Daily Archives

February 27, 2024

କେରଳରେ ନିର୍ବାଚନୀ ହଲଚଲ । ରାହୁଲଙ୍କ ବିରୋଧରେ ସିପିଆଇର ପ୍ରାର୍ଥୀ ଘୋଷଣା । ୱାଏନାଡରେ ରାହୁଲଙ୍କ ବିରୋଧରେ ଆନୀ ରାଜା…

କନକ ବ୍ୟୁରୋ: କଂଗ୍ରେସ ନେତା ତଥା ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ଏଥର କେଉଁଠୁ ଲଢିବେ ନିର୍ବାଚନ? ୨୦୨୪ ସାଧାରଣ ନିର୍ବାଚନରେ ରାହୁଲଙ୍କୁ ୱାଏନାଡ ଆସନ ଛାଡିବାକୁ ପଡିବ କି ? ଏହି ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଇଣ୍ଡିଆନ ୟନିଅନ୍ ମୁସଲିମ ଲିଗ୍ ବା ଆଇୟୁଏମଏଲ କେରଳରେ ତିନୋଟି ଲୋକସଭା ଆସନ…

ଇସ୍ରୋର ମିଶନ ‘ଗଗନଯାନ’ । ମହାକାଶକୁ ଯିବେ ୪ ମହାକାଶଚାରୀ । ଘୋଷଣା ହେଲା ୪ଜଣ ମହାକାଶଚାରୀଙ୍କ ନାଁ ।

କନକ ବ୍ୟୁରୋ: ମହାକାଶ ଅନୁସନ୍ଧାନରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଇସ୍ରୋ । ଚନ୍ଦ୍ରଯାନର ସଫଳତା ପରେ ମିଶନ ଗଗନଯାନର ସଫଳତା ଉପରେ ଫୋକସ କରାଯାଉଛି । ଏହା ଭିତରେ ଯେଉଁ ୪ଜଣ ମହାକାଶଚାରୀ ମିଶନ ଗଗନଯାନରେ ମହାକାଶକୁ ଯିବେ । ଆଜି ସେମାନଙ୍କ ନାଁ ଘୋଷଣା କରାଯାଇଛି । ଗ୍ରୁପରେ ଅଛନ୍ତି…

ଆସନ ଏକ, ଆଶାୟୀ ଅନେକ । ମାଲକାନଗିରିରେ ଟିକେଟ ପାଇଁ ଗୋଡ଼ଟଣା ନୀତିକୁ ନେଇ ଚର୍ଚ୍ଚା !

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ଟିକେଟ ଆଶାୟୀଙ୍କ ମଧ୍ୟରେ ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । ତେବେ ବିଜେଡି ଟିକେଟ ପାଇଁ ପ୍ରତିି ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଗୋଡ଼ଟଣା ରାଜନୀତି ଚର୍ଚ୍ଚା ଜୋର ଧରିଛି । କିଏ କାହାକୁ ପଛରେ…

ଏନଏସି ଘୋଷଣା ନେଇ ଥମୁନି ପ୍ରତିବାଦ । ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ବାଲେଶ୍ୱରରେ ବନ୍ଦ ପାଳନ ।

କନକ ବ୍ୟୁରୋ: ରାଜ୍ୟ ସରକାର ୩୫ଟି ନୂଆ ଏନଏସି ଘୋଷଣା କରିବାର ତିନି ଦିନ ପରେ ବି ଥମୁନି ପ୍ରତିବାଦ । ଏନଏସି ମାନ୍ୟତା ଦାବିରେ ମଙ୍ଗଳବାର ବଲାଙ୍ଗୀରର ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁରର ସୁବଳୟା, ସୁବର୍ଣ୍ଣପୁରର ବିନିକାରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସେହିପରି ବାଲେଶ୍ୱର ବାଲିଆପାଳରେ…

ଓଡିଶାରେ ଆଗଭଳି ଅମଳ ହେଉନି ନଡିଆ । ବଢ଼ିଚାଲିଛି ପଇଡ ଓ ନଡିଆ ଦର । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଉପରେ ଭରସା

କନକ ବ୍ୟୁରୋ: ଦିନ ଥିଲା ଓଡିଶାରେ ପ୍ରଚୁର ପରିମାଣରେ ନଡିଆ ଉତ୍ପାଦନ ହେଉଥିଲା । ବିଶେଷକରି ପୁରୀ ଜିଲ୍ଲାରେ ପ୍ରଚୁର ପରିମାଣରେ ନଡିଆ ଉତ୍ପାଦନ ହୋଇଥାଏ । କିନ୍ତୁ ଫନି ବାତ୍ୟା ପରେ ବଦଳି ଯାଇଛି ଚିତ୍ର । ଆଜିକାଲି ଆଉ ପୂର୍ବ ଭଳି ନଡିଆ ଅମଳ ହେଉନି କି ପଇଡ ବି ମିଳୁନି । ଯାହାଫଳରେ ପଇଡ ଓ…

ରାଜଧାନୀରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ଶୁଣାଣି । ୪ ଦିନରେ ଚାର୍ଜସିଟ୍ ଓ ୭ ଦିନରେ ଶୁଣାଣି । ପୁଲିସର…

କନକ ବ୍ୟୁରୋ: ରାଜଧାନୀରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାକୁ ନେଇ ଚାରିଆଡେ ଚର୍ଚ୍ଚା । ମାତ୍ର ଚାରି ଦିନରେ ଚାର୍ଜସିଟ୍ ଏବଂ ୭ ଦିନ ଭିତରେ ଘଟଣାର ଶୁଣାଣି, ଓଡିଶା ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମଥର ବୋଲି କୁହାଯାଉଛି । ଲିଙ୍ଗରାଜ ମନ୍ଦିର ବୁଲିବାକୁ ଆସିଥିବା ବେଳେ ମନ୍ଦିର ବେଢା ବୁଲାଇବା…