Daily Archives

March 27, 2023

ସାଂସଦ ପଦ ଯିବା ପରେ ପରେ ଏବେ ଘର ଛାଡିବାକୁ ନୋଟିସ୍ । ସରକାରୀ ଆବାସ ଛାଡିବାକୁ ରାହୁଲଙଅକୁ ନୋଟିସ୍ କଲା ଲୋକସଭା ଆବାସ…

କନକ ବ୍ୟୁରୋ: ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଲୋକସଭା ଆବାସ ସମିତି ରାହୁଲ ଗାନ୍ଧୀଙ୍କୁ ନିଜ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦେଇଛି । ନୋଟିସ୍ ମୁତାବକ ଆସନ୍ତା ଏପ୍ରିଲ ୨୨ ତାରିଖ ସୁଦ୍ଧା ରାହୁଲଙ୍କୁ ନିଜର ସରକାରୀ ଆବାସ ଖାଲି କରିବାକୁ ପଡିବ । ଶୁକ୍ରବାର…

କେନ୍ଦୁଝରଗଡ଼ ପୌରପାଳିକାର ୨ନମ୍ବର ୱାର୍ଡ଼ରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଝୁଲୁଛି ତାଲା। ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି…

କନକ ବ୍ୟୁରୋ: କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ । ଖୋଲା ଆକାଶ ତଳେ ଗାଁ ଲୋକଙ୍କ ବାରଣ୍ଡାରେ ପାଠପଢ଼ୁଛନ୍ତି କୁନି କୁନି ପିଲା । କେତେବେଳେ ଏମାନଙ୍କ ପାଠପଢ଼ାରେ ବର୍ଷାବାଧକ ସାଜୁଛି ତ ପୁଣି କେତେବେଳେ ଖରା ସାଜୁଛି ବାଧକ । ପାଠପଢ଼ିବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି…

ବାଲେଶ୍ୱରରେ ଅଜଣା ପୋକ ଆତଙ୍କ। ଗଛ ପତ୍ର, ଘରଦ୍ୱାର ଚାରିଆଡ଼େ ଖାଲି ପୋକ ହିଁ ପୋକ।

କନକ ବ୍ୟୁରୋ: ବାଲେଶ୍ୱର ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ଜମେଶ୍ୱରପୁର ଗାଁରେ ଅଜଣା ପୋକ ଆତଙ୍କ । ବର୍ଷା ହେବା ପର ଠାରୁ କଳା ରଙ୍ଗର ପୁଳା ପୁଳା ପୋକ ଗାଁରେ ଦେଖିବାକୁ ମିଳିଛି । ଗଛପତ୍ର, ଘରଦ୍ୱାର ସବୁଠି ଖାଲି ପୋକ ହିଁ ପୋକ । ଯାହାକୁ ନେଇ ଆତଙ୍କିତ ଅଛନ୍ତି ଗ୍ରାମବାସୀ । ଆଜି ଓୟୁଏଟିର…

ଡିଜିଟାଲ ଯୁଗରେ ସାମ୍ନାକୁ ଆସିଲା ନିଆରା ଦୃଶ୍ୟ। ମୋବାଇଲ ହାଉସ କରି କଥା ହେଉଛନ୍ତି ଅନୁଗୁଳ ମଝିପଡ଼ା ଗାଁର ଲୋକେ ।

କନକ ବ୍ୟୁରୋ: ଡିଜିଟାଲାଇଜେସନ୍ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କ୍ୟାସଲେସ୍ ଟ୍ରାଞ୍ଜାକ୍ସନଠାରୁ ଆରମ୍ଭ କରି ପେପରଲେସ୍ କାମ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଫୋରି-ଜି ପରେ ଫାଇଭ-ଜି ସେବା ପାଇଁ ମଧ୍ୟ ଘୋଷଣା କରାଯାଇଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ଜଗତସିଂହପୁରରେ ଦେବୀ ନଦୀରେ ଅଘଟଣ, ବୁଡିଗଲେ ୩ ଛାତ୍ର ।

କନକ ବ୍ୟୁରୋ: ଗାଧୋଇବା ବେଳେ ବୁଡି ଗଲେ ୩ ଛାତ୍ର । ଜଗତସିଂହପୁର ଦେବୀ ନଦୀରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏବେ ବି ଦୁଇ ଛାତ୍ର ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।

ଓଆରଏଚଡିସି ଦୁର୍ନୀତି ମାମଲା, ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ । 

କନକ ବ୍ୟୁରୋ: ଓଆରଏଚଡିସି ଦୁର୍ନୀତି ମାମଲାରେ ଦଣ୍ଡାଦେଶ ହୋଇଛି । ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ ହୋଇଛି । ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ କଲେ ଆଫ ୬ ମାସ ଲେଖାଁଏ ସଶ୍ରମ…