Daily Archives

August 15, 2022

ଭଟ୍ଟାରିକା ମନ୍ଦିରରେ ପସିଲା ବନ୍ୟା ଜଳ, ପ୍ରଶାସନ ଜାରି କଲା ୧୪୪ ଧାରା।

କନକ ବ୍ୟୁରୋ: ବଡ଼ମ୍ବା ଭଟ୍ଟାରିକା ମନ୍ଦିର ଏବେ ପାଣି ଘେରରେ । ମନ୍ଦିର ମଧ୍ୟରେ ପାଣି ଭର୍ତ୍ତି ହୋଇରହିଛି । ବନ୍ୟା ଜଳ ପ୍ରବାହ ରହିଥିବାରୁ ଭଟ୍ଟାରିକା ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରିହୋଇଛି। ତେବେ ବନ୍ୟା ପରିସ୍ଥିତି ରହିଥିଲେ ମଧ୍ୟ ଲୋକେ ସଚେତନ ହେଉନଥିବା ଅଭିଯୋଗ ହେଉଛି।…

ସନ୍ଦେହଜନକ ମେସେଜ ପାଇଁ ଯାତ୍ରୀ ହନ୍ତଶନ୍ତ । ୬ ଘଣ୍ଟା ବିଳମ୍ବ ହେଲା ଇଣ୍ଡିଗୋ ବିମାନ ଉଡାଣ

କନକ ବ୍ୟୁରୋ : ଏକ ଭୂଲ ମେସେଜ ପାଇଁ ଅନେକ ବିମାନ ଯାତ୍ରୀଙ୍କୁ ହନ୍ତସନ୍ତ ହେବାକୁ ପଡିଛି । ଏମିତି କି , ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ଏହି ମେସେଜର ସତ୍ୟତା ସନ୍ଧାନ କରୁ କରୁ ବିମାନର ଉଡାଣ ପୁରା ୬ ଘଣ୍ଟା ବିଳମ୍ବ ହୋଇଛି । ସୂଚନା ମୁତାବକ ରବିବାର ସନ୍ଧ୍ୟାରେ ମାଙ୍ଗାଲୁର-ମୁମ୍ବାଇ…

ବୋଫର୍ସ ଠାରୁ ଭଲ ଆମ ଦେଶୀ ତୋପ, ଲାଲ କିଲ୍ଲାରେ ପ୍ରଥମ ଥର ଜଣାଇଲା ସଲାମୀ

କନକ ବ୍ୟୁରୋ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀର ଅମୃତ ମହୋତ୍ସବ ପାଳୁଛି ଭାରତ । ଚଳିତ ବର୍ଷ ଲାଲ କିଲ୍ଲାରେ ସ୍ୱାଧୀନତା ଦିବସ ଅବସରେ ରାଷ୍ଟ୍ରୀୟ ସଲାମୀ ଜଣାଇଛି ଭାରତ ତିଆରି ବା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତୋପ । ଏହି ସ୍ୱତନ୍ତ୍ର ଉତ୍ସବ ପାଇଁ ପ୍ରତ୍ୟେକ ଦିନ ଏହି…

ନେତାଜୀ ସୁବାଷ ବୋଷଙ୍କ ଶେଷ ଅବଶେଷକୁ ଭାରତ ଆଣିବାକୁ ଦାବି କଲେ ତାଙ୍କ ଝିଅ । କହିଲେ, ନେତାଜୀଙ୍କର ଶେଷ ଅବଶେଷର ହେଉ…

କନକ ବ୍ୟୁରୋ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଅବଶେଷକୁ ଭାରତ ଆଣିବାର ସମୟ ଆସିଯାଇଛି । ସ୍ୱାଧୀନତା ଦିବସରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ଦାସଙ୍କ ଏ କଥା ଆଜି ଚର୍ଚ୍ଚା ସୃଷ୍ଟି କରିଛି । ସେ କହିଛନ୍ତି, ଡିଏନଏ ଯାଞ୍ଚ କରି, ନେତାଜୀଙ୍କର ମୃତ୍ୟୁ ୧୯୪୫ ମସିହା ଅଗଷ୍ଟ ମାସ ୧୮…

ମୁଣ୍ଡଳିରେ ପହଞ୍ଚୁଛି ବନ୍ୟା ଜଳ, ୧୦ ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ 

କନକ ବ୍ୟୁରୋ: ମୁଣ୍ଡଳିରେ ଜଳ ପ୍ରବାହ ୧୦ ଲକ୍ଷ କ୍ୟୁସେକ ଟପିଛି । ଦିନ ୪ଟା ସୁଦ୍ଧା ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦର ୨୬ଟି ଗେଟ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ଜଳର ପ୍ରବାହ ବଢିଚାଲିଛି । କିଛି ସମୟ ପୂର୍ବରୁ ହୀରକୁଦର ୮ଟି ଗେଟ ବନ୍ଦ…

ପୃଥିବୀ ପୃଷ୍ଠରୁ ୧ ଲକ୍ଷ ଫୁଟ୍ ଅଧିକ ଉଚ୍ଚରେ ଉଡିଲା ତ୍ରିରଙ୍ଗା । ସ୍ପେସ୍ ଷ୍ଟେସନରୁ ମଧ୍ୟ ଦିଶିଲା ଭାରତର ରାଷ୍ଟ୍ରୀୟ…

କନକ ବ୍ୟୁରୋ: ସ୍ୱାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ଫର୍ ଫର୍ ହେଇ ଉଡୁଛି ତ୍ରିରଙ୍ଗା । ମାଟିଠୁ ଆକାଶ, ପାଣିଠୁ ସମୁଦ୍ର ସବୁଠି ତ୍ରିରଙ୍ଗାକୁ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ପୃଥିବୀ ପୃଷ୍ଠରୁ ପ୍ରାୟ ଏକ ଲକ୍ଷ ଫୁଟ୍ ଅଧିକ ଉଚ୍ଚରେ ଉଡିଛି ତ୍ରିରଙ୍ଗା…