନରେ ଆପତତଃ ସେ ହିଁ ସତ୍ୟବାଦୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ହେବେ ବୋଲି ସ୍ଥିର ହୋଇଥିବା ଜଣାପଡିଛି । ଆଉ ସତ୍ୟବାଦୀର ଏବେର ବିଧାୟକ ଉମା ସାମନ୍ତରାୟ ସଂଜୟଙ୍କ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରୁ ବିଧାୟକ ହେବେ…

ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ । ଦାଗୀ ନେତା କହି କଟାକ୍ଷ କଲା ବିଜେଡି

କନକ ବ୍ୟୁରୋ : କିଛି ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି । ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି ସମୀର ମହାନ୍ତି,…

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ରଙ୍କୁ ସମ୍ମାନସୂଚକ ଡି.ଲିଟ୍ ଉପାଧି । ସମ୍ମାନିତ କଲେ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍ ଉପାଧିରେ ସମ୍ମାନିତ କରାଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ…

ରତ୍ନଭଣ୍ଡାର ପାଇଁ ଗଠନ ହେଲା କମିଟି: ଜଷ୍ଟିସ୍ ଅରିଜିତ ପଶାୟତ କମିଟିର ଅଧ୍ୟକ୍ଷ, ଅଳଙ୍କାର ଗଣତି ପାଇଁ ଫିଟିଲା ବାଟ

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଅଳଙ୍କାର କେତେ ଅଛି? ଏବେ ଏହାର ଗଣତି ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟମନ୍ତ୍ରୀ ୧୨ ଜଣିଆ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଆସନ୍ତା ୯ ତାରିଖରେ…

‘ମୁଁ ନୁହେଁ, ଆମେ’ର ବାର୍ତ୍ତା ଦେଲେ ରାଷ୍ଟ୍ରପତି: ଆଦିମ ଆଦିବାସୀଙ୍କ ସହ କଲେ ଚର୍ଚ୍ଚା, ବିଶ୍ୱବିଦ୍ୟାଳୟ ସେମିନାରରେ…

କନକ ବ୍ୟୁରୋ: ମୁଁ ନୁହେଁ ଆମେ’ର ବାର୍ତା ଦେଇ ଆଦିମ ଜନଜାତିଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ଓଡିଶା ଗସ୍ତର ଦ୍ୱିତୀୟ ଦିନରେ କେନ୍ଦୁଝରରେ ଜନଜାତିଙ୍କ ସହ ଆଲୋଚନା କରିବା ସହ ଧରଣୀଧର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ସାମିଲ ହୋଇଥିଲେ । ଏହାପରେ ଭୁବନେଶ୍ୱର ଉକ୍ରଳ…

ନିର୍ବାଚନ ପୂର୍ବରୁ ପୁଣି ବଡ ଘୋଷଣା: ବଢିଲା ଅଙ୍ଗନବାଡି କର୍ମୀଙ୍କ ଦରମା, ଏଣିକି ମାସକୁ ମିଳିବ ୧୦ ହଜାର

କନକ ବ୍ୟୁରୋ: ବଢିଲା ଅଂଗନବାଡି କର୍ମୀଙ୍କ ଦରମା । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହିପରି ଏକ ବଡ ଘୋଷଣା କରିଛନ୍ତି । ମାସକୁ ଏଣିକି ୭ ହଜାର ୫୦୦ ବଦଳରେ ୧୦ ହଜାର ଟଂକା ପାରିଶ୍ରମିକ ପାଇବେ ଅଂଗନବାଡି କର୍ମୀ । ଦରମା ବଢିବା ପରେ ବାର୍ଷିକ ଦରମା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ…