Daily Archives

February 22, 2024

ଗାଡି ଚଳାଉଥିବାବେଳେ ହୃଦଘାତର ଶିକାର ହେଲେ ଡ୍ରାଇଭର: ଶୋଭାଯାତ୍ରା ଉପରେ ମାଡ଼ିଗଲା ବୋଲେରୋ

କନକ ବ୍ୟୁରୋ: ରାଜସ୍ଥାନରୁ ଆସିଛି ଅଭାବନୀୟ ଘଟଣା । ଗାଡି ଚଳାଉଥିବା ସମୟରେ ହୃଦଘାତର ଶିକାର ହେଲେ ଡ୍ରାଇଭର ଓ ଶୋଭାଯାତ୍ରାରେ ମାଡିଗଲା ବୋଲେରୋ । । ଘଟଣା ରାଜସ୍ଥାନ ନାଗୌର ସ୍ଥିତ ଡେଗାନର । ଏଠାରେ ବିଶ୍ୱକର୍ମା ଜୟନ୍ତୀ ଚାଲିଥିବାବେଳେ ପଛ ପଟୁ ବଲେରୋ ଗାଡି ଆସୁଥିଲା । ତେବେ ହଠାତ ଦେଖୁ…

ଗୁଲମର୍ଗରେ ଭୟଙ୍କର ହିମସ୍ଖଳନ: ବରଫଖଣ୍ଡ ତଳେ ଫଶିଲେ ବିଦେଶୀ ପର୍ଯ୍ୟଟକ 

କନକ ବ୍ୟୁରୋ: କାଳ ସାଜିିଛି  ହିମସ୍ଖଳନ । ଜମ୍ମୁକାଶ୍ମୀର  ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ  ହୋଇଛି ।  ଗୁରୁବାର ଗୁଲମର୍ଗର ବରଫପାତ ମଜା ନେବାକୁ ୬ଜଣ ବିଦେଶ ପର୍ଯ୍ୟଟକ ଆସିଥିଲୋ । ଏକ ନିଦ୍ଧିଷ୍ଟ ସ୍ଥାନକକୁ ବିପଦପୂର୍ଣ୍ଣ ଦର୍ଶାଇ ଏଠାକୁ ଯିବାକୁ ବାରଣ କରାଯିବା ସତ୍ୱେ ପର୍ଯ୍ୟଟକ…

କାଳିଆ ଯୋଜନାରେ ଆଉ ୩ ବର୍ଷ ପାଇଁ ହେଲା ଅର୍ଥରାଶି ବ୍ୟବସ୍ଥା: ୨୦୨୪-୨୫ରୁ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ୬ ହଜାର ୨୯…

କନକ ବ୍ୟୁରୋ: କାଳିଆ ଯୋଜନାର ଆଉ ୩ ବର୍ଷ ପାଇଁ ଅର୍ଥରାଶି ବ୍ୟବସ୍ଥା ରାଜ୍ୟ ସରକାର । ଏ ସମ୍ପର୍କିତ ନିଷ୍ପତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ୨୦୨୪-୨୫ରୁ ୨୦୨୬-୨୦୨୭ ଆର୍ଥିକ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛି କ୍ୟାବିନେଟ୍ । ଏହାଦ୍ୱାରା…

ମଡେଲଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ କ୍ରିକେଟରଙ୍କ ନାଁ । ତାନିଆ ସିଂ ମୃତ୍ୟୁ ମାମଲାରେ ସନରାଇଜ ହାଇଦ୍ରାବାଦ ଅଭିଶେଷ…

କନକ ବ୍ୟୁରୋ : ଗୁଜରାଟର ମଡେଲ ତାନିଆ ସିଂହ ଆତ୍ମହତ୍ୟା ଘଟଣାରେ ଅଡୁଆରେ ଆଇପିଏଲ ଖେଳାଳି ଅଭିଷେକ ଶର୍ମା । ଆଇପିଏଲ ଫ୍ରାଂଚାଇଜ୍ ସନ୍ରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ଅଭିଷେକ ଶର୍ମାଙ୍କୁ ପଚରା-ଉଚରା ପାଇଁ ନୋଟିସ୍ ଜାରି କରିଛି ସୁରଟ ପୁଲିସ । ତାନିଆଙ୍କ ମୃତ୍ୟୁ ପରେ ତାଙ୍କ ବାପା ଭବାନୀ…

ଦିଲ୍ଲୀ ପାଇଁ ଫିଟିଲା ବାଟ, କଂଗ୍ରେସ ଏବଂ ଆପ ମଧ୍ୟରେ ଆସନ ଭାଗବଂଟାକୁ ନେଇ ସହମତ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦିଲ୍ଲୀ ପାଇଁ ଆସନ ବୁଝାମଣା ଚୁଡାନ୍ତ ହୋଇଛି । ଆପ ୪ଟି ଓ କଂଗ୍ରେସ ୩ଟି ଆସନରେ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି । ଗୁରୁବାର ଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଓ ଆମ ଆଦମୀ ପାର୍ଟି…

ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ , ଅହମଦାବାଦରେ ରୋଡ ଶୋ, ମେହସାଣ ବାଲିନାଥ ମନ୍ଦିରରେ କଲେ ଶିବ-ଆରାଧନା

କନକ ବ୍ୟୁରୋ : ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ । ଅହମଦାବାଦରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମୋଦୀ ଯୋଗ ଦେଇଛନ୍ତି । ରୋଡ ଶୋଠୁ ନେଇ ପ୍ରଦର୍ଶନ ବୁଲି ଦେଖିବା ସହ ପ୍ରଧାନମନ୍ତ୍ରୀ ଶିବପୂଜା କରିଛନ୍ତି । ଏଠାକାର ପ୍ରସିଦ୍ଧ ଶିବମନ୍ଦିରରେ ପହଁଚି ସ୍ୱତନ୍ତ୍ର ପୂଜାପାଠ କରିଛନ୍ତି ।…