Daily Archives

February 24, 2024

ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୨ବର୍ଷ । ଯୁଦ୍ଧରେ ଛାରଖାର ହେବା ସତ୍ତ୍ୱେ ଲଢ଼େଇ ଜାରି ରଖିଛି ୟୁକ୍ରେନ

କନକ ବ୍ୟୁରୋ: ୨୦୨୨ ଫେବୃଆରୀ ୨୪ । ୟୁକ୍ରେନ ଉପରେ ଋଷ କରିଥିଲା ପ୍ରଥମ ଆକ୍ରମଣ । ପ୍ରଥମ ଦିନରେ ୟୁକ୍ରେନର ୧୩ଟି ସ୍ଥାନରେ ବିସ୍ଫୋରଣ ଘଟାଇଥିଲା ୠଷ ସେନା । ଆକ୍ରମଣ ପରେ ସାମରିକ ଆଇନ ଲାଗୁ କରିବା ସହ ୟୁକ୍ରେନ ରାଷ୍ଟ୍ରପତି ଆହ୍ୱାନ ଦେଇ କହିଥିଲେ ମୁକାବିଲା ପାଇଁ ଦେଶବାସୀ ସରକାରଙ୍କ…

ପୁଣି କୋର୍ଟରେ ପହଞ୍ଚିଲା କୃଷ୍ଣଙ୍କ ଘର କଳି । ନୀତୀଶ ଭରଦ୍ୱାଜଙ୍କ ବିରୋଧରେ ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ ସ୍ମିତା

କନକ ବ୍ୟୁରୋ: ପଦାରେ ପଡିଛି ଘର କଳି । ପୌରାଣିକ ଧାରାବାହିକ ମହାଭାରତର ଲୋକପ୍ରିୟ କଳାକାର ନୀତୀଶ ଭରଦ୍ୱାଜଙ୍କ ପୂର୍ବତନ ପତ୍ନୀ ସ୍ମିତା ବଡ଼ ଅଭିଯୋଗ ଆଣିଛନ୍ତି । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଫେବ୍ରୁଆରୀ ୨୩ରେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଏକ ଆବେଦନ କରିଛନ୍ତି ସ୍ମିତା ।…

ଉତ୍ତରପ୍ରଦେଶ କାସଗଞ୍ଜରେ ବଡ ଅଘଟଣ । ପୋଖରୀରେ ଓଲଟିଲା ଟ୍ରାକ୍ଟର, ପାଣି ବୁଡି ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ: ଉତ୍ତରପ୍ରଦେଶ କାସଗଞ୍ଜରୁ ଆସିଛି ଦୁଃଖଦ ଖବର । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ପୋଖରୀରେ ଓଲିଟିପଡିବା ଯୋଗୁଁ ପ୍ରାୟ ୨୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ମହିଳା ରହିଥିବା ଜଣାପଡିଛି । ଶନିବାର ସକାଳ ପ୍ରାୟ ୧୦ଟା ସମୟରେ…

ଦିଲ୍ଲୀ, ଗୁଜରାଟ ଓ ହରିଆଣାରେ ଏକାଠି ଲଢ଼ିବେ ଆପ ଓ କଂଗ୍ରେସ । ବିଜେପିକୁ ଚେକ ଦେବାକୁ ହାତକୁ ଏବେ ଝାଡ଼ୁ ଭରଷା

କନକ ବ୍ୟୁରୋ: ବିଜେପିକୁ ହରାଇବା ପାଇଁ ହାତକୁ ଏବେ ଝାଡୁ ଭରଷା । ଲୋକସଭା ନିର୍ବାଚନ ପାଇଁ ଆପ୍ ଓ କଂଗ୍ରେସ ମଧ୍ୟରେ ସରିଲା ଆସନ ବୁଝାମଣା । ଦିଲ୍ଲୀ ପାଇଁ ୪-୩ ଫର୍ମୁଲାରେ ମୋହର ବାଜିଛି । ଅର୍ଥାତ ୪ଟି ଆସନରେ ଆପ୍ ଓ ୩ଟିରେ ଲଢ଼ିବ କଂଗ୍ରେସ । ସେହିପର ଗୁଜରାଟ ଓ ହରିଆଣାରେ ଗୋଆ ଏବଂ…

ପ୍ରଶାସନର ତାଗିଦକୁ ମାନୁନାହାନ୍ତି ପୂଜାକମିିଟି: ଡିଜେ ଶବ୍ଦ ନେଲା ଜୀବନ

କନକ ବ୍ୟୁରୋ: ଡିଜେ ଶବ୍ଦରେ ଜୀବନ ଗଲା । ଏପରି ଅଭିଯୋଗ ଆସିଛି ରାଉରକେଲାରୁ । ସରସ୍ୱତୀ ପୂଜା ଭସାଣ ସମୟର ବିକଟାଳ ଡିଜେ ଶବ୍ଦ ଶୁଣି ଅସ୍ତବ୍ୟସ୍ତ ହୋଇଯାଇଥିଲେ ପ୍ରେମନାଥ । ହଠାତ ଦେହ ଖରାପ ହୋଇଯିବାରୁ ତାଙ୍କ ୁହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।…

କୋଟି କୋଟି ଟଙ୍କାର ଠକେଇ! ଦିଲ୍ଲୀର ସିମକାର୍ଡ ଭୁବନେଶ୍ୱରରୁ ଡିଲ! ଭୁବନେଶ୍ୱରରୁ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ

କନକ ବ୍ୟୁରୋ: ସାଇବର ଫ୍ରଡ ମାଷ୍ଟର ସୌରଭ ଦେହୁରିଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ । ଟେଲିକମ୍ କଂପାନୀର ଡାଟା ବେସ୍ ହ୍ୟାକ୍ କରି ହାତାଉଥିଲା ହାଇ ପ୍ରୋଫାଇଲ୍ ଲୋକଙ୍କ ନମ୍ବର । ଦିଲ୍ଲୀର ସିମକାର୍ଡରେ ଭୁବନେଶ୍ୱରରୁ କରୁଥିଲା ଡିଲ୍ । ଲୁଟୁଥିଲା କୋଟି କୋଟି ଟଙ୍କା । ଯୁବକଙ୍କ ମୁହଁ ଘୋଡାଇ…