Daily Archives

March 27, 2023

ଜେଲ ଗଲେ ଠକ ସୁଧାଂଶୁ ରାଉତ । ସାମ୍ବାଦିକ କହି ସୋସିଆଲ ମିଡିଆରେ ପ୍ରସାରଣ କରୁଥିଲେ ମିଛ ଖବର, ଦେଉଥିଲେ ଅଶାଳୀନ…

କନକ ବ୍ୟୁରୋ: ଜେଲ୍ ଗଲେ ଠକ ସୁଧାଂଶୁ ରାଉତ । ନିଜକୁ ସାମ୍ବାଦିକ କହି ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ କରୁଥିବା ସୁଧାଂଶୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କନକ ନ୍ୟୁଜ ବିରୋଧରେ ମିଛ ଖବର ପ୍ରସାରଣ ସହ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କୁ ଗିରଫ…

ବିରୋଧୀଙ୍କୁ ଏକାଠି କରି ଦେଲା ‘ରାହୁଲ’ ପ୍ରସଙ୍ଗ: କଂଗ୍ରେସ ପ୍ରତି ବଢ଼ୁଛି ବିରୋଧୀ ଦଳଙ୍କ ସମର୍ଥନ

କନକ ବ୍ୟୁରୋ: ଯାହା ଆଶଙ୍କା କରାଯାଉଥିଲା, ହୁଏତ ସେଭଳି କିଛି ଭାରତୀୟ ରାଜନୀତିରେ ଦେଖିବାକୁ ମିଳୁଛି । ଜଣେ, ଆଉ ଜଣଙ୍କ ମୁହଁ ଚାହୁଁନଥିବା, ଜଣେ ଆଉ ଜଣଙ୍କୁ ଘୋର ବିରୋଧ କରୁଥିବା ଦଳ କିମ୍ବା ନେତା, ଏବେ ରାହୁଲ ଗାନ୍ଧିଙ୍କ ପ୍ରସଙ୍ଗରେ ଏକାଠି ହେଉଛନ୍ତି । ତୃଣମୂଳ କଂଗ୍ରେସ, ଆମ ଆଦମୀ…

ତେଜିଲା ‘ରାହୁଲ’ ଝଡ଼ । କଳା ପୋଷାକ ପିନ୍ଧି କଂଗ୍ରେସ ନେତାଙ୍କ ଜୋରଦାର ପ୍ରତିବାଦ । ବିଧାନସଭାରେ ବି ବିଧାୟକଙ୍କ…

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ପାଇଁ ସାରା ଦେଶରେ କଂଗ୍ରେସର କଡା ପ୍ରତିବାଦ । ସଂସଦଠାରୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ କଳାପୋଷାକ ପିନ୍ଧି ପ୍ରତିବାଦ ଜଣାଇଛନ୍ତି ନେତା, ସାଂସଦ, ବିଧାୟକ । ମୋଦୀ ସରକାର ଦେଶରେ ଗଣତନ୍ତ୍ରକୁ ସମ୍ପୂର୍ଣ୍ଣ ହତ୍ୟା କରୁଛନ୍ତି କହି ନାରାବାଜୀ ସହ ପ୍ରତିବାଦ…

କେକେଆର୍ ବାଛିଲା ନୂଆ କ୍ୟାପଟେନ୍ । ଶ୍ରେୟାସଙ୍କ ଜାଗା ନେଲେ ଏହି ଯୁବ ଖେଳାଳି ।

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆରମ୍ଭ ହେବା ପୂର୍ବରୁ କ୍ୟାପଟେନ୍ ବାଛିଛି କୋଲକାତା ନାଇଟ୍ ରାଇଡର୍ସ । ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ୨୯ ବର୍ଷୀୟ ନୀତିଶ ରାଣା ଦଳର ନେତୃତ୍ୱ ନେବେ ବୋଲି ମ୍ୟାନେଜମେଣ୍ଟ ଘୋଷଣା କରିଛି । ତେବେ ଦଳର ନିୟମିତ ଅଧିନାୟକ ଶ୍ରେୟାସ ଆୟର ଏବେ ପିଠି…

ଗଞ୍ଜାମରେ ଆଗ୍ନୀକୂଳ କ୍ଷତ୍ରୀୟ ସମାଜର ନିଆରା ପ୍ରୟାସ। ସମାଜରୁ ବାସନ୍ଦ ହୋଇଥିବା ଦମ୍ପତିଙ୍କ ବିବାହ କରି ନିଜ ସମାଜରେ…

କନକ ବ୍ୟୁରୋ: ଜଣେ ପୁରୁଷ ଅନ୍ୟ ଏକ ଜାତିର ମହିଳାଙ୍କୁ ବିବାହ କରିବା କିମ୍ବା ଜଣେ ମହିଳା ଅନ୍ୟ ଏକ ଜାତିର ପୁରୁଷକୁ ବିବାହ କରିବା ଆଇନ ସମ୍ମତ । କିନ୍ତୁ ଗାଁ ଗହଳିରେ କୂଳ ବା ସମାଜକୁ ଗୁରୁତ୍ୱ ଦିଆଯାଇଥାଏ । ଜଣେ ଅନ୍ୟ ଏକ ଜାତିର ଝିଅକୁ ବିବାହ କଲେ ତାଙ୍କୁ ଜାତି ବା କୂଳରୁ ବାସନ୍ଦ…

କିଡନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ିଛି ରୋଜଗାରିଆ ପୁଅ। ସଦାନନ୍ଦ ମଲ୍ଲିକଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

କନକ ବ୍ୟୁରୋ: ଦିନେ ବାହାର ରାଜ୍ୟରେ ଦାଦନ ଖଟି ପରିବାର ଚଳାଉଥିଲେ । ପାଞ୍ଚ ପ୍ରାଣୀଙ୍କୁ ଆହର ଯୋଗାଉଥିଲେ । ହେଲେ ଏବେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ଯାଜପୁର ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ଗାଁର ସଦାନନ୍ଦ ମଲ୍ଲିକ । ହଠାତ୍ ଗୋଟିଏ ପଟ ଅଙ୍ଗ ସମ୍ପୂର୍ଣ୍ଣ…