Daily Archives

February 20, 2024

ମହାଶିବରାତ୍ରୀ ପାଇଁ ଶେଷ ହେଲା ପ୍ରଥମ ବୈଠକ । ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ଜାଗର ମହାଦୀପ ।  

କନକ ବ୍ୟୁରୋ: ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କ ମହାଦୀପ । ଜାଗର ଦିନ ରାତି ୧୦ଟାରୁ ସାଢେ ୧୦ଟା ଭିତରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ହେଇଛି । ତେବେ ଚଳିତବର୍ଷ  ଲିଙ୍ଗରାଜ ମନ୍ଦିରରେ  ମହାଶିବରାତ୍ରୀ ପାଇଁ ପ୍ରଥମ ବୈଠକ ହୋଇଛି । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ପୂଜା ରୀତିନୀତି…

ମାର୍ଚ୍ଚ ୨୨ରୁ ଆଇପିଏଲର ୧୭ତମ ସଂସ୍କରଣ । ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ଖେଳାଯାଇପାରେ ଚଳିତ ଆଇପିଏଲ 

କନକ ବ୍ୟୁରୋ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଆଇପିଏଲର ୧୭ତମ ସଂସ୍କରଣ । ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୁମାଲ ଏନେଇ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଯାଇ ଆଇପିଏଲ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ । ପୂରା ଆଇପିଏଲ ଭାରତରେ ହିଁ ଖେଳାଯିବ ବୋଲି ଅରୁଣ ଧୁମାଲ…

ପୁଣି ବାପା ହେଲେ ବିରାଟ କୋହଲି । ପୁତ୍ର ସନ୍ତାନ ଜନ୍ମଦେଲେ ଅନୁଷ୍କା । ଜାଣନ୍ତୁ, କଣ ରଖିଲେ ନୂଆ ନାମ?

କନକ ବ୍ୟୁରୋ: ପୁଣି ବାପା ହେଲେ ବିରାଟ କୋହଲି । ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା । ଏନେଇ ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟରେ ବିରାଟ ଲେଖିଛନ୍ତି,…

ସନ୍ଦେଶଖାଲି ଘଟଣାରେ ଜଳୁଛି ପଶ୍ଚିମବଙ୍ଗ । ଟିଏମସି ବିରୋଧରେ ବିଜେପି-କଂଗ୍ରେସର ହଲ୍ଲାବୋଲ

କନକ ବ୍ୟୁରୋ: ପଶ୍ଚିମବଙ୍ଗ ସନ୍ଦେଶଖାଲିର ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ ତେଜିବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ଦିନକୁ ଦିନ ମମତା ବାନାର୍ଜୀ ସରକାରର ଅଡୁଆ ବଢିବାରେ ଲାଗିଛି । ବିରୋଧୀ ଦଳ ଗୁଡ଼ିକ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଓ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇ ଟିଏମସି…

ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି । ହାଜର ହେବା ପରେ ଜାମିନ ଦେଲେ ଉତ୍ତରପ୍ରଦେଶ ସୁଲତାନପୁର…

କନକ ବ୍ୟୁରୋ: ୬ ବର୍ଷ ତଳର ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ୱସ୍ତି । ଉତ୍ତରପ୍ରଦେଶର ସୁଲତାନପୁର କୋର୍ଟରୁ ରାହୁଲଙ୍କୁ ଜାମିନ ମିଳିଛି । ୨୫ ହଜାର ଟଙ୍କାର ବେଲ ବଣ୍ଡ ବଦଳରେ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୨୦୧୮ ମସିହାରେ କେନ୍ଦ୍ର…

କାଳ ସାଜିଲା ସୁନ୍ଦର ହସ ପାଇଁ ସର୍ଜରୀ । ଅସ୍ତ୍ରୋପଚାର ସମୟରେ ଚାଲିଗଲା ଯୁବକଙ୍କ ଜୀବନ

କନକ ବ୍ୟୁରୋ: ବାହାଘର ହେବ, ତେଣୁ ବର ବେଶରେ ଅଧିକ ଭଲ ଦେଖାଯିବାକୁ ଭାରି ଇଚ୍ଛା କରିଥିଲେ ହାଇଦ୍ରାବାଦର ଲକ୍ଷ୍ମୀନାରାୟଣ । ସେଥିପାଇଁ ପୋଷାକ ପରିଧାନଠୁ ନେଇ ସବୁ କିଛି ପ୍ରସ୍ତୁତ କରିଥିଲେ । କିନ୍ତୁ ଅସଜଡା ଦାନ୍ତକୁ ସଜାଡିଦେଲେ ହୁଏତ ଅଧିକ ଭଲ ଦିଶିବେ ବୋଲି ସେ ସର୍ଜରୀ କରିବାକୁ ଚିନ୍ତା…