Daily Archives

February 13, 2024

ବିଶେଷ ସୂତ୍ରରୁ କନକ ନ୍ୟୁଜକୁ ସୂଚନା । ପୁଣି ଓଡିଶାରୁ ରାଜ୍ୟସଭା ଯିବେ ଅଶ୍ୱିନୀ ବୈଷ୍ଣବ । ଗୁରୁବାର କରିବେ ନାମାଙ୍କନ…

କନକ ବ୍ୟୁରୋ: ଓଡିଶାର ପୁଣି ରାଜ୍ୟସଭା ଯିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ଆସନ ପାଇଁ ୨ ଜଣ ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିଥିବାବେଳେ, ଗୁରୁବାର ୩ୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ…

ୟୁଏଇ ମାଟିରେ ପ୍ରଥମ ହିନ୍ଦୁ ମନ୍ଦିର । ୭ ଶହ କୋଟି ବଜେଟରେ ନିର୍ମିତ ମନ୍ଦିରରେ ଦେଖିବାକୁ ମିଳିବ ଭାରତୀୟ ଐତିହ୍ୟ,…

କନକ ବ୍ୟୁରୋ: ମୁସଲିମ ବହୁଳ ଦେଶରେ ହିନ୍ଦୁ ମନ୍ଦିର । ୟୁଏଇରେ ଖୋଲିବ ପ୍ରଥମ ହିନ୍ଦୁ ମନ୍ଦିର । ଆବୁଧାବିରେ ନିର୍ମିତ ମନ୍ଦିରର ଉଦଘାଟନ କରିବାକୁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୭୦୦ କୋଟି ଟଙ୍କାରେ ମନ୍ଦିର ନିର୍ମିତ ଗୋଲାପୀ ରଙ୍ଗ ମାର୍ବଲ ପଥରରେ ତିଆରି କରାଯାଇଛି । ୨୭ ଏକର…

କଂଗ୍ରେସ ଶିବିରରୁ ଆସିଲା ବଡ ଖବର । ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ରାଏବରେଲୀରୁ ନିର୍ବାଚନ ଲଢ଼ିପାରନ୍ତି…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଶିବିିରରୁ ଆସୁଛି ବଡ଼ ଖବର । ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧୀ । ଅନ୍ୟପଟେ ନିଜର ପାରମ୍ପରିକ ଆସନ ରାଏବରେଲୀକୁ ଝିଅ ପ୍ରିୟଙ୍କାଙ୍କ ପାଇଁ ସୋନିଆ ଛାଡୁଥିବା ଚର୍ଚ୍ଚା ହେଉଛି । ଯଦି ରାଏବରେଲୀ ଆସନରୁ ପ୍ରିୟଙ୍କା ଲଢ଼ିବେ ତେବେ ଏହା…

ଚାଷୀ ଆନ୍ଦୋଳନ ପାଇଁ ହୁଲୁସ୍ତୁଲୁ ଦିଲ୍ଲୀ । ରାଜଧାନୀ ମୁହାଁ ଶହ ଶହ ସଂଖ୍ୟକ ଚାଷୀ । ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ…

କନକ ବ୍ୟୁରୋ : କେଉଁଠି ବୋମା ବିସ୍ଫୋରଣ । କେଉଁଠି ଫୁଟୁଛି ଗୁଳି । ଲୁହ ବୁହା ଗ୍ୟାସରେ ଧୁଆଁ ଧୁଆଁ ସାରା ଅଂଚଳ । ଚାଷୀଙ୍କ ହଙ୍ଗାମା, ପୁଲିସର ଚିନ୍ତା । କେଉଁଠି ଚାଷୀଙ୍କୁ ଗୋଡାଇ ଗୋଡାଇ ଲାଠିଚାର୍ଜ କରାଯାଉଛି ତ ପୁଣି କେଉଁଠି ସୁରକ୍ଷାକର୍ମୀଙ୍କ ଉପରେ ଭାରିପଡିଛନ୍ତି ଚାଷୀ । ଚାଷୀଙ୍କ…

ଆଶ୍ୱସ୍ତି ଆଣିଲା କ୍ୟାବିନେଟ ନିଷ୍ପତି । ଲିଜ୍ ଜମିକୁ ଶସ୍ତାରେ କରିହେବ ସ୍ଥିତିବାନ

କନକ ବ୍ୟୁରୋ: ରାଜଧାନୀରେ ଯେଉଁଠି ଆଖି ବୁଲାଇବେ ସେଇଠି ବଡ ବଡ ଘର । କିଏ ଦୁଇ ମହଲା କରିଛି ତ ପୁଣି କିଏ ଗଢିଛି ବଡ ବଡ ଅଟ୍ଟାଳିକା । ଏସବୁକୁ ନିଜର ସମ୍ପତି କହୁଥିବା ଲୋକ ବି ଜାଣିଛନ୍ତି ଏହାର ମାଲିକାନା କେବଳ ୯୯ ବର୍ଷ ଯାଏ । ସେହି ସମୟ ଭିତରେ ଜମିକୁ ସ୍ଥିତିବାନ ନକରେଇଲେ ଜାଗାଟି…

ବୋମା ନେଲା ଦନ୍ତା ହାତୀର ଜୀବନ । ଉଠିଲା ପ୍ରଶ୍ନ, ଜଙ୍ଗଲ ଭିତରେ କେଉଁଠୁ ଆସିଲା ବୋମା ?

କନକ ବ୍ୟୁରୋ: ସବୁଦିନ ଭଳି ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ଯାଉଥାନ୍ତି ହାତୀ ପଲ । ଖାଦ୍ୟ ଯୋଗାଡ ପାଇଁ ଆଜି ଗୋଟିଏ ଜଙ୍ଗଲ ତ କାଲି ଆଉ ଗୋଟେ ଜଙ୍ଗଲ । ହେଲେ ଏମିତି ବୁଲୁ ବୁଲୁ ହଠାତ ହେଲା ବିସ୍ଫୋରଣ । ତାହା ପୁଣି ଦନ୍ତା ହାତୀ ମୁହଁରେ । ମାତ୍ର କେଇ ସେକେଣ୍ଡରେ ହାତୀର ଜିଭ…