Daily Archives

February 1, 2024

୩୦ବର୍ଷର ଅପେକ୍ଷା ଶେଷ । ଜ୍ଞାନବ୍ୟାପି ତହଖାନାରେ ଶୁଭିଲା ଘଂଟଧ୍ୱନୀ, ଶ୍ଳୋକମନ୍ତ୍ର,କରାଗଲା ପୂଜା

କନକ ବ୍ୟୁରୋ : ୩୦ବର୍ଷ ଅପେକ୍ଷାର ହେଲା ଅନ୍ତ । ୩ଦଶନ୍ଧି ପରେ ଜ୍ଞାନବାପୀ ମସଜିଦ ପରିସରରେ ଥିବା ‘ବ୍ୟାସଜୀ କା ତହଖାନା’ରେ ଆରମ୍ଭ ହେଲା ପୂଜାର୍ଚ୍ଚନା । ବୁଧବାର ମାମଲାର ଶୁଣାଣୀ ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ ବାରଣାସୀ କୋର୍ଟ ରାୟ ଶୁଣାଇଥିଲେ । ଏହାପରେ ଗୁରୁବାର ସକାଳୁ…

କାରିଗରଙ୍କ ଗହଣରେ କଂଗ୍ରେସ ସାଂସଦ । ପଶ୍ଚିମବଙ୍ଗ ମୁର୍ଶିଦାବାଦ ବିଡି କାରିଗରଙ୍କୁ ଭେଟି ହାଲଚାଲ ପଚାରିବୁଝିଲେ ରାହୁଲ…

କନକ ବ୍ୟୁରୋ : ଗୋଟିଏ ପଟେ ସଂସଦରେ ବଜେଟ୍ ଆଗତ ହେଉଥିଲା, ସେପଟେ ରାସ୍ତାରେ ଶ୍ରମିକଙ୍କ ସହ ବସି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ଥିବା ରାହୁଲ ଶ୍ରମିକଙ୍କ ସହ ଆଲୋଚନା କରୁଥିବା…

ଅନ୍ତରୀଣ ବଜେଟ ଲାକ୍ଷାଦ୍ୱୀପ ପାଇଁ ସ୍ୱତନ୍ତ୍ର ଘୋଷଣା । ଲାକ୍ଷାଦ୍ୱୀପ ସହ ଅନ୍ୟାନ୍ୟ ଦ୍ୱୀପପୁଂଜର ମଜଭୁତ ଭିତିଭୂମି…

କନକ ବ୍ୟୁରୋ : ଲାକ୍ଷାଦ୍ୱୀପ ପାଇଁ କାମଚଳା ବଜେଟରେ ସ୍ୱତନ୍ତ୍ର ଘୋଷଣା । ଭାରତୀୟ ପର୍ଯଟନକ୍ଷେତ୍ରର ଭିତିଭୂମିକୁ ଅଧିକ ମଜଭୁତ କରିବା ପାଇଁ ଅନ୍ତରୀଣ ବଜେଟରେ ବଡ ଘୋଷଣା କରାଯାଇଛି । ଲାକ୍ଷାଦ୍ୱୀପକୁ ଅଧିକ ଆକର୍ଷିତ କରିବା ପାଇଁ ସରକାର କରିବେ ବଡ ନିବେଶ । ସରକାର କହିଛନ୍ତି…

ଅର୍ଥମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରଶଂସା ମୋଦୀ କହିଲେ ଦେଶର ୪ ସମ୍ଭକୁ ମଜଭୁତ କରିବ କାମଚଳା ବଜେଟ

କନକ ବ୍ୟୁରୋ : ବଜେଟ ଉପସ୍ଥାପନ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଏହି ବଜେଟ ଦେଶର ୪ ସମ୍ଭକୁ ଯଥା ଯୁବଗୋଷ୍ଠୀ, ମହିଳା, ଗରିବ ଓ ଚାଷୀଙ୍କୁ ମଜଭୁତ କରିବ । ବଜେଟ ଦେଶର ଭବିଷ୍ୟତ ନିର୍ମାଣ କରିବ । ୪୭.୬୭ ଲକ୍ଷ କୋଟି…

ନିର୍ବାଚନୀ ବର୍ଷରେ ଅନ୍ତରୀଣ ବଜେଟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କାମଚଳା ବଜେଟରେ ୪୭ ଲକ୍ଷ ୬୬ ହଜାର କୋଟି…

କନକ ବ୍ୟୁରୋ : ୫୭ ମିନିଟର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛନ୍ତି । କହିଛନ୍ତି ଆମ ସରକାରଙ୍କ ୪ଟି ଜାତି । ଗରିବ, ମହିଳା, ଚାଷୀ ଓ ଯୁବବର୍ଗ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଶେଷ ବଜେଟ୍ରେ ମୋଟାମୋଟି…

ସୋରେନଙ୍କୁ ହାତକଡ଼ି, ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଆସନ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଜେଏମଏମର ବରିଷ୍ଠ ନେତା…

କନକ ବ୍ୟୁରୋ : କିଛି ଘଂଟା ମଧ୍ୟରେ ବଦଳିଯାଇଛି ଝାଡ଼ଖଣ୍ଡ ରାଜ୍ୟରାଜନୀତିର ମାନଚିତ୍ର । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ପରେ ଏବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଏଣିକି ଚମ୍ପାଇ ସୋରେନ । ଜେଏମଏମ ପକ୍ଷରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଯିବା ପରେ ମୁଖ୍ୟମନ୍ତ୍ରୀ ହେବା…