Daily Archives

February 19, 2024

ସମ୍ଭଳରେ ‘କଳକୀଧାମ’ ମନ୍ଦିରର ଶିଳାନ୍ୟାସ । ମୋଦି କହିଲେ ବଦଳିଛି କାଳଚକ୍ର, ଆରମ୍ଭ ହୋଇଛି ନୂଆ ଯୁଗ

କନକ ବ୍ୟୁରୋ: ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ଭବ୍ୟ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ମନ୍ଦିରର ନିର୍ମାଣ ଢାଞ୍ଚାର ମଧ୍ୟ କରିଛନ୍ତି ଅନାବରଣ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ପୂଜାରେ ବସିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…

ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ । ୪ଟି ଫସଲ ଉପରେ ଏମଏସପି ଗ୍ୟାରେଣ୍ଟି । ଚାଷୀ କହିଲେ ୨ଦିନ ପରେ ରଖିବୁ…

କନକ ବ୍ୟୁରୋ: ଆନ୍ଦୋଳନତ ଚାଷୀଙ୍କୁ ସରକାରଙ୍କ ପ୍ରସ୍ତାବ । ୪ଟି ଫସଲ ଉପରେ ୫ବର୍ଷର ଏମଏସପି ଗ୍ୟାରେଣ୍ଟିର ପ୍ରସ୍ତାବ ସରକାର ଦେଇଛନ୍ତି । ଚାଷୀ ସଂଗଠନ କହିଛନ୍ତି ଚାଲିଛି ବିଚାରବିମର୍ଶ । ୨ଦିନ ପରେ ସରକାରଙ୍କୁ ଦେବୁ ଜବାବ । ୨୦ ତାରିଖ ସୁଦ୍ଧା ସମାଧାନ ନମିଳିଲେ ୨୧ରୁ ବିକ୍ଷୋଭ ଜୋରଦାର…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କହିଲେ ପରିବାରର ଚାକିରିଆଙ୍କଠୁ କିଛି କମ ନୁହଁନ୍ତି ଗୃହିଣୀ ।

କନକ ବ୍ୟୁରୋ: ଗୃହିଣୀଙ୍କ ସର୍ମ୍ପକରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୌଣସି ଚାକିରିଆ ବା ଦରମାପ୍ରାପ୍ତ ବ୍ୟକ୍ତିଙ୍କଠୁ କିଛି କମ ନୁହଁନ୍ତି ଗୃହିଣୀ । ଏକ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଶୁଣାଣୀ କରି କୋର୍ଟ ଏଭଳି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ପରିବାରର ଦାୟିତ୍ୱ,…

ନିର୍ବାଚନ ପୂର୍ବରୁ ସରଗରମ ଆମେଠି । ରାହୁଲଙ୍କ ନ୍ୟାୟ ଯାତ୍ରାକୁ ସ୍ମୃତିଙ୍କ ଜନସଭା

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ସରଗରମ ଆମେଠି । ସୋମବାର ଦେଖିବାକୁ ମିଳିଛି ରାଜନୀତିର ରୋଚକ ଦୃଶ୍ୟ । ୨୦୧୯ର ପରମ ପ୍ର୍ତଦ୍ୱନ୍ଦ୍ୱି ସ୍ମୃୁତି ଇରାନୀ ଓ ରାହୁଲ ଗାନ୍ଧୀଙ୍କୁ ଆମେଠିରେ ଦେଖିବାକୁ ମିଳିଛି । ଗୋଟେପଟେ ରାହୁଲ ନ୍ୟାୟ ଯାତ୍ରା ସହ ଆମେଠିରେ ଏଟ୍ରିଂ କରିଥିବାବେଳେ…

୨୦୨୪ ପାଇଁ କର୍ମୀଙ୍କୁ ମୋଦୀଙ୍କ ବିଜୟମନ୍ତ୍ର । କହିଲେ ଆଗାମୀ ୧୦୦ ଦିନ ଗୁରୁତ୍ୱପୂର୍ଣ୍ଣ । ମୋଦୀଙ୍କ ଦମ୍ଭୋକ୍ତି,…

କନକ ବ୍ୟୁରୋ: ଅବ୍ କି ବାର୍ ୪୦୦ ପାର୍ । ଏହି ନାରା ନେଇ ବିଜେପି ଦେଇଛି ରଣହୁଙ୍କାର । ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ଦଳର ଜାତୀୟ ବୈଠକରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଗାମୀ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ସହ ବିଜେପି ପୁଣି ସରକାର ଗଢିବ…

କଥା ଦେଇ କଥା ରଖୁନି ବିଏମସି? ଭୋକ ଉପାସରେ ଧାରଣା ଦେଇଛନ୍ତି ଦିବ୍ୟାଙ୍ଗ ।

କନକ ବ୍ୟୁରୋ: ଶୁଣ ବିଏମସି ଅଧିକାରୀ ବାବୁ । କାହିଁକି ଆମ ଦୁଃଖ ଆପଣଙ୍କୁ ଦେଖାଯାଉନି, ଆମେ ଭୋକ ପାଇଁ ସଘଂର୍ଷ କରିବୁ, ଭିକମାଗି ଭୋକ ମେଣ୍ଟାଇବାକୁ ଚାହୁଁନୁ । ୨୬ ଦିନ ଧରି ଖରା ଶୀତରେ ଆପଣଙ୍କ ଅଫିସ ଆଗରେ ବସିଛୁ । ଏଇ ଫୁଟପାଥରେ ରାତି କାଟୁଛୁ । ଆପଣ ଦେଖି କିଛି କାହିଁକି…