Daily Archives

March 23, 2023

ସ୍ୱୟଂ ସହାୟକ ଗୋଷ୍ଠୀ ମାଛ ଚାଷ କରିଥିବା ପୋଖରୀରେ ବିଷ ପକାଇ ଦେଲେ ଦୁର୍ବୃତ୍ତ: ପୋଖରୀରେ ଭାସୁଛନ୍ତି ହଜାର ହଜାର ମଲା…

କନକ ବ୍ୟୁରୋ: ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ମାଛ ଚାଷ କରିଥିବା ପୋଖରୀରେ ବିଷ ପକାଇ ଦେଲେ ଦୁର୍ବୃତ । ପୋଖରୀରେ ଭାସୁଛନ୍ତି ମଲା ମାଛ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକର କୋରନ୍ଦା ଗାଁରେ ଘଟିଛି ଘଟଣା । ମା ମଙ୍ଗଳା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ୮ ମାସ ତଳେ ପଂଚାୟତରୁ…

ସମ୍ବଲପୁର ଜିଲ୍ଲାର ସମସ୍ତ ଥାନାରେ ପଡ଼ି ରହିଛି ଜବତ ଗାଡି: ୧୬୦ଟି ଦାବିଦାର ନଥିବା ଗାଡ଼ିକୁ ଚିହ୍ନଟ କରି ନିଲାମ କରିବ…

କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାର ସମସ୍ତ ଥାନାରେ ପଡ଼ି ରହିଛି ଜବତ ଗାଡ଼ି । ୧୬୦ଟି ଦାବିଦାର ନଥିବା ଗାଡ଼ିକୁ ଚିହ୍ନଟ କରି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ୧୬୦ ଗାଡ଼ି ମଧ୍ୟରେ ଚାରି ଚକିଆ, ୩ ଚକିଆ, ୨ ଚକିଆ ଗାଡ଼ି ରହିଛି । ତଥ୍ୟ କହୁଛି ଟାଉନ ଥାନାରେ ୨ ଚକିଆ ୧୩୫ଟି ଗାଡ଼ି, ୩…

ଦୁର୍ନୀତି ବିରୋଧରେ ନିଆରା ପ୍ରତିବାଦ: ହାତରେ ଲଣ୍ଠନ ଧରି ଗ୍ରାମବାସୀଙ୍କ ଶୋଭାଯାତ୍ରା

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ ନିଆରା ପ୍ରତିବାଦ । ଦିନ ଦିପହରରେ ହାତରେ ଲଣ୍ଠନ ଧରି ଗ୍ରାମବାସୀଙ୍କ ଶୋଭାଯାତ୍ରା । ହାତରେ ବ୍ୟାନର, ଲଣ୍ଠନ ଧରି କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷାଙ୍କୁ ଘେରିଛନ୍ତି ମହିଳାମାନେ । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ବ୍ଲକ ଧୁମାତ ପଂଚାତୟରେ ୬୧ଟି ବିଦ୍ୟୁତ…

ଭେଟଘାଟ ଭେଟି: ନବୀନ ଦେଲେ ଛେନାପୋଡ, ମମତା ଦେଲେ ଚାଦର ।

କନକ ବ୍ୟୁରୋ: ନବୀନ ନିବାସରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ । ସୌଜନ୍ୟମୂଳକ ସାକ୍ଷାତକାର ଅବସରରେ ଦୁଇ ରାଜ୍ୟର ସ୍ୱାର୍ଥ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏନେଇ ମିଳିତ ପ୍ରତିକ୍ରିୟା ଦେଇଥିବା ବେଳେ ସାକ୍ଷାତକାର ବେଳେ ଦୁହେଁ ଦୁହିଁଙ୍କୁ ଭେଟି ଦେଇଛନ୍ତି ଉପହାର ।…

ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆରସି, ଘରୋଇ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ

କନକ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ୨୦୨୩-୨୪ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଲେ ଓଇଆସି । ଏନେଇ ଓଇଆସି ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୩ ଟଙ୍କା, ୫୦ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୮୦ ପଇସା , ୨୦୦ ରୁ ୪୦୦ ୟୁନିଟ ପାଇଁ ୫.୮୦ ପଇସା…

ଆଇଟି ସେକ୍ଟରରେ ବଡ କମ୍ପାନୀ ଏସେନଚର କରିବାକୁ ଯାଉଛି ୧୯ହଜାର କର୍ମଚାରୀ ଛଟେଇ, କାରଣ ଭାବେ ଦର୍ଶାଇଲା ବିଶ୍ୱର ଆର୍ଥିକ…

କନକ ବ୍ୟୁରୋ : ବୃହତ ଆଇଟି କମ୍ପାନୀ ଅସେନଚର ଏବେ କର୍ମଚାରୀ ଛଟେଇ କରିବାକୁ ଯାଉଛି । କମ୍ପାନୀ ତରଫରୁ ଆଜି (ମାର୍ଚ୍ଚ ୨୩) ରେ କୁହାଯାଉଛି କି, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ କମ୍ପାନୀ ତରଫରୁ ୧୯ ହଜାର କର୍ମଚାରୀ ଛଟେଇ କରାଯିବ । କମ୍ପାନୀ ତରଫରୁ କୁହାଯାଇଛି କି,…