Daily Archives

November 16, 2022

ଓଡିଆ ଫିଲ୍ମ ଇତିହାସରେ ଯୋଡିହେବ ନୂଆଫର୍ଦ୍ଦ । ‘ଦମନ’ର ଡବିଂ ପାଇଁ ତୃପ୍ତିଙ୍କ ସହ ମୁମ୍ବାଇ ଗଲେ ବାବୁସାନ  । 

କନକ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟରେ ପତ୍ନୀ ତୃପ୍ତିଙ୍କ ସହ ଅଭିନେତା ବାବୁସାନ । ପିଲ୍ମ ‘ଦମନ’ର ହିନ୍ଦୀ ଡବିଂ ପାଇଁ ସେ ମୁମ୍ବାଇ ଯାଇଛନ୍ତି । ପତ୍ନୀ ତୃପ୍ତି ଓ ଅନ୍ୟ କିଛି ବନ୍ଧୁ ବି ବାବୁସାନଙ୍କ ସହ ଅଛନ୍ତି ।  ଫିଲ୍ମ ଦମନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।  ଫିଲ୍ମ ରିଲିଜ ହେବା ପରେ…

ଭୁବନେଶ୍ୱର ଇନଫୋସିଟି ଥାନା ତପସ୍ୱିନୀ କଲୋନୀରୁ ବାହାରିଲା କାମୁଡ଼ା କୁକୁର । ଅନ୍ୟତ୍ର ନେଇଗଲେ ସଂପର୍କୀୟ ।

କନକ ବ୍ୟୁରୋ: କଲୋନୀ ଛାଡିଲା କାମୁଡା କୁକୁର । ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ କୁନି ପିଲା ଅର୍ଜୁନଙ୍କୁ କାମୁଡ଼ି ଆହତ କରିଥିବା କୁକୁରକୁ ଆଜି  କଲୋନୀ ବାହାରକୁ ନିଆଯାଇଛି । କୁକୁରକୁ ରଖିଥିବା ଶ୍ରାବଣୀ ପଟ୍ଟନାୟକଙ୍କ ସମ୍ପର୍କୀୟ ଆସି, କୁକୁରକୁ ଅନ୍ୟତ୍ର ନେଇ ଯାଇଛନ୍ତି । କୁକୁରକୁ…

ସୁପ୍ରିମକୋର୍ଟଙ୍କ ତାଗିଦର ପଡ଼ିଲାନି ପ୍ରଭାବ। ଜିଦରେ ଅଟଳ ରହିଲା ସମ୍ବଲପୁର ଓକିଲ ସଂଘ ।

କନକ ବ୍ୟୁରୋ: ସୁପ୍ରିମକୋର୍ଟର ଚେତାବନୀର ପଡ଼ିଲାନି ପ୍ରଭାବ। ହାଇକୋର୍ଟ ବେଞ୍ଚ ଦାବିରେ ସମ୍ବଲପୁରରେ ଆନ୍ଦୋଳନ ଜାରି ରହିଛି।ସାମୂହିକ ଲାଇସେନ୍ସ ଫେରାଇବା ପାଇଁ ପାଲଟା ଚେତାବନୀ ଦେଇଛନ୍ତି ବାର ଆସୋସିଏସନର ସଦସ୍ୟ । ଆନ୍ଦୋଳନ ପ୍ରତ୍ୟାହାର ନକଲେ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ ନେଇ…

ପଦ୍ମପୁର ପଲିଟିକ୍ସ: ନାମାଙ୍କନକୁ ନେଇ ଛକାପଞ୍ଝା, ଶେଷ ଦିନକୁ ସମସ୍ତ ପ୍ରାର୍ଥୀଙ୍କ ଅପେକ୍ଷା  ।

କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ ୧୭ତାରିଖ ପଦ୍ମପୁର ଉପନିବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାଁନ୍ତି । ନାମାଙ୍କନକୁ ନେଇ ଜାରି ରହିଥିବା ଛକାପଂଛା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ମ…

ଆଫତାବ୍ ସମ୍ପର୍କରେ ଆସିଲା ଛାତିଥରା ତଥ୍ୟ। ପ୍ରେମିକା କଥା ମନେପଡ଼ିଲେ ଫ୍ରିଜ୍ ଖୋଲି ଦେଖୁଥିଲା କଟାମୁଣ୍ଡ।

କନକ ବ୍ୟୁରୋ: କଂସେଇ ପାଲଟି ଯାଇଥିଲା ଆଫତାବ୍ । ଫ୍ରିଜରେ ରଖିଥିଲା ପ୍ରେମିକାର କଟା ମୁଣ୍ଡ । ଫ୍ଲାଟ୍ରେ ଅନ୍ୟ ଝିଅ ସହ କରୁଥିଲା ରୋମାନ୍ସ । ଦିଲ୍ଲୀ ସମେତ ପୂରା ଦେଶକୁ ଦୋହଲାଇ ଦେଇଛି ଶ୍ରଦ୍ଧା ହତ୍ୟାକଣ୍ଡା । ଗିରଫ ପରେ ସବୁ କଥା ମାନିଛି ଅପରାଧୀ ଆଫତାବ । ଏହି ହତ୍ୟାକାଣ୍ଡ ଯେତିକି…

ପୌରାଧ୍ୟକ୍ଷାଙ୍କ ରୌଦ୍ରରୂପ ଅଧିକାରୀଙ୍କୁ ଗାଳି ଦେଲେ, ଫାଇଲ୍ ଫିଙ୍ଗିଲେ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ।

କନକ ବ୍ୟୁରୋ: ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ମୋବାଇଲ୍ ଟାୱାର ପାଇଁ ପୌର ନିର୍ବାହୀ ଅଧିକାରୀଙ୍କ ଅନୁମତି ନେଇ ଉତକ୍ଷିପ୍ତ ହୋଇ ଉଠିଥିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ । ରାଗ ତାଙ୍କର ପଞ୍ଚମକୁ ଉଠିଯାଇଥିଲା । ଗାଳି ଦେବା ସହ ନିର୍ବାହୀ…