Daily Archives

February 12, 2024

ଜୀ-ସାର୍ଥକର “ପାର୍ବଣରେ ସୁନାର ବର୍ଷା” କଣ୍ଟେଷ୍ଟ ର ବିଜେତା ଜିତିଲେ ୨୦ ଗ୍ରାମ ସୁନା

କନକ ବ୍ୟୁରୋ: ଗତ ପାର୍ବଣ ମହୋତ୍ସବରେ ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ହୋଇଥିଲା "ପାର୍ବଣରେ ସୁନାର ବର୍ଷା" କଣ୍ଟେଷ୍ଟ । ଓଡ଼ିଶାର ଲୋକପ୍ରିୟ ସ୍ଵର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲଚାନ୍ଦ ଜ୍ୱେଲର୍ସ ପ୍ରାୟୋଜିତ ଏହି ମେଗା ପ୍ରତିଯୋଗୀତା ‘ପାର୍ବଣରେ ସୁନାର ବର୍ଷା‘…

ରାଜ୍ୟସଭା ନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀ ନାଁ ଘୋଷଣା କଲା ବିଜେଡି । ହେଲେ ୩ୟ ପ୍ରାର୍ଥୀ ଜଣକ କିଏ? ବିଜେପି…

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିିଜୁ ଜନତା ଦଳ । ଦଳର ଅଭିଜ୍ଞ ନେତା ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି ଦଳ । ହେଲେ ଓଡିଶାରୁ ରାଜ୍ୟସଭା ପାଇଁ ୩ଟି ଆସନ ଖାଲି ପଡୁଥିବାବେଳେ, ବିଜେଡି କେବଳ ୨ ଜଣ…

ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ଟିକେଟ୍ ।

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୩ଟି ଆସନ ମଧ୍ୟରୁ ୨ଟି ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ଅନ୍ୟ ଗୋଟିଏ ଆସନ…

ଡାଟା ଚୋରି କରିବା ହେବନି ସହଜ! ଭୁବନେଶ୍ୱରରେ ଆରମ୍ଭ ହେଲା ଡାଟା ସେଫ୍ଗାର୍ଡ କେନ୍ଦ୍ର

କନକ ବ୍ୟୁରୋ: ଦିନକୁ ଦିନ ଓଡିଶାରେ ସାଇବର ଫ୍ରଡ୍ ବଢିଚାଲିଛି, ଅନେକ ଲୋକଙ୍କ ଡାଟାର ଅପବ୍ୟବହାର ବଢ଼ିବାରେ ଲାଗିଛି । ତେବେ ଏଥିରେ ବିରାମ ଲାଗିବ । ଏଣିକି ସହଜରେ ଡାଟା ଚୋରି କରିପାରିବେନି ସାଇବର ଠକ । ଡାଟା ଚୋରି କଲେ ବି କାମରେ ଲାଗିବ ନାହିଁ । ଭୁବନେଶ୍ରରେ ଆରମ୍ଭ ହୋଇଛି ଡାଟା…

ରାଗିଗଲେ ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜା । ଶ୍ୱଶୁରଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ରାଗିଗଲେ

କନକ ବ୍ୟୁରୋ: ରାଗିଗଲେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ରିବାବା ଜାଡେଜା । ପାରିବାରିକ କଳହକୁ ନେଇ ପ୍ରଶ୍ନ ପଚାରାଯିବାରୁ ରାଗିଯାଇଥିଲେ ରିବାବା । ଏକ କାର୍ଯ୍ୟକ୍ରମରେ ଶ୍ୱଶୁର ଅନିରୁଦ୍ଧ ଜାଡେଜା ଓ ତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ନେଇ ପ୍ରଶ୍ନ…

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ହାତ ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ତୁଙ୍ଗ ନେତା ଅଶୋକ…

କନକ ବ୍ୟୁରୋ: ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସକୁ ଝଟକା । ଲୋକସଭା ନିର୍ବାଚନ ପୂର୍ବରୁ ହାତ ଛାଡିଲେ ତୁଙ୍ଗ ନେତା ଅଶୋକ ଚୌହାନ । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ନାନା ପାଟୋଲଙ୍କୁ ଇସ୍ତଫା ଦେଇଥିଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । କିଛି ଦିନ ହେବ ଦଳର…