Daily Archives

March 23, 2023

ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ନିର୍ବାଚନକୁ ବର୍ଷେ ଅଛି, କିଛି ଆଲୋଚନା ହେଇନି- ମମତା

କନକ ବ୍ୟୁରୋ: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ମିଡିଆରେ ପ୍ରତିକ୍ରିୟା ରଖିଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଥିବା କହିଲେ ମମତା । ପଶ୍ଚିମବଙ୍ଗ…

ଆଇପିଏଲ ଆରମ୍ଭ ପୂର୍ବରୁ ପଞ୍ଜାବକୁ ବଡ ଝଟକା । ବୋର୍ଡ ଦେଉନି ଏନଓସି, ପୂରା ସିଜିନରୁ ବାଦ୍ ପଡିପାରନ୍ତି ଷ୍ଟାର…

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୩୧ରୁ ଆଇପିଏଲର ୧୬ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହି ମହାସମର ପାଇଁ ପ୍ରତିଟି ଫ୍ରାଞ୍ଚାଇଜ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ପଞ୍ଜାବ ଟିମକୁ ବଡ ଝଟକା ଲାଗିଛି । କାରଣ ଯେଉଁ ଷ୍ଟାର ପ୍ଲେୟାରକୁ ଦଳ…

ବସନ୍ତର ଛୁଆଁରେ ଫଗୁଣ ଛାତିରେ ଫୁଟିଛି ପଳାଶ ଫୁଲ । ଦେହେ ନାହିଁ ବାସ, ହେଲେ ବାଣ୍ଟୁଥାଏ ହସ ।

କନକ ବ୍ୟୁରୋ: ବାଟରେ ଗଲା ବେଳେ ଏ ଫୁଲ ଉପରେ ଆପଣଙ୍କ ଆଖି ପଡିଥିବ । ରାସ୍ତାରେ ଚାଲି ଚାଲି ଯିବା ବେଳେ ବି ବାଟସାରା ବିଞ୍ଚି ହୋଇ ପଡିଥିବା ଫୁଲର ପାଖୁଡା ଉପରେ ଆପଣଙ୍କ ପାଦ ପଡିଥିବ । ନୀଳ ଆକାଶରେ ସତେ କିଏ ନାଲି ଲାଇଟ ଟାଙ୍ଗିଦେଲା ପରି ଦିଶୁଥିବା ଏ ଲାଲ ଟୁକୁଟୁକୁ ଫୁଲକୁ ଦେଖି ଆପଣ କେଇ…

ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ନବୀନଙ୍କ ସହ ମମତା କରିବେ ଆଲୋଚନା

କନକ ବ୍ୟୁରୋ: ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ପୁରୀରୁ ଆସି ନବୀନ ନିବାସରେ ପହଞ୍ଚିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ମମତା କରିବେ ଆଲୋଚନା । ଦୁଇ ନେତାଙ୍କ ଆଲୋଚନା ଉପରେ ରହିଛି ସମସ୍ତଙ୍କ ନଜର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମମତା ତୃତୀୟ ସାମୁଖ୍ୟ ଗଠନ କରିବେ…

ତରଳୁଛି ଆଣ୍ଟାର୍କଟିକାର ବରଫ ଚାଦର: ଗ୍ଲାସିଅର ଉପରେ ଗ୍ଲୋବାଲ ୱାର୍ମିଂର କୁପ୍ରଭାବ

କନକ ବ୍ୟୁରୋ: ଜଳବାୟୁ ପରିବର୍ତନର ଭୟଙ୍କର ପରିଣାମ ଦେଖିବ ବିଶ୍ୱ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି ପାଇବା ସହ ଏହାର ପ୍ରଭାବ ଆଂଟାର୍କଟିକାର ଗ୍ଲେସିୟର ଉପରେ ପଡୁଛି । ପରିଣାମ ସ୍ୱରୂପ ‘ସ୍ଲିପିଂ ଜାଏଂଟ୍’ ବୋଲାଉଥିବା ପୂର୍ବ ଆଂଟାର୍କଟିକ୍ ବରଫ ଚାଦର ଦ୍ରୁତ ଗତିରେ ତରଳିବାରେ…

ମମତା-ନବୀନ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା: ଅଣ ବିଜେପି-ଅଣ କଂଗ୍ରେସ ମେଣ୍ଟ ଉପରେ ହୋଇପାରେ ଆଲୋଚନା

କନକ ବ୍ୟୁରୋ: ଗତକାଲି ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆଜି ନବୀନଙ୍କୁ ଭେଟିବେ ମମତା । ଜଗନ୍ନାଥଙ୍କ ପରମ ଭକ୍ତ ହେଉଛନ୍ତି ମମତା । ପ୍ରଥମେ ଜଗନ୍ନାଥଙ୍କୁ ଭେଟି ମା ମାଟି ମାନୁଷ ଗୋତ୍ରରେ ପଶ୍ଚିମବଙ୍ଗ ଓ ଓଡିଶା ଜନତାଙ୍କର ଶୁଭ ମନାସିଛନ୍ତି ମମତା । ଆଜି ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ…