ପରଫ୍ୟୁମ୍ ବମ୍, ଛୁଇଁବା ମାତ୍ରେ ହେଉଛି ବ୍ଲାଷ୍ଟ । ଜମ୍ମୁ-କାଶ୍ମୀରରେ ନୂଆ ଷଡଯନ୍ତ୍ର କରୁଛନ୍ତି ଆତଙ୍କବାଦୀ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ନୂଆ ଷଡଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଗତ ଜାନୁଆରୀ ୨୧ରେ ଜମ୍ମୁ-କାଶ୍ମୀରରେ ୨ଟି ଆଇଇଡି ଧମାକା ହୋଇଥିଲା । ଏହି ଆକ୍ରମଣରେ ୯ଜଣ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆଇଇଡି ବିସ୍ଫୋରଣ କରିଥିବା ଆତଙ୍କୀକୁ ପୋଲିସ କାବୁ କରିଥିବା ବେଳେ ଆତଙ୍କବାଦୀଙ୍କ…

ଭାରତ ଯୋଡ ଯାତ୍ରା : ଲୋକଙ୍କ ମନ କିଣିଥିବା କିଛି ଘଟଣା । ଜାଣନ୍ତୁ, ରାହୁଲଙ୍କ ଟି-ସାର୍ଟ ପିନ୍ଧିବା ପଛର କାହାଣୀ

କନକ ବ୍ୟୁରୋ : ୧୩୬ ଦିନ ୩୫୭୦ କିଲୋମିଟର । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା କାଶ୍ମୀରରେ ଆଜି ସମାପ୍ତ ହୋଇଛି । ଏହି ଯାତ୍ରାରେ କଂଗ୍ରେସର ପୁର୍ବତ୍ତନ ଅଧ୍ୟକ୍ଷ ୧୨ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ…

ପଠାନ୍ ମୁଭିକୁ ନେଇ ସିନେମା ହଲରେ ମାରପିଟ୍ । ଦଙ୍ଗାରେ ଜଣେ ଯୁବକ ଗୁରୁତର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

କନକ ବ୍ୟୁରୋ : ବହୁ ବାଦ ବିବାଦ ମଧ୍ୟରେ ଗତକାଲି ରିଲିଜ୍ ହୋଇଛି ଏସ.ଆର.କେଙ୍କ ସୁପହିଟ୍ ଫିଲ୍ମ ପଠାନ୍ । ରିଲିଜ୍ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଥିବା ବେଳେ ଅନେକ ସ୍ଥାନରେ କେକ୍ କାଟି ସେଲିବ୍ରେସନ୍ କରିଛନ୍ତି ସାହାରୁଖଙ୍କ ଫ୍ୟାନ୍ସ । ଆଉ ଏହାରି ଭିତରେ…

ଭୂମିକମ୍ପରେ ଥରିଲା ଦିଲ୍ଲୀ । କିଛି ସେକେଣ୍ଡ ପାଇଁ ଦୋହଲିଗଲା ଏନସିଆର ଅଞ୍ଚଳ

କନକ ବ୍ୟୁରୋ : ଭୂମିକମ୍ପରେ ଥରିଲା ଦିଲ୍ଲୀ । ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୂଭୂତ ହୋଇଛି । କିଛି ସେକେଣ୍ଡ ପାଇଁ ଏନସିଆର ଅଞ୍ଚଳରେ ଭୂମିକମ୍ପ ଅନୂଭୂତ ହୋଇଛି । ଭୂମିକମ୍ପର ପ୍ରକୋପ ଏତେ ତୀବ୍ର ଥିଲା ଯେ, ଦୋହଲିଗଲା ପୁରା ରାଜଧାନୀ ଦିଲ୍ଲୀ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪…

ସ୍କୁଲରେ ପଢାହେବ ଗୀତା ଓ ରାମଚରିତମାନସ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

କନକ ବ୍ୟୁରୋ : ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ରାମଚରିତମାନସକୁ ନେଇ ବିବାଦ ଲାଗିରହିଥିବା ବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଏଣିକି ଅନ୍ୟ ପାଠ ପଢାଯିବା ସହିତ ଗୀତା, ରାମଚରିତମାନସ ଏବଂ ରାମାୟାଣ ଉପରେ…

ଦୁନିଆର ସବୁଠୁ ମହଙ୍ଗା ଟ୍ରେନ୍ । ଏଥିରେ ମିଳିଥାଏ ୫ଷ୍ଟାର୍ ହୋଟେଲ୍ ଭଳି ସୁବିଧା 

କନକ ବ୍ୟୁରୋ : ଭାରତରେ ଟ୍ରେନକୁ ଦେଶର ଲାଇଫ୍ ଲାଇନ୍ କୁହାଯାଇଥାଏ । ଗୋଟିଏ ଦେଶରୁ ଅନ୍ୟ ଦେଶକୁ ରପ୍ତାନୀ ଏବଂ ଆମଦାନୀ କିମ୍ବା ଯାତାୟତ ପାଇଁ ଭାରତରେ ଟ୍ରେନ୍ ହିଁ ବଡ ଭୂମୀକା ଗ୍ରହଣ କରିଥାଏ । ଦେଶରେ କୋଟି କୋଟି ଲୋକ ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଜାଣିଛନ୍ତି କି, ଆମ ଦେଶ…