Daily Archives

February 3, 2024

ଜୋର୍ଡାନ ଆକ୍ରମଣର ପାଲଟା ଜବାବ ଦେଲା ଆମେରିକା । ସିରିଆ-ଇରାକ ଉପରେ ବୋମାବର୍ଷା

କନକ ବ୍ୟୁରୋ : ନିଜ ସେନା ଉପରେ ଆକ୍ରମଣ ପରେ ରକ୍ତମୁଖା ଆମେରିକା । ସିରିଆ ଓ ଇରାକ ସମର୍ଥିତ ଆତଙ୍କୀ ସଗଂଠନ ମିଲିସିଆ ଏବଂ ଇରାନୀ ରିଭିଲ୍ୟୁସନାରୀ ଗାର୍ଡର ଉପରେ ଅତର୍କିତ ଆକ୍ରମଣ କରିଛି ଆମେରିକା । ସୂଚନା ଅନୁସାରେ ୮୫ଠିକଣା ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରି କଡ଼ା । ଗଜବାବ ଦିଆଯାଇଛି…

ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ନୌସେନା, ଆଇଏନଏସ ସନ୍ଧାୟକ ସାମିଲ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସର୍ଭିଲାନ୍ସ…

କନକ ବ୍ୟୁରୋ : ବଢ଼ିଲା ଭାରତୀୟ ନୌସନାର ଶକ୍ତି । ସେନାରେ ସାମିଲ ହେଲା ଆଇଏନଏସ ସନ୍ଧାୟକ । ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ସେନାରେ ଆଇଏନଏସକୁ ସାମିଲ କରାଯାଇଛି । ସୁରକ୍ଷିତ ସାମୁଦ୍ରିକ ନାଭିଗେସନ ଏହି ଜାହାଜର ପ୍ରାଥମିକତା ହେବ…

ବେଙ୍ଗାଲୁର କେ-ପୁରମରରୁ ଆସିଲା ଚାଂଚଲ୍ୟକର ଘଟଣା । ଜଳଖିଆ ପାଇଁ ମା’କୁ ହତ୍ୟାକଲା ନାବାଳକ

କନକ ବ୍ୟୁରୋ : ସକାଳ ଜଳଖିଆ ମିଳିବାକୁ ବିଳମ୍ବ ହେଲା ଆଉ ମା’କୁ ପିଟିପିଟି ହତ୍ୟା କଲା ପୁଅ । ଠିକ ସମୟରେ ଜଳଖିଆ ନମିଳିବାରୁ ମା’ର ମୁଣ୍ଡକୁ ଲୁହା ରଡ଼ରେ ପିଟି ହତ୍ୟା କରିଛି ୧୭ବର୍ଷର ନାବାଳକ । ଘଟଣା ବେଙ୍ଗାଲୁର କେପୁରମର । ମା’କୁ ଆକ୍ରମଣ କରିବା ପରେ ଅଭିଯୁକ୍ତ ଭୟଭୀତ ଅବସ୍ଥାରେ ପୁଲିସ…

ଜୀବିତ ଅଛନ୍ତି ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନାହାନ୍ତି ସର୍ଭାଇକାଲ କ୍ୟାନସରରେ ପୀଡିତ, ମୃତ୍ୟୁ ନେଇ ଗତକାଲି…

କନକ ବ୍ୟୁରୋ : ଭିଡିଓ ବାର୍ତା ଜାରି କରି ମଡେଲ ତଥା ଅଭିନେତ୍ରୀ କହୁଛନ୍ତି ତାଙ୍କର ମୃତ୍ୟୁ ହୋଇନି । ତାଙ୍କୁ କ୍ୟାନସର ମଧ୍ୟ ହୋଇନି । ସେ ସମ୍ପୂର୍ଣ୍ଣ ଜୀବିତ ଓ ସୁସ୍ଥ ଅଛନ୍ତି । ଇନଷ୍ଟାଗ୍ରାମ ପେଜରେ ଭିଡିଓ ଜାରି କରି ତାଙ୍କ ମୃ୍ତ୍ୟୁ ଖବର ଏକ ପବଲିସିଟି ଷ୍ଟଂଟ ଥିଲା ବୋଲି କହିଛନ୍ତି…

ଝାଡ଼ଖଣ୍ଡ ଦେଓଘର ବାବା ବୈଦ୍ୟନାଥ ମନ୍ଦିରରେ ରାହୁଲ କଲେ ରୁଦ୍ରାଭିଷେକ । ଦେଶ ଓ ଦେଶବାସୀଙ୍କ ସୁଖ,ସମୃଦ୍ଧି, ଶାନ୍ତିର…

କନକ ବ୍ୟୁରୋ : ମଥାରେ ଚନ୍ଦନ, ଗଳାରେ ଫୁଲମାଳା । ମନରେ ମହାଦେବଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା । ଶନିବାର ଏଭଳି କିଛି ଅବତାରରେ ନଜର ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଝାଡ଼ଖଣ୍ଡରେ ଭାରତଯୋଡ଼ ନ୍ୟାୟଯାତ୍ରା ପହଁଚିବାପରେ ରାହୁଲ ଦେଓଘରର ପ୍ରସିଦ୍ଧ ଶିବମନ୍ଦିରରେ ପହଁଚିଥିଲେ । ପୂର୍ବ…

କମୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା । କେଜ୍ରିୱାଲଙ୍କ ବାସଭବନରେ କ୍ରାଇମବ୍ରାଂଚ ଟିମ, ବିଜେପି ଉପରେ…

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମ ହେବା ନାନେଉନି । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଇଡି ଜାଲରେ ଛନ୍ଦି ହେବା ସହ ଏଣିକି କ୍ରାଇମବ୍ରାଂଚ ଟିମ ତାଙ୍କ ବାସଭବନରେ ପହଁଚିଛି । ସବୁଠୁ ବଡ କଥା ହେଉଛି କ୍ରାଇମବ୍ରାଂଚ ସେହି ଅଭିଯୋଗ ତଦନ୍ତ ଆରମ୍ଭ…