Daily Archives

February 15, 2024

୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ ସହାୟକଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ବଢ଼ାଇଲେ ରାଜ୍ୟ ସରକାର: ଡ୍ରାଇଭର ମାସକୁ ୫ ହଜାର ଓ…

କନକ ବ୍ୟୁରୋ: ଆମ୍ବୁଲାନ୍ସ କର୍ମଚାରୀ ଏବେ ପାଇବେ ଅଧିକ ଟଙ୍କା । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସ୍ପେଶାଲ ଆଲଏନ୍ସ ବା ସ୍ୱତନ୍ତ୍ର ଭତା ବଢ଼ାଇଲେ ରାଜ୍ୟ ସରକାର । ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଏମଟି ମାନେ ଏବେ ମାସକୁ ୫ ହଜାର ଟଙ୍କା ପାଇବେ । ସେହ ିପର ସହାୟକମାନେ ମାସକୁ ୩ ହଜାର ଟଙ୍କା…

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ: ଜାଣନ୍ତୁ, ଅଶ୍ୱିନୀ ବୈଷ୍ଣବଙ୍କ ସମ୍ପତ୍ତି କେତେ?

କନକ ବ୍ୟୁରୋ: ସମ୍ପତି ତାଲିକା ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ନାମାଙ୍କନ ପତ୍ର ସହ ସତ୍ୟପାଠ ଦାଖଲ କରିଛନ୍ତି ବିଜେପିର ରାଜ୍ୟସଭା ପ୍ରାର୍ଥୀ । ନିଜର ଅସ୍ଥାବର ସଂପତି ୧୧୭ କୋଟି ୨୭ ଲକ୍ଷ ୯୬ ହଜାର ୪୨୭ ଟଙ୍କା ଦର୍ଶାଇଥିବା ବେଳେ ପତ୍ନୀ ସୁନୀତା ବୈଷ୍ଣବଙ୍କ ନାଁରେ ରହିଛି ୨୫ କୋଟି ୧୨…

୧୩ହଜାର ଫୁଟ ଉଚ୍ଚ ଆକାଶରେ ସିନେମା ପୋଷ୍ଟର ଉନ୍ମୋଚନ । ଦୁବାଇ ଆକାଶରେ ଦେଖିବାକୁ ମିଳିଲା ଯୋଦ୍ଧାର ପୋଷ୍ଟର

କନକ ବ୍ୟୁରୋ : ମଝି ଆକାଶରେ ସିନେମା ପୋଷ୍ଟର ଉନ୍ମୋଚନ । ବଲିଉଡର ଅ।।ଗମୀ ସିନେମା ଯୋଦ୍ଧାର ପ୍ରଥମ ପୋଷ୍ଟରକୁ ଏଭଳି ଅଭିନବ ଢ଼ଙ୍ଗରେ ଉନ୍ମୋଚନ କରାଯାଇଛି । ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ଯେଉଁଥିରେ ୧୩ହଜାର ଫୁଟ ଉଚ୍ଚରୁ ଦୁବାଇ ଆକାଶରେ ପୋଷ୍ଟରକୁ ଉନ୍ମୋଚନ କରାଯାଇଛି…

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ, ଟି-୨୦ ବିଶ୍ୱକପର ନେତୃତ୍ୱ ନେବେ ହିଟମ୍ୟାନ । ରୋହିତ ଶର୍ମା ଅଧିିନାୟକ, ହାର୍ଦ୍ଦିକ…

କନକ ବ୍ୟୁରୋ : ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଛେଦ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଖେଳିବ ଭାରତ । ପାଣ୍ଡ୍ୟା-ରୋହିତ ବିବାଦ ଭିତରେ ବିସିସିଆଇ ସଚିବ ଜୟ ଶାହ ଏହି ଘୋଷଣା କରିଛନ୍ତି । ଜୁନ ୧ରୁ ଆରମ୍ଭ ହେବ ଟି-୨୦ କ୍ରିକେଟ୍ ବିଶ୍ୱକପ ମହାକୁମ୍ଭ । ଆଉ ରୋହିତଙ୍କ ନେତୃତ୍ୱରେ…

ବଢ଼ୁଛି ଇଣ୍ଡିଆ ମେଂଟର ସମସ୍ୟା । ଏକାକୀ ଲଢ଼ିବା ନେଇ ନ୍ୟାଶନାଲ କନଫେରେନ୍ସର ଘୋଷଣା, ଏନଡିଏରେ ଯୋଗଦେବା ନେଇ ଚର୍ଚ୍ଚା

କନକ ବ୍ୟୁରୋ : ଇଣ୍ଡିଆ ମେଂଟକୁ ଆଉ ଏକ ଝଟକା । ହାତ ଛାଡ଼ିଲେ ଫାରୁକ୍ ଅବଦୁଲଲା । ଜମ୍ମୁ କାଶ୍ମୀରରେ ତାଙ୍କ ଦଳ “ନ୍ୟାସନାଲ କନଫରେନ୍ସ” ଏକା ନିର୍ବାଚନ ଳଢ଼ିବା ନେଇ ସ୍ପଷ୍ଟ କରିଛନ୍ତି ଫାରୁକ୍ । ଜମ୍ମୁ କାଶ୍ମୀରରେ ଲୋକସଭା ଓ ବିଧାନସଭା ର୍ନିବାଚନ ଏକାଠି ହେବାର ସମ୍ଭାବନା ଥିବା ବେଳେ ଦଳ…

ଇଡି ରିମାଣ୍ଡ ଶେଷ ପରେ ଜେଲ ଗଲେ ହେମନ୍ତ ସୋରେନ । ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ

କନକ ବ୍ୟୁରୋ : ଇଡି ରିମାଣ୍ଡରୁ ଜେଲ ଗଲେ ହେମନ୍ତ ସୋରେନ । ମନି ଲଡ୍ରିଂ ମାମଲାରେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର କୋର୍ଟରେ ହାଜର କରିଥିଲା ଇଡି । ଶୁଣାଣୀ ପରେ ବିଚାରବିଭାଗୀୟ ହେପାଜତକୁ ପଠାଯାଇଛି । ୩ଥର ଇଡି ରିମାଣ୍ଡରେ ଯିବା ସହ ଜେରାର ସମ୍ମୁଖୀନ ହୋଇଛନ୍ତି ହେମନ୍ତ ।…