Daily Archives

February 28, 2024

ବରପଦା ଇଂଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ମାମଲା । ପ୍ରାୟ ୮ ଘଂଟା ଜେରା ପରେ ଇଡି ଅଫିସରୁ ବାହାରିଲେ ବିଜେଡି…

କନକ ବ୍ୟୁରୋ : ପ୍ରାୟ ୮ ଘଂଟାର ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବରପଦା ଇଂଜିନିୟରିଂ କଲେଜରେ ଆର୍ଥିକ ଦୁର୍ନୀତି ମାମଲାରେ ଆଜି ସକାଳେ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି…

କାଶ୍ମୀର ପ୍ରେମରେ ପଡ଼ିଲେ ସଚିନ ତେନ୍ଦୁଲକର । କାଶ୍ମୀର ଆସି ବୁଲିବାକୁ ଦେଶବିଦେଶର ପର୍ଯ୍ୟଟକଙ୍କୁ କଲେ ଅପିଲ

କନକ ବ୍ୟୁରୋ : କାଶ୍ମୀର ପ୍ରେମରେ ପଡିଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର । ଏଠାକାର ପର୍ଯ୍ୟଟନରେ ଭରପୂର ମଜା ନେଇଛନ୍ତି ସଚିନ । ଯେଉଁ ସ୍ଥାନ ଅଧିକ ପରିଚିତ ନୁହେଁ ସେଠାକୁ ମଧ୍ୟ ନିଜ ପରିବାର ସହ ସେ ପହଁଚିଥିଲୋ ନିକଟରେ ସଚିନ, ପତ୍ନୀ ଅଂଜଳୀ ଓ ଝିଅ ସାରାଙ୍କ ସହ ନିଜ…

ମାର୍ଚ୍ଚରୁ ଦେଶରେ ଲାଗୁ ହେବ ସିଏଏ! ଆବେଦନ ପାଇଁ ପୋର୍ଟାଲ ପ୍ରସ୍ତୁତ

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ବଡ ରାଜନୈତିକ ପ୍ରସଙ୍ଗ ପାଲଟିଥିବା ନାଗରିକତା ସଂଶୋଧନ ଆଇନ ବା ସିଏଏ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶରେ ଲାଗୁ ହୋଇପାରେ । ନାଗରିକତା ସଂଶୋଧନ ଆଇନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନରେ ହିଁ କରାଯିବ । ତେଣୁ ଆବେଦନ ପାଇଁ…

ହିମାଚଳ ପ୍ରଦେଶରେ ଟଳିଲା କଂଗ୍ରେସ ସରକାର ସଙ୍କଟ । ସକାଳ ଇସ୍ତଫା ପରେ ସନ୍ଧ୍ୟାରେ ପ୍ରତ୍ୟାହାର କରିନେଲେ…

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ଟଳିଲା ରାଜନୈତିକ ସଙ୍କଟ । ଆଜି ସକାଳେ ଇସ୍ତଫା ଦେଇଥିବା କ୍ୟାବିନେଟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କିଛି ସମୟ ତଳେ ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ସେ କହିଛନ୍ତି, ହିମାଚଳ ସରକାର ଉପରେ କୌଣସି ବିପଦ ନାହିଁ । ସରକାର ସ୍ଥିର ଅଛି ।…

ସମାଜବାଦୀ ପାର୍ଟି ମୁଖ୍ୟଙ୍କ ବଢ଼ିଲା ଅଡୁଆ । ବେଆଇନ ଖଣି ଖନନ ମାମଲାରେ ଅଖିଳେଶଙ୍କୁ ସିବିଆଇର ସମନ

କନକ ବ୍ୟୁରୋ : ବଢ଼ିଲା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଅଡୁଆ । ଅଖିଳେଶଙ୍କୁ ମିଳିଲା ସିବିଆଇ ନୋଟିସ । ବେଆଇନ ଖଣି ଖନନ ମାମଲାରେ ୨୯ ତାରିଖ ଅର୍ଥାତ ଗୁରୁବାର ହାଜର ହେବାକୁ କୁହାଯାଇଛି । ମାମଲାରେ ଅଖିଳେଶଙ୍କୁ ସାକ୍ଷ୍ୟ ଭାବେ ଉପସ୍ଥିତ ରହିବାକୁ କୁହାଯାଇଛି । ୨୦୧୨ରୁ ୧୬…

ଟାଟା ଇନଷ୍ଟିଚ୍ୟୁଟ ମୁମ୍ବାଇର ବଡ ଦାବି । ବଟିକା ସେବନରେ କର୍କଟରୋଗରୁ ସୁସ୍ଥ ବ୍ୟକ୍ତିଙ୍କୁ ଆଉ ହେବେନି ଆକ୍ରାନ୍ତ

କନକ ବ୍ୟୁରୋ : ଟାଟା ମେମୋରିଆଲ ମୁମ୍ବାଇର ବଡ ଦାବି । ଟାଟା ମେମୋରିଆଲ ଗବେଷକ ଏଭଳି ଏକ ବଟିକା ବାହାର କରିଛନ୍ତି ଯାହାକୁ ସେବନ କରିବା ଦ୍ୱାରା କର୍କଟ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ୨ୟ ଥର ପାଇଁ କର୍କଟ ରୋଗ ହେବା ଆଶଙ୍କାକୁ ୩୦ ପ୍ରତିଶତ କମ ରହିବ ବୋଲି ଦାବି କରାଯାଇଛି । ଏଥିସହ…