Daily Archives

August 20, 2022

ଷ୍ଟାର ଘରକଳି ଥମିଆସିଥିବା ବେଳେ ଭିଡିଓ ଜାରି କଲେ ବାବୁସାନ । ରାଜ୍ୟବାସୀଙ୍କୁ ମାଗିଲେ କ୍ଷମା । କହିଲେ, ଆଉ କେବେ…

କନକ ବ୍ୟୁରୋ: ବିବାଦ ପରେ ନିଜ ଭାବମୂର୍ତ୍ତି ସୁଧାରିବାକୁ ଚେଷ୍ଟା କରିଛନ୍ତି ଓଲିଉଡ୍ ଷ୍ଟାର ବାବୁସାନ । ଏକ ଭିଡିଓ ଜାରି ବାବୁସାନ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ଆଗକୁ ଏମିତି କୌଣସି କାମ କରିବେ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ବାବୁସାନ ।…

ସିବିଆଇ ଚଢାଉ ପରେ ସିସୋଦିଆଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ଆପର ଲୋକପ୍ରିୟତାରେ ଭୟଭୀତ ମୋଦି ସରକାର

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ଓ ବଡ ଧରଣର ଦୁର୍ନୀତି ଅଭିଯୋଗ ଆସିବା ପରେ ସିବିଆଇ ସ୍କାନରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଶୁକ୍ରବାର ସିସୋଦିଆଙ୍କ ଘର, କାର୍ଯ୍ୟାଳୟ ଉପରେ ଚଢାଉ କରିଛି ସିବିଆଇ । ଏହା ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସିସୋଦିଆ…

ଉତ୍ତରାଖଣ୍ଡରେ ଦୁର୍ଦ୍ଦଶା ଆଣିଲା ଲଗାଣ ବର୍ଷା । ବାଦଲ ଫଟା ବର୍ଷାରେ ୫ ମୃତ, ଅନେକ ନିଖୋଜ

କନକ ବ୍ୟୁରୋ : ଉତରାଖଣ୍ଡରେ ହଠାତ କାଳ ସାଜିଛି ଲଗାଣବର୍ଷା । ଭୀଷଣ ଜଳପ୍ରବାହ ଭିତରେ ବୁଡିଛି ଘରଦ୍ୱାର, ଭାସିଯାଇଛି ଧନଜୀବନ । ରାଜ୍ୟରେ ତାଣ୍ଡବ ରଚୁଛି ପ୍ରକୃତି । ବିଶେଷ କରି ଡେରାଡୁନର ସ୍ଥିତି ସଂଗୀନ ହୋଇପଡିଛି । କେଉଁଠି ବାଦଲଫଟା ବର୍ଷା ତ ପୁଣି କେଉଁଠି ଭୁସ୍କଳନ । ରାଜ୍ୟ ପାଣି…

କମୁଛି ଜଳସ୍ତର, ହେଲେ କମୁନି ଲୋକଙ୍କ ଦୁର୍ଦ୍ଦଶା । ନଦୀ ବନ୍ଧରେ ଖୋଲା ଆକାଶ ତଳେ ବିତୁଛି ଜୀବନ ।

କନକ ବ୍ୟୁରୋ: ବନ୍ୟା ଜଳ କମିଛି, ହେଲେ ଲୋକଙ୍କ ଦୁଃଖ କମିନି । ଏବେ ବି ଜରିପାଲକୁ ଆଶ୍ରା କରି ନଦୀ ବନ୍ଧ ଉପରେ ଦିନ କାଟୁଛନ୍ତି ଶହ ଶହ ବନ୍ୟା ବିପନ୍ନ । ଏପରି ଦୁର୍ଦ୍ଦିନ ଭିତରେ ପ୍ରଶାସନ ଯେଉଁମାତ୍ରାରେ ପଦକ୍ଷେପ ନେବା କଥା, ତାହା କରାଯାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି । ନଦୀବନ୍ଧରେ…

ଘର ମିଳିନଥିବାରୁ ଫେଲ ମାରିଲା ଜିରୋ କାଜୁଆଲଟି ମିଶନ । ବର୍ଷାରେ କାନ୍ଥପଡି ୫ ଜଣଙ୍କ ମୃତ୍ୟୁ । ବିଜେଡି- ବିଜେପି ଦୋଷ…

କନକ ବ୍ୟୁରୋ: ଆବାସ ଯୋଜନାରେ ଗରିବଙ୍କୁ ଘର ମିଳିନଥିବାରୁ, ବନ୍ୟାରେ ସେମାନେ କେମିତି ହିନସ୍ତା ହେଉଛନ୍ତି ଆମେ ତିନି ଦିନ ହେଲା ଆପଣଙ୍କୁ ଦେଖାଇ ଆସୁଛୁ, ଆଉ ଆଜି ଆସିଛି ଚିନ୍ତାଜନକ ଖବର । ଘର ମିଳିନଥିବାରୁ ଓ ମାଟି ଘର କାନ୍ଥ ପଡିଯିବାରୁ ବିଭିନ୍ନ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।…

ବାଲେଶ୍ୱର, ମୟୂରଭଞ୍ଜରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳକା ଓ ବୁଢ଼ାବଳଙ୍ଗ । ଉପରମୁଣ୍ଡରୁ ପାଣି ଆସୁଥିବାରୁ ସ୍ଥିତି…

କନକ ବ୍ୟୁରୋ: ମହାନଦୀ ଅବବାହିକାରେ ବନ୍ୟା ଜଳ କମୁଥିବା ବେଳେ ଉତ୍ତର ଓଡ଼ିଶାରେ ନଦୀଗୁଡ଼ିକ ଫୁଲୁଛି । ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ୁଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଛି । ତେବେ ବନ୍ୟାର ଭୟ ନାହିଁ ବୋଲି ସ୍ପଷ୍ଟ…