Daily Archives

February 14, 2024

ଆଜି ରଥକାଠ ଅନୁକୂଳ, ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା 

କନକ ବ୍ୟୁରୋ : ଆଜି ଶ୍ରୀପଂଚମୀରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ । ପାରମ୍ପରିକ ପଦ୍ଧତିରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହେବ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗ ବଡ଼ଦାଣ୍ଡରେ ପୂଜାସ୍ଥଳୀ ପ୍ରସ୍ତୁତ ହୋଇଛି । ତିନି ରଥ ପାଇଁ ତିନିଟି ୧୨…

ପଶ୍ଚିମବଙ୍ଗ ବସିରହାଟ ସନ୍ଦେଶଖାଲିରେ ପ୍ରବଳ ଉତେଜନା । ପୁଲିସ-ବିଜେପିକର୍ମୀଙ୍କ ମଧ୍ୟରେ ସଂଘଷ, ଟିଏମସି ନେତା ଶାହାଜାନ…

କନକ ବ୍ୟୁରୋ : ପଶ୍ଚିମବଂଗ ବସିରହାଟରେ ପୋଲିସ-ବିଜେପି କର୍ମୀ ମୁହାଁମୁହିଁ । ଆନ୍ଦୋଳନରତ କର୍ମୀଙ୍କୁ ଅଟକାଇବାକୁ ଉଦ୍ୟମ ବେଳେ ଠେଲାପେଲା ଓ ଧସ୍ତାଧସ୍ତି । ପୋଲିସ ସହ ସଂଘର୍ଷରେ ଆହତ ହୋଇଛନ୍ତି ଅନେକ ବିଜେପି କର୍ମୀ । ଯେଉଁଥିରେ ଅଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ।…

ଆମେରିକାରେ ଅସୁରକ୍ଷିତ ଭାରତୀୟ । କାଲିଫଣ୍ଣିଆରୁ ମିଳିଲା ୪ଜଣ ଭାରତୀୟ ବଂଶୋଦ୍ଭବଙ୍କ ମୃତ ଶରୀର

କନକ ବ୍ୟୁରୋ : ଆମେରିକାର କାର୍ଲିଫୋନିଆ ସହରରେ ୪ ଭାରତୀୟଙ୍କ ରହସ୍ୟଜନକ ମୃତ୍ୟୁ । କେରଳ ଦମ୍ପତିଙ୍କ ସହ ଘର ଭିତରୁ ମିଳିଲା ଯମଜ ସନ୍ତାନଙ୍କ ମୃତଦେହ । ସୁଚିନ୍ତିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ? ତାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ମୃତକ ହେଲେ ଆନନ୍ଦ ସୁଜିଥ୍ ହେନେରି, ପତ୍ନୀ ଆଲିସ୍…

ସେହବାଜ ହୋଇପାରନ୍ତି ପାକିସ୍ତାନର ନୂଆ ମୁଖିଆ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମ ଘୋଷଣା କଲା ପିଏମଏଲଏନ୍

କନକ ବ୍ୟୁରୋ : ପାକିସ୍ତାନ ମୁସଲିମ୍ ଲିଗ୍ ନୱାଜ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାବେ ସେହବାଜ ସରିଫଙ୍କ ନାଁ ଘୋଷଣା । ନିଜ ସାନ ଭାଇଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲେ ନୱାଜ୍ ସରିଫ୍ । ପାକିସ୍ତାନର ଚଳିତ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସରକାର ଗଢ଼ିବା ପାଇଁ ସଂଖ୍ୟା ଗରିଷ୍ଠତା…

ପୁଲୱାମା ଆକ୍ରମଣକୁ ପୂରିଲା ୫ ବର୍ଷ । ସହିଦ ଯବାନଙ୍କୁ ଝୁରୁଛି ମାଟି, ଦେଶ ପାଳୁଛି କଳା ଦିବସ

କନକ ବ୍ୟୁରୋ : ୨୦୧୯ ଆଜିର ଦିନରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଭୟଙ୍କର ବିସ୍ଫୋରଣରେ ୪୦ ଜଣ ସୁପୁତ୍ରଙ୍କୁ ହରାଇଥିଲା ଦେଶ । ଯେତେବେଳେ ପ୍ରେମ ଦିବସରେ ପ୍ରେମ ବାଂଟୁଥିଲା ଦେଶ ସେହି ସମୟରେ ଏଭଳି ବର୍ବରକାଣ୍ଡ ଦେଶକୁ ସ୍ତବ୍ଦ କରିଦେଇଥିଲା । ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଛି ୫…

ୟୁଏଇ ମାଟିରେ ଖୋଲିଲା ପ୍ରଥମ ହିନ୍ଦୁ ମନ୍ଦିର । ପ୍ରଧାନମନ୍ତ୍ରୀ ମୋଦୀ କଲେ ଉଦଘାଟନ

କନକ ବ୍ୟୁରୋ : ୟୁଏଇ ଆବୁଧାବିରେ ପହଁଚି ଏଠାକାର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ହେଉଛି ୟୁଏଇର ପ୍ରଥମ ହିନ୍ଦୁ ମନ୍ଦିର । ୫ବର୍ଷର ନିର୍ମାଣ କାମ ପରେ ଏବେ ଏହା ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି । ବିଦେଶ ମାଟିରେ ଦେଖିବାକୁ ମିଳିଛି ଭାରତୀୟ…