Daily Archives

February 26, 2024

ହରିଆଣାରେ ଆଇଏନଏଲଡି ନେତା ନଫେ ସିଂ ରାଠି ହତ୍ୟା । ସିବିଆଇ ହାତକୁ ଗଲା ତଦନ୍ତ । ହତ୍ୟା ପଛରେ ବିଜେପି ହାତ ଥିବା…

କନକ ବ୍ୟୁରୋ: ଭାରତୀୟ ଜାତୀୟ ଲୋକ ଦଳ ବା ଆଇଏନଏଲଡିର ହରିଆଣା ମୁଖ୍ୟ ନଫେ ସିଂହ ରାଠୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ହରିଆଣାରେ ଆତଙ୍କ ଖେଳିଯାଇଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇଥିବାବେଳେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନଫେ ସିଂହ ରାଠିଙ୍କୁ ହତ୍ୟା କରିବା ଘଟଣାରେ ପୂର୍ବତନ…

ଯୁଆଡ଼େ ଯାଉଛନ୍ତି ମୋଦୀ, ବଢ଼ିଯାଉଛି ସେ ସ୍ଥାନର ଗୁରୁତ୍ୱ । ମୋଦୀଙ୍କ ଗସ୍ତ ପରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା

କନକ ବ୍ୟୁରୋ: ଯେଉଁ ସ୍ଥାନକୁ ଯାଉଛନ୍ତି ମୋଦୀ, ବଢିଯାଉଛି ସେ ସ୍ଥାନର ଲୋକପ୍ରିୟତା । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସେ ସ୍ଥାନ । ସେ ସ୍ଥାନକୁ ବଢୁଛି ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦ୍ୱାରିକା ଗସ୍ତ କରି ସେଠାରେ ଦ୍ୱାରିକାଧିଶଙ୍କ…

ଚର୍ଚ୍ଚାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ । କହିଲେ ବିଜେପି ଯୋଗୁଁ ଦିଲ୍ଲୀରେ ଦୁର୍ବିସହ…

କନକ ବ୍ୟୁରୋ: ରବିବାର ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ କିଭଳି ଶାସନ ବ୍ୟବସ୍ଥା ଚାଲିଛି ଏହାକୁ ବ୍ୟାଖ୍ୟା କରୁ କରି କେଜ୍ରିୱାଲ କହିଥିଲେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ଶାସନକୁ ବରଦାସ୍ତ…

ଚାଷୀଙ୍କ ଟ୍ରାକ୍ଟର ରାଲି । ମିଳିତ ଚାଷୀ ସଂଘ ପକ୍ଷରୁ ଶହ ଶହ ଚାଷୀ ସାମିଲ ।

କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି । ମିଳିତ ଚାଷୀ ସଂଘ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ରାଲିରେ ଶହ ଶହ ଚାଷୀ ସାମିଲ ହୋଇଛନ୍ତି । ପଞ୍ଜାବ-ଦିଲ୍ଲୀ, ହରିଆଣା-ଦିଲ୍ଲୀ ସୀମା ଶମ୍ଭୁ ଓ ଖନୌରୀ ସୀମାରେ ଏକାଠି ହୋଇଥିବା ଚାଷୀଙ୍କୁ ନେଇ ଟ୍ରାକ୍ଟର ରାଲି କରୁଛି ମିଳିତ ଚାଷୀ ସଂଗଠନ । ଡବ୍ଲ୍ୟୁଟିଓ…

ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି ।

କନକ ବ୍ୟୁରୋ: ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସୋମବାର କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଏକ ଶୁଣାଣୀ କରି ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରିଦେବା ସହ ବାରଣାସୀ କୋର୍ଟ ଦେଇଥିବା…

ଦୁଇ ଦିନିଆ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ – ୨୦୨୪ । ସବୁଜ ସ୍ଥିରତା ପାଇଁ ଧାତୁ ପରିସଂସ୍ଥା ସନ୍ତୁଳନ…

କନକ ବ୍ୟୁରୋ: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଓ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟର ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ସହିତ ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆରମ୍ଭ ହୋଇଥିବା ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର…