Daily Archives

February 17, 2024

ଏନଡିଏକୁ ରିଟର୍ଣ୍ଣ କରିପାରନ୍ତି ଚନ୍ଦ୍ରବାବୁ ନାଇଡୁ । ଖୁବଶୀଘ୍ର ହେଇପାରେ ମେଣ୍ଟ ଘୋଷଣା । ସିଟ୍ ସେୟାରିଂକୁ ନେଇ ଶେଷ…

କନକ ବ୍ୟୁରୋ: ଖୁବଶୀଘ୍ର ଏନଡିଏକୁ ପୁଣି ରିଟର୍ଣ୍ଣ କରିପାରନ୍ତି ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ଏନଡିଏରେ ସାମିଲ ହେବା ସହିତ ବିଜେପି ସହ ମିଶି ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ମିଳୁଛି । ତେବେ ବର୍ତ୍ତମାନ ବିଜେପିର ଶୀର୍ଷ…

ଲୋକାର୍ପିତ ହେଲା ୧୫ ଜିଲ୍ଲାର ୭୩ଟି ଆମ ହସ୍ପିଟାଲ । ଡାଇଲେସିସ୍ ସେଣ୍ଟର୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ୫-ଟି ଉପକ୍ରମରେ ଲୋକାର୍ପିତ ହୋଇଛି ୧୫ ଜିଲ୍ଲାର ୭୩ଟି ‘ଆମ ହସ୍ପିଟାଲ୍’ । ଏହା ସହ ଭର୍ଚୁଆଲ୍ ମାଧ୍ୟମରେ ୫ଟି ଉପଖଣ୍ଡସ୍ତରୀୟ ଡାଇଲେସିସ୍ ସେଣ୍ଟରକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ରୋଗୀଙ୍କ…

ହିନ୍ଦୀ ସିନେମାରେ ବିଗ ବିଙ୍କ ୫୫ବର୍ଷ । ସୋସିଆଲ ମିଡିଆରେ ଅମିତାଭଙ୍କୁ ଶୁଭେଚ୍ଛାର ସୁଅ

କନକ ବ୍ୟୁରୋ : ହିନ୍ଦୀ ସିନେମା ଜଗତରେ ୫୫ବର୍ଷର ଯାତ୍ରା ପୂରା କଲେ ବିଗ ବି ଅମିତାଭ ବଚ୍ଚନ । ଏଆଇ ଏକ ସ୍ୱତନ୍ତ୍ର ଫଟୋ ଜାରି କରି ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଛି । ସେହି ଫଟୋକୁ ବିଗ ବି ନିଜ ସୋସିଆଲ ମିଡିଆ ଆକାଉଁଟରେ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ୧୯୬୯ ମସିହାରେ ସାତ…

ଠକେଇ ମାମଲାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଓ ଦୁଇ ପୁଅ ଦୋଷୀ ସାବ୍ୟସ୍ତ । ୩୫କୋଟି ୫୦ ଲକ୍ଷ ଟଙ୍କା ଜରିମାନ

କନକ ବ୍ୟୁରୋ : ବଢ଼ିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଆମେରିକା ପୂର୍ବତନ ରାଷ୍ଟ୍ରପତି ଠକେଇ ମାମଲାରେ କୋର୍ଟରୁ ମିଳିଛି ଝଟକା । ଟ୍ରମ୍ପଙ୍କୁ କୋର୍ଟ ୩୫୫ ମିଲିୟନ ଅର୍ଥାତ ୩୫କୋଟି ୫୦ ଲକ୍ଷ ଟଙ୍କା ଜରିମାନ ଲଗାଇଛନ୍ତି । ନାଗରିକ ଠକେଇ ମାମଲାରେ ଶୁକ୍ରବାର ଟ୍ରମ୍ପ ଓ ତାଙ୍କ କମ୍ପାନୀକୁ…

ଆସ୍ଥା ଭୋଟ ଜିତି ଶକ୍ତିପ୍ରଦର୍ଶନ କଲେ କେଜ୍ରିୱାଲ । -କହିଲେ ଆମ ଆଦମୀ ପାର୍ଟିକୁ ଭୟ କରୁଛି ବିଜେପି

କନକ ବ୍ୟୁରୋ : ଆସ୍ଥାର ଭୋଟରେ କେଜ୍ରିୱାଲ ବିଜୟୀ । ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ତାବ ଆଣି ଶକ୍ତି ଶକ୍ତିପ୍ରଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୭୦ ଆସନ ବିିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସେ ୬୩ ଆସନ ପାଇଛନ୍ତି । ଆସ୍ଥା ଭୋଟ ଜିତିବା ପରେ ବିଜେପି ଉପରେ…

ପରେ ଇସ୍ରୋକୁ ଆଉ ଏକ ସଫଳତା । ଆନ୍ଧ୍ର ଶ୍ରୀହରିକୋଟାରୁ ମହାକାଶକୁ ଉତକ୍ଷେପଣ ହେଲା ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋକୁ ମିଳିଛି ଆଉ ଏକ ସଫଳତା । ଭାରତର ସବୁଠାରୁ ଶ୍ରେଷ୍ଠ ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ ର ସଫଳତାର ସହ ଉତ୍କ୍ଷେପଣ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶଧାୱନ ସ୍ପେଶ ସେଂଟରରୁ ଜିଏସ୍ଏଲଭି ଏଫ୍-୧୪ ରକେଟ୍ ଜରିଆରେ ୱେଦର…