Daily Archives

August 15, 2022

ମହାନଦୀରେ ଆସିପାରେ ବଡ଼ ବନ୍ୟା: ତେଲ୍ ନଦୀର ଜଳ ମିଶୁଥିବାରୁ ଆହୁରି ବଢ଼ିବ ଜଳପ୍ରବାହ

କନକ ବ୍ୟୁରୋ: ମହାନଦୀରେ ଆସୁଛି ବନ୍ୟା । ପ୍ରଥମେ ଛୋଟ ବନ୍ୟାର ଆକଳନ କରାଯାଇଥିଲା, ପରେ ମଧ୍ୟମ ଧରଣର ବନ୍ୟା ଆକଳନ କରିଥିଲେ ସରକାର । ଏବେ ଅଧିକ ବନ୍ୟା ଜଳ ହୀରାକୁଦକୁ ପ୍ରବେଶ କରୁଛି, ଅବଶ୍ୟ ପୂର୍ବରୁ ୩୪ଟି ଗେଟ୍ରେ ପାଣି ଛଡ଼ାଯାଉଥିଲା, ବନ୍ୟା ପରିଚାଳନା କରିବା ପାଇଁ ୮ଟି ଗେଟ୍କୁ ବନ୍ଦ…

ବିଭିନ୍ନ ପ୍ରସଙ୍ଗରେ ବିଚାରପତିଙ୍କୁ କରାଯାଉଥିବା ସମାଲୋଚନା ଉପରେ ଭାବି ମୁଖ୍ୟ ବିଚାରପତିଙ୍କ ବୟାନ, ଜାଣନ୍ତୁ କ’ଣ…

କନକ ବ୍ୟୁରୋ : ଚଳିତମାସ ୨୭ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଜଷ୍ଟିସ ଉମେଶ ଉଦୟ ଲଲିତ । ଏହା ପୂର୍ବରୁ ସେ ଆଜି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନ୍ୟାୟପାଳିକା ଉପରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ପରାମର୍ଶମାନ ଦେଇଛନ୍ତି । ସାକ୍ଷାତକାର ବେଳେ…

ବିବାହରେ ବାଧକ ସାଜିଲା ବନ୍ୟା, ବୋଟରେ କନ୍ୟାକୁ ମୁଖ୍ୟ ରାସ୍ତାକୁ ଆଣିଲେ ଉଦ୍ଧାରକାରୀ ଟିମ୍। 

କନକ ବ୍ୟୁରୋ: ବିବାହରେ ବାଧକ ସାଜିଲା ବନ୍ୟା ।  ବାଙ୍କୀ କଇଁମୁଣ୍ଡି ଗାଁରେ ପସିଗଲା ବନ୍ୟା ପାଣି । ଓଡ୍ରାଫ୍ ବୋଟ୍ରେ କନ୍ୟାକୁ ମୁଖ୍ୟ ରାସ୍ତାକୁ ଆଣିଲେ ଉଦ୍ଧାରକାରୀ ଟିମ୍ । ପୂର୍ବ ନିର୍ଦ୍ଧାରିତ ତିଥି ଅନୁସାରେ କଇଁମୁଣ୍ଡି ଗାଁର ଜଣେ ଝିଅର ଆଜି ବାହାଘର ଥିଲା । ବନ୍ୟା ପାଣିରେ ଗାଁ…

ମହାନଦୀ ବନ୍ୟା ଜଳରେ ବୁଡିଲା ସାତକୋଶିଆର ଅନେକ ଗାଁ, ଲୋକଙ୍କ ଚିନ୍ତା ବଢାଇଲା କୁମ୍ଭୀର

କନକ ବ୍ୟୁରୋ: ବନ୍ୟାଜଳରେ ଅନୁଗୁଳର ଗାଁ । ମହାନଦୀର ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ାରେ ବନ୍ୟାସ୍ଥିତି ସଙ୍ଗୀନ । ଗୋଟିଏ ପଟେ ବନ୍ୟାର ଆତଙ୍କ ଆଉ ଅନ୍ୟପଟେ ସାତକୋଶିଆ କୁମ୍ଭୀର ଭୟ । ସାତକୋଶିଆ ଗଣ୍ଡରେ ଗଭୀର ଜଳରାଶି ଧୀରେ ଧୀରେ ଗାଁକୁ ବୁଡ଼ାଉଥିବା ବେଳେ ଗଣ୍ଡର କୁମ୍ଭୀର ଆତଙ୍କ ଲୋକମାନଙ୍କୁ…

ବୌଦ୍ଧରେ ବେହାଲ କଲାଣି ମହାନଦୀର ବନ୍ୟାଜଳ, ହରଭଙ୍ଗାରେ ବନ୍ୟା ପାଣି ଘରରେ ଥିବା ଲୋକଙ୍କୁ ଉଦ୍ଧାର କଲେ ଅଗ୍ନିଶମ…

କନକ ବ୍ୟୁରୋ: ବନ୍ୟା ସମୟରେ ପାଣି ଘେରରୁ ଲୋକଙ୍କୁ ଉଦ୍ଧାର କରାଯାଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗାରେ ପାଣି ଘେରରେ ଫସିିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ବନ୍ୟା ପାଣି ଘରର ଗୋଟିଏ ମହଲା ପର୍ଯ୍ୟନ୍ତ ବୁଡ଼ି ରହିଛିା ଫଳରେ ଲୋକମାନେ ଛାତ ଉପରେ ଆଶ୍ରୟ ନେଇଥିଲେ ।…

ବିଜେଡ଼ି କର୍ମୀ ଓ ବିଧାୟକ ଧସ୍ତାଧସ୍ତି, ସ୍ୱାଧୀନତା ଦିବସ ପାଳନ ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଦୀପ…

କନକ ବ୍ୟୁରୋ: ସ୍ୱାଧୀନତା ଦିବସ ପାଳନ ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ । ପତାକା ଉତୋଳନ କରିବାକୁ ଯାଉଥିବା ବେଳେ କମଳାପୁର ଗାଁରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ । ବିଧାୟକଙ୍କ…