Daily Archives

February 5, 2024

ପୁଲିସ ଟାର୍ଗେଟରେ କେକେବିଏନ: ଯବାନଙ୍କ ଗୁଳିରେ ଟଳିପଡିଲେ ସଙ୍ଗଠନ ମୁଖ୍ୟ ଦାସରୁ

କନକ ବ୍ୟୁରୋ: ଆନ୍ଧ୍ର ଓଡିଶା ସୀମା ବା ଏଓବି ଅଂଚଳରେ ମାଓ ଦୁର୍ଗ ପତନ ପରେ ଏବେ ଓଡିଶା ର ମଧ୍ୟ ଭାଗ ଉପରେ ମାଓବାଦୀଙ୍କ ନଜର । କେକେବିଏନ ନାଁ ରେ ନୁଆ କରିଡର ଗଠନ କରି କନ୍ଧମାଳ, କଳାହାଣ୍ଡି, ବୌଧ ଓ ନାୟାଗଡ ଆଦି ଅଂଚଳ ରେ ମାଓ ସାମ୍ରାଜ୍ୟ କୁ ବିସ୍ତାର କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ…

ଭୟଙ୍କର ଜଙ୍ଗଲ ନିଆଁରେ ଜଳୁଛି ଚିଲି: ଜଙ୍ଗଲ ଠାରୁ ଘରବାଡି ସବୁ ପୋଡି ପାଉଁଶ

କନକ ବ୍ୟୁରୋ: ଭୟଙ୍କର ନିଆଁରେ ଜଳୁଛି ଚିଲି । ଜଙ୍ଗଲଠାରୁ ଘର ଦ୍ୱାର ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି । ସମଗ୍ର ଦେଶଟି ଏବେ ନିଆଁ କବଳରେ । ଜଙ୍ଗଲି ଜୀବଜନ୍ତୁ ଜିଅନ୍ତ ଦଗ୍ଧ ହୋଇଛନ୍ତି । ଘରଦ୍ୱାର ପୋଡି ଯିବାକୁ ଶତାଧିକ ମୃତ୍ୟୁ ବରଣ କରିଛନ୍ତି । ଚିଲିର ସ୍ଥିତି ଏତେ ଭୟଙ୍କର ରହିଛି ଯେ,…

ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲା: ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ପିନିତୀଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

କନକ ବ୍ୟୁରୋ: ଦିନେ ବଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ନାୟିକା ଥିଲେ । ତାଙ୍କ ଅଭିନୟ ଓ ସୁନ୍ଦରତାରେ ବିଭୋର ହୋଇଯାଉଥିଲେ ସିନେ ପ୍ରେମୀ । ମାତ୍ର ହଠାତ୍ ଆସିଲା ତାଙ୍କର ମୃତ୍ୟୁ ଖବର । ଆଉ ଭାଙ୍ଗିଗଲା ସୁନ୍ଦରୀ ଅଭିନେତ୍ରୀଙ୍କ ଅଗଣିତ ପ୍ରଶଂସିକଙ୍କ ମନ । କେମିତି ସେହି…

ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ କୋଇଲା ବୋହିଲେ ରାହୁଲ: ୨ଶହ କିଲୋ ଲଦା ହୋଇଥିବା ସାଇକେଲ ବୋହିଲେ

କନକ ବ୍ୟୁରୋ: ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ଝାଡଖଣ୍ଡରେ ଥିବା ରାହୁଲଙ୍କ କିଛି ଏଭଳି ଅନ୍ଦାଜ ଦେଖିବାକୁ ମିଳିଛି । ୨ ଶହ କିଲୋ କୋଇଲା ଦଲା ହୋଇଥିବା ସାଇକେଲ ଶ୍ରମିକଙ୍କ ଠାରୁ ନେଇ ନିଜେ ବୋହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହି ସମୟର ଫଟୋକୁ ନିଜ ସୋସିଆଲ ମିଡିଆରେ ବି ସେୟାର…

ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟରେ ଚଂପାଇ ସୋରେନ୍ ପାସ: ସମର୍ଥନରେ ପଡିଲା ୪୭ ଭୋଟ୍

କନକ ବ୍ୟୁରୋ: ଆସ୍ଥା ଭୋଟ୍ ଜିତିଲେ ଚମ୍ପାଇ ସରକାର । ଆଜି ଝାଡଖଣ୍ଡ ବିଧାନସଭାରେ ଫ୍ଲୋର ଟେଷ୍ଟରେ ବାଜି ମାରିଲେ ଚମ୍ପାଇ ସୋରେନ୍ । ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି ଚମ୍ପାଇ । ଏହି ବଜୟ ସହ ଝାଡଖଣ୍ଡରେ ଆରମ୍ଭ ହୋଇଛି ଚମ୍ପାଇ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଖାକିରେ ଦାଗ, ସରକାରୀ କ୍ୱାର୍ଟର୍ସରେ କଳଙ୍କ: ମହିଳାଙ୍କୁ କରାଯାଇଥିଲା ଦୁଷ୍କର୍ମ, ମାନବାଧିକାର କମିସନଙ୍କ…

କନକ ବ୍ୟୁରୋ: ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଜଣେ ମହିଳା ପୁଲିସ୍ ଏସ୍ଆଇଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଜାତୀୟ ମାନବାଧିକାରୀ କମିଶନଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଂଚ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ୨୦୧୯ ମସିହାରେ ମହିଳା…