Daily Archives

February 10, 2024

ଡାକ୍ତରଖାନାରେ ଭର୍ତି ହେଲେ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତୀ । ଛାତିରେ ଯନ୍ତ୍ରଣା ପରେ ଭର୍ତି ସୂଚନା

କନକ ବ୍ୟୁରୋ : ଡାକ୍ତରଖାନାରେ ଭର୍ତି ହେଲେ ବଲିଉଡ ଅଭିନେତା ତଥା ରାଜନେତା ମିଥୁନ ଚକ୍ରର୍ବତୀ । ଛାତିରେ ଅସୁସ୍ଥତା ଅନୁଭବ କରିବା ପରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି । ପରିବାର ପକ୍ଷରୁ କୁହାଯାଇଛି ମିଥୁନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।…

ଇଂଲଣ୍ଡ ବିପକ୍ଷରେ ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା । ବ୍ୟକ୍ତିଗତ କାରଣ ପାଇଁ ଖେଳିବେନି ବିରାଟ…

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷରେ ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମ୍ୟାଚ ଖେଳିବ ଦଳ ଓ ଉପଅଧିନାୟକ ରହିବେ ଯଶପ୍ରୀତ ବୁମରା । ବ୍ୟକ୍ତିଗତ କାରଣ ପାଇଁ ଅବଶିଷ୍ଟ ଟେଷ୍ଟ ମ୍ୟାଚ ଖେଳିବେନି ବିରାଟ କୋହଲୀ । ପୂର୍ବରୁ ମଧ୍ୟ ୨ଟି…

ଆମେରିକା ଫ୍ଲୋରିଡାରେ ଅଘଟଣ । ଚଳନ୍ତା କାରକୁ ଚାଟାର୍ଡ ବିମାନର ଧକ୍କା, ୨ଜଣ ମୃତ, ୪ରୁ ଅଧିକ ଆହତ

କନକ ବ୍ୟୁରୋ : କାର ସହ ବିମାନ ଦୁର୍ଘଟଣା । ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ଚାର୍ଟାଡ ବିମାନ । ଘଟଣା ଆମେରିକା ଫ୍ଲୋରିଡାର । ଜରୁରୀ ଅବତରଣ ସମୟରେ ଚାଟାର୍ଡ ବିମାନ ରନୱେ ବଦଳରେ ରାସ୍ତାରେ ଓହ୍ଲାଇବା ଯୋଗୁଁ ବଡ ଦୁର୍ଘଟଣା ଘଟିଛି । ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି ଓ…

ରାଜଧାନୀର ଆଉ ଏକ କିଲର କାର । ସ୍କୁଟି , ବୁଲେଟ ଉପରେ ବି ଚଢିଗଲା

କନକ ବ୍ୟୁରୋ : ଦୋକାନ ଆଗରେ ବାଇକ ପାର୍କିଂ କରି ଫୁଟପାତ ଉପରେ ଛିଡା ହୋଇଥିଲେ ୪ ଜଣ ସାଙ୍ଗ । ଚା ପିଇ ସାରି ଘରକୁ ବାହାରୁଥିଲେ । ସ୍କୁଟି ପାଇଁ ତଳକୁ ପାଦ କାଢିବା ବେଳେ କିଛି ବୁଝିବା ଆଗରୁ ଦ୍ରୁତ ବେଗରେ ଏକ କାର ମାଡି ଆସିଲା । ରାସ୍ତା ଉପରେ ଥିବା ଲୋକମାନେ ଜୀବନ ବିକଳରେ ଯିଏ ଯୁଆଡେ…

ପାକିସ୍ତାନ ନିର୍ବାଚନ ଫଳାଫଳକୁ ନେଇ ସସପେନ୍ସ ଜାରି । ଚୂଡାନ୍ତ ଫଳାଫଳ ପୂର୍ବରୁ ହାତ ମିଳାଇଲେ ସରିଫ ଓ ଭୁଟୋ 

କନକ ବ୍ୟୁରୋ: ପାକିସ୍ତାନ ନିର୍ବାଚନ ଫଳାଫଳ ଆସିବା ପରେ ଗୋଟିଏ ପଟେ ଇଲେକ୍ସନରେ ବାଜି ମାରିଥିବା ଦାବି କରିଛନ୍ତି ପାକିସ୍ତାନ ମୁସଲିମ୍ ଲିଗ୍ ଅଧ୍ୟକ୍ଷ ନୱାଜ ସରିଫ । ସେହିପରି ଅନ୍ୟପଟେ ଜେଲ ଭିତରୁ ନିଜୟ ବିଜୟ ବକ୍ତବ୍ୟ ଦେଇଛନ୍ତି ପାକିସ୍ତାନ ତେହରିକ-ଏ-ଇନସାଫ ମୁଖ୍ୟ ଇମ୍ରାନ ଖାନ୍ । ଉଭୟ…

ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ‘ଜାତୀୟ ଅଭିବୃଦ୍ଧିରେ ରହିଛି ଓଡିଶାର ଯୋଗଦାନ’

କନକ ବ୍ୟୁରୋ : ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓଡିଆ ପୁଅ ଡକ୍ଟର ପ୍ରମୋଦ କୁମାର ମିଶ୍ର । ମୋଦିଙ୍କ ପ୍ରମୁଖ ସଚିବ ମାନେ ଖୁବ ପ୍ରଭାବଶାଳୀ । ଆଉ ପି.କେ ମିଶ୍ର ଯେେତେବେଳେ ସମ୍ବଲପୁର ଆସିବେ , ଚର୍ଚ୍ଚା ହେବା ସ୍ୱାଭାବିକ । ଡକ୍ଟର ପି.କେ. ମିଶ୍ର ସମ୍ବଲପୁର…