Daily Archives

February 21, 2024

ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ଧରିଲା ଏଆଇ । ଆର୍ଟିଫିସିଆଲ ଇଂଟେଲିଜେନ୍ସ କ୍ୟାମେରାରରେ କଏଦ ହେଲା ପରୀକ୍ଷା…

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ବିଭିନ୍ନ ସ୍କୁଲରେ କିଛି ବ୍ୟତିକ୍ରମ ହୋଇଥିବା କଥା ସାମ୍ନାକୁ ଆସିଥିଲା । ଆଉ ସେସବୁ ବ୍ୟତିକ୍ରମ ଧରିଛି ଏଆଇ । ୫ଟି ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ନେଇ ଏଆଇରେ କଏଦ ହୋଇଛି । କଟକର ଚାରୋଟି ସ୍କୁଲରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ।…

ଟେଷ୍ଟ ରାଙ୍କିଙ୍ଗରେ ଯଶସ୍ୱୀ ଜୟସ୍ୱାଲଙ୍କ ଲମ୍ବଡିଆଁ । ଇଲଣ୍ଡ ବିପକ୍ଷ ଟେଷ୍ଟରେ ଦୁଇଟି ଦ୍ୱିଶତକୀୟ ଇନିଂସ ବଳରେ…

କନକ ବ୍ୟୁରୋ : ଟେଷ୍ଟ ରାଙ୍କିଙ୍ଗରେ ଯଶସ୍ୱୀ ଜୟସ୍ୱାଲଙ୍କ ଲମ୍ବଡିଆଁ, ଇଲଣ୍ଡ ବିପକ୍ଷ ଟେଷ୍ଟରେ ଦୁଇ ଦୁଇଟି ଦ୍ୱିଶତକୀୟ ଇନିଂସ ଖେଳି ନିଜର ଜଲୱା ଦେଖାଇଛନ୍ତି ଏହି ଯୁବ ଭାରତୀୟ ବ୍ୟାଟର ଜଣକ । ବିଶାଖାପାଟନମ୍ ଟେଷ୍ଟରେ ୨୦୯ ଓ ରାଜକୋଟରେ ଖେଳାଯାଇଥିବା ମ୍ୟାଚରେ ୨୧୪ରନର ଇନିଂସ ପରେ ଟେଷ୍ଟ…

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ରକୁଲପ୍ରୀତ ସିଂ ଓ ଜ୍ୟାକି ଭଗନାନୀ । ଗୋଆରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଅନ୍ୟତମ ପ୍ରେମୀଯୋଡି ରକୁଲପ୍ରୀତ ସିଂ ଓ ଜ୍ୟାକି ଭଗନାନୀ ।ଗୋଆରେ ଆୟୋଜିତ ହୋଇଛି ସେଲିବ୍ରେଟି ଯୋଡିଙ୍କ ବାହାଘର କାର୍ଯ୍ୟକ୍ରମ । ହାତଗଣତି ଅତିଥି ଓ ସର୍ମ୍ପକୀୟଙ୍କ ଗହଣରେ ସରିଛି ବିବାହ କାର୍ଯ୍ୟକ୍ରମ । ଉଭୟ ପଂଜାବୀ ଓ ସିନ୍ଧୀ…

ପାକିସ୍ତାନରେ ତୁଟିବ ରାଜନୈତିକ ଅଚଳାବସ୍ଥା । ପିିପିପି ଓ ପିଏମଏଲ-ଏନ ମଧ୍ୟରେ ମେଂଟ ସରକାର ଫର୍ମୂଲା ଉପରେ ମୋହର

କନକ ବ୍ୟୁରୋ : ପାକିସ୍ତାନରେ ପୁଣିଥରେ ଚାଲିବ ସରିଫ୍ ରାଜ । ଦ୍ୱିତୀୟ ଥର ପାଇଁ ପାକ୍ ପ୍ରଧାନମନ୍ତ୍ରୀ ହେବେ ପିଏମଏଲ-ଏନର ସେହୱାଜ ସରିଫ୍, ରାଷ୍ଟ୍ରପତି ଆସନରେ ବସିବେ ପିପିପିର ଆସିଫ ଅଲ୍ଲୀ ଜର୍ଦ୍ଦାରୀ । ନିର୍ବାଚନ ଫଳାଫଳର ଦେଢ ସପ୍ତାହ ପରେ ପାକିସ୍ତାନରେ ସରକାର ଗଠନ ନେଇ ଉଭୟ ଦଳଙ୍କ…

ରାସ୍ତା ସାଜିଲା ହସ୍ପିଟାଲ ବେଡ୍, ଖୋଲା ଆକାଶ ତଳେ ଚାଲିଲା ଚିକିତ୍ସା । ଗଛରେ ଝୁଲିଲା ସାଲାଇନ

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଚାଲିଛି ଚିକିତ୍ସା । ରାସ୍ତା ସାଜିଲା ହସ୍ପିଟାଲ ବେଡ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୩ଶହରୁ ଅଧିକ ଲୋକଙ୍କୁ ରାସ୍ତା ଉପରେ ଚିକିତ୍ସା କରାଯାଇଛି । ଏପରିକି ଉପଯୁକ୍ତ ଚିକିତ୍ସା ଉପକରଣ ନମିଳିବା କାରଣରୁ ଗଛ ଓ ଦୌଡି ସାହାର୍ଯ୍ୟରେ ସାଲାଇନ ଟଙ୍ଗା ଯାଇ…

ପଂଜାବ ପାଇଁ ବିଜେପିର ଗୋଟିଚାଳନା । ହାତ ଛାଡି ପଦ୍ମ ଧରିପାରନ୍ତି ନବଜୋତ ସିଂ ସିଦ୍ଦୁ, ଅମୃତସର ଆସନର ବିଜେପିରୁ…

କନକ ବ୍ୟୁରୋ : ବିଜେପିକୁ ଫେରିପାରନ୍ତି ନବଜୋତ ସିଂ ସିଦ୍ଦୁ । ଚର୍ଚ୍ଚା ହେଉଛି ସିଦ୍ଦୁ ପଦ୍ମ ଧରିବା ସହ ଦଳ ତାଙ୍କୁ ଅମୃତସର ଆସନ ଟିକେଟ ଦେଇପାରେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପଂଜାବ ପ୍ରଦେଶ ବିଜେପି ମୁଖ୍ୟ ସୋମଦେବ ଶର୍ମା ଏନେଇ ଆଶିଂକ ସୂଚନା ଦେଇଛନ୍ତି । ସେପଟେ କଂଗ୍ରେସ ଏହି…