Daily Archives

November 16, 2022

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ! ‘ପ୍ରତିଶ୍ରୁତି ଦେଲେ ନବୀନ’ ବିଜେପିର କଟାକ୍ଷ ‘ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଓଡିଶାର ଜିଲ୍ଲା ସଂଖ୍ୟା ତାଲିକାରେ ଯୋଡି ହେବ ଆଉ ଏକ ଜିଲ୍ଲା  । ପଦ୍ମପୁର ଉପଖଣ୍ଡ ହେବ ଓଡିଶାର ୩୧ତମ ଜିଲ୍ଲା । ଅର୍ଥାତ ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ରୁ ବୃଦ୍ଧି ପାଇ ୩୧ରେ ପହଁଚିବ  । ଉପନିର୍ବାଚନରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ପ୍ରମୁଖ ପ୍ରସଙ୍ଗ…

ନାବାଳିକା ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ୨୦ ବର୍ଷ ଜେଲ ସହ ୩୦ ହଜାର ଜରିମାନା।

କନକ ବ୍ୟୁରୋ: ନାବାଳିକା ଦୁଷ୍କର୍ମ ମାମଲାର ଶୁୁଣାଣି କରି ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଫାଷ୍ଟଟ୍ରାକ୍ ପୋକ୍ସ କୋର୍ଟ । ଜଜ୍ ଗଣେଶ୍ୱର ପତି ଜଣେ ୫୩ବର୍ଷୀୟ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ ସହ ୩୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକା ୩ମାସ ଜେଲ…

ଗାଁକୁ ଫେରିଲେ ମାଲକାନଗିରି ଜୁମଡାଙ୍ଗ ଗ୍ରାମବାସୀ। ୪ବର୍ଷ ତଳେ ଆନ୍ଧ୍ରକୁ ଚାଲିଯାଇଥିଲେ ୧୬ ଗ୍ରାମବାସୀ।

କନକ ବ୍ୟୁରୋ: ଗାଁକୁ ଫେରିଲେ ଜୁମଡାଙ୍ଗ ଗ୍ରାମବାସୀ । ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗାଁଟି ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ରହିଛି । ପୂର୍ବରୁ ଏହି ଗାଁକୁ ଯିବାକୁ ହେଲେ ପାହାଡ ଚଢି ଘୋଡା ସାହାଯ୍ୟରେ ଯିବାକୁ ପଡୁଥିଲା । ଫଳରେ ଓଡ଼ିଶାର କୌଣସି ସରକାରୀ…

ଦିନ ଦ୍ୱିପ୍ରହରରେ ଗଞ୍ଜାମ ଖଲ୍ଲିକୋଟରେ ମହିଳାଙ୍କ ଠାରୁ ଲୁଟ୍। ସିସିଟିଭିର କଏଦ ହେଲା ଲୁଟ୍ ସମୟର ଚିତ୍ର।

କନକ ବ୍ୟୁରୋ: ବ୍ୟାଙ୍କ ଭିତରେ ଛକି ରହୁଛନ୍ତି ଲୁଟେରା । ବ୍ୟାଙ୍କ ଆସୁଥିବା ଗ୍ରାହକଙ୍କୁ କରୁଛନ୍ତି ଟାର୍ଗେଟ । ଆଉ ସମୟ ସୁବିଧା ଦେଖି କରୁଛନ୍ତି ଲୁଟ୍ । ଦିନଦ୍ୱିପହରରେ ମହିଳାଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟାଗରେ ଥିବା ୧୫ ହଜାର ଟଙ୍କା,…

ଉମରକୋଟ ବୈଦ୍ୟନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ନିଆଁରେ ଚାଲିଲେ ଶ୍ରଦ୍ଧାଳୁ। ୨ ହଜାରରୁ ଅଧିକ ଭକ୍ତ ସାମିଲ।

କନକ ନ୍ୟୁଜ: ନିଆଁରେ ଚାଲିଲେ ଆୟାପ୍ପା ଭକ୍ତ । ଜ୍ୱଳନ୍ତ ନିଆଁକୁ ପୂଜା କରି ‘ସ୍ୱାମୀୟେ ସରଣମ୍’ ଉଚ୍ଚାରଣ କରି ନିଆଁରେ ଚାଲିଛନ୍ତି ଆୟାପ୍ପା ଦୀକ୍ଷାଧାରୀ । ନବରଙ୍ଗପୁର ଉମରକୋଟରେ ସ୍ୱାମୀ ଆୟାପ୍ପା ସେବା ସଂଘ ତରଫରୁ ଗୁଲିପାଟଣା ସ୍ଥିତ ବାବା ବୈଦ୍ୟନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅଗ୍ନିପୂଜା…

ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଅଘଟଣ। ରାସ୍ତା ଉପରେ ଜଳିଗଲା କାର।

କନକ ବ୍ୟୁରୋ: ରାସ୍ତା ଉପରେ ଜଳିଗଲା ମାରୁତି ଭ୍ୟାନ୍ । ଅଳ୍ପକେ ବର୍ତିଲେ ପାଲା କଳାକାର । ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବାଘମାରୀ ବଜାରରେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ କିଛି ପାଲା କଳାକାର ବୋଲଗଡ଼ରୁ ଜଗତପୁର ଯାଉଥିବା ବେଳେ ବାଘମାରି ନିକଟରେ ଗାଡ଼ିଟି ଯାନ୍ତ୍ରିକ ତ୍ରୁଟି…