Daily Archives

August 20, 2022

ଆପ୍ ଫୋକସରେ ଓଡିଶା? ବର୍ଷ ଶେଷକୁ ଓଡିଶା ଆସିପାରନ୍ତି କେଜ୍ରିୱାଲ୍ । ଅନ୍ୟ ଦଳର ଅସନ୍ତୁଷ୍ଟଙ୍କ ଉପରେ ରହିଛି ନଜର

କନକ ବ୍ୟୁରୋ: ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ହେବା ପରେ ଅନ୍ୟ ରାଜ୍ୟରେ ପ୍ରଭାବ ବିସ୍ତାର ପାଇଁ ଜୋରଦାର ଉଦ୍ୟମ ଚଳାଇଛି ଆମ ଆଦମୀ ପାର୍ଟି । ଉତ୍ତରାଖଣ୍ଡ, ଗୁଜରାଟ ଓ ଗୋଆ ପରେ ଓଡିଶା ଉପରେ ନଜର ପକାଇଛି ଦଳ । ରାଜ୍ୟରେ ବିଜେଡି-ବିଜେପିର ବିକଳ୍ପ ଦେବାକୁ ପ୍ରସ୍ତୁତ କରୁଛି ରଣନୀତି ।…

ଠକ ସୁନ୍ଦରୀ ନିଶା କଶ୍ୟପଙ୍କ ନାଁରେ ସର୍କୁଲାର ଜାରି କଲା କ୍ରାଇମବ୍ରାଞ୍ଚ । ରୋଜଗାର ଦେବା ନାଁରେ ଓଡିଶାରୁ…

କନକ ବ୍ୟୁରୋ: ରୋଜଗାରର ସ୍ୱପ୍ନ ଦେଖାଇ ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗରେ ଠକ ସୁନ୍ଦରୀ ନିଶା କଶ୍ୟପଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ । ତାଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଛି । ଓଡ଼ିଶାର ଭଞ୍ଜନଗରରେ ଏକ ବ୍ରାଞ୍ଚ ଖୋଲି ନିଶା, ତାଙ୍କ ସ୍ୱାମୀ ଓ ଜଣେ ସହଯୋଗୀ ୧୬୬…

ପଞ୍ଜାବ କୃଷକଙ୍କ ଅଜବ ଯୋଗାଡ, ୨ ମହଲା ଘର ଘୁଞ୍ଚାଇଲେ ୫ଶହ ଫୁଟ୍

କନକ ବ୍ୟୁରୋ : ପଞ୍ଜାବ ସଂଗରୁରରେ ଦେଖିବାକୁ ମିଳିଛି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଏଠାରେ ଜଣେ କୃଷକ ନିଜର ୨ ମହଲା କୋଠାକୁ ସୁରକ୍ଷିତ ଭାବେ ୫୦୦ ଫୁଟ ଦୂରକୁ ଉଠାଇ ନେଇଛନ୍ତି । ସୂଚନା ମୁତାବକ କୃଷକଙ୍କ ଘର ଯେଉଁଠାରେ ଥିଲା ସେହି ବାଟଦେଇ ଏକ ଏକ୍ସପ୍ରେସ ୱେ ଯିବ । ଏନେଇ ସରକାର…

ଜାପାନ ସରକାରଙ୍କ ଅଜବ ନିୟମ: ଅଧିକରୁ ଅଧିକ ମଦ୍ୟପାନ କରିବା ପାଇଁ ଯୁବଗୋଷ୍ଠୀଙ୍କୁ କହିଲେ ସରକାର

କନକ ବ୍ୟୁରୋ: ଜାପାନରେ ଚାଲିଛି ଅଜବ କ୍ୟାମ୍ପେନ । ଜାପାନର ଯୁବକମାନଙ୍କୁ ମଦ ପିଇବା ପାଇଁ ଅପିଲ୍ କରାଯାଇଛି । ଦେଶର ରାଜସ୍ୱରେ ଆସିଥିବା ହ୍ରାସ କୁ ଦୃଷ୍ଟିରେ ରଖି ରାଜସ୍ୱର ଭରଣା ପାଇଁ ଏଭଳି ଏକ ଅପିଲ୍ ଦେଶରେ କରାଯାଇଛି । କୋଭିଡ ପରେ ଜାପାନରେ ରେଷ୍ଟୁରାଂଟ ବାରରେ ମଦବିକ୍ରି କମିଛି ।…

ମହାରାଷ୍ଟ୍ର, ବିହାର ପରେ ଝାଡଖଣ୍ଡରେ ରାଜନୈତିକ ହଲଚଲ: ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିଥିବା ବୈଠକକୁ ଆସିଲେନି…

କନକ ବ୍ୟୁରୋ: ମହାରାଷ୍ଟ୍ର ଓ ବିହାର ପରେ ଝାରଖଣ୍ଡରେ ରାଜନୀତିରେ ଆସିପାରେ ଝଡ଼ । ଖଣି ଲିଜ୍ ଆବଟଂନ ମାମଲାକୁ ନେଇ ପୂର୍ବରୁ ଅଡୁଆରେ ରହିଛନ୍ତି ସୋରେନ ସରକାର । କାରଣ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଆବଂଟନ କରିବା ନୀତି ବିରୋଧୀ କାମ । ଏହି ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ କମିଶନ ନିଜର ଫଇସଲା…

ପୁଣି ଚର୍ଚ୍ଚାକୁ ଆସିଲେ ସାରଥୀ । ଜନ୍ମାଷ୍ଟମୀରେ ବାରିମୂଳ ଆଶ୍ରମରେ ପୂଜାର୍ଚ୍ଚନା । ଆତ୍ମଘୋଷିତ ବାବା ସାରଥୀଙ୍କ…

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । କାରଣ ଦୀର୍ଘ ୭ ବର୍ଷ ପରେ ବାରିମୂଳ ଆଶ୍ରମରେ ସାରଥୀଙ୍କ ଅନୁଗାମୀମାନେ ପୂଜାର୍ଚ୍ଚନା କରିଛନ୍ତି । ଜନ୍ମାଷ୍ଟମୀ ଅବସରରେ ଆତ୍ମଘୋଷିତ ଭଗବାନ ସାରଥୀଙ୍କୁ ଫଟୋକୁ ପୂଜା କରିଛନ୍ତି ତାଙ୍କ ଅନୁଗାମୀ । ସେହି ପୂଜା ସମୟର ଭିଡିଓ…