Daily Archives

July 26, 2022

ପାର୍ଥ ଚାଟାର୍ଜୀ ଓ ଅଭିନେତ୍ରୀ ଅର୍ପିତାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲୁଛି। ଓଡ଼ିଶା, ତାମିଲନାଡ଼ୁର କଳାକାର…

କନକ ବ୍ୟୁରୋ:  ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଘୋଟାଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲୁଛି ମିଳିଥିବା ଡାଏରୀ । ଏପରକି ଅର୍ପିତାଙ୍କ ଏହି କଳା ସାମ୍ରାଜ୍ୟର ଚେର ଓଡିଶା ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ…

ଦେଶରେ ଆରମ୍ଭ ହେଲା 5G ସ୍ପେକ୍ଟ୍ରମ ନିଲାମ୍ । ଚର୍ଚ୍ଚାରେ ଅମ୍ବାନୀ ବନାମ ଅଦାନୀ ଲଢେଇ ।

କନକ ବ୍ୟୁରୋ: ଆରମ୍ଭ ହୋଇଛି ୫ଜି ସ୍ପେକ୍ଟ୍ରମର ନିଲାମି । ଆଉ ଏହି ନିଲାମି ପ୍ରକ୍ରିୟାରେ ମୁହାଁମୁହିଁ ହୋଇଛନ୍ତି ଦେଶର ଦୁଇ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଗୌତମ ଅଦନୀ । ଅମ୍ବାନୀ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ଟେଲିକମ ଶିଳ୍ପରେ ନିଜର ପତିଆରା ରଖିଛି । ସେପଟେ ପ୍ରଥମ ଥର ପାଇଁ ୫ଜି…

ବିବାଦ ପରେ ଚେନ୍ନାଇରେ ହଟହଟା ବାବୁସାନ୍, ହିରୋଙ୍କୁ ଦୂରେଇ ଦେଲା ‘ଦମନ’ ଫିଲ୍ମର ଟିମ୍ ।

କନକ ବ୍ୟୁରୋ: ରାସ୍ତାରେ ପତ୍ନୀଙ୍କ ସହ ବିବାଦ ପରେ ଚେନ୍ନାଇ ଯାଇଥିଲେ ଓଲିଉଡ ହିରୋ ବାବୁସାନ ମହାନ୍ତି । ଅପକମିଂ ଫିଲ୍ମ ଦମନକୁ ପ୍ରୋମାସନ କରିବାକୁ ଯାଇଥିଲେ ବାବୁସାନ । ହେଲେ ବିବାଦ ପରେ ବାବୁସାନଙ୍କ ଠୁ ଦୂରେଇ ଯାଇଛି ଦମନ ଟିମ୍ । ବାବୁସାନ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ବୋଲି ଆୟୋଜକ…

ବାବୁସାନ ଓ ତୃପ୍ତିଙ୍କର କେମିତି ହୋଇଥିଲା ବାହାଘର। ପଢନ୍ତୁ ଉଭୟଙ୍କ ପ୍ରେମ କେଉଁଠାରୁ ହୋଇଥିଲା ଆରମ୍ଭ…

କନକ ବ୍ୟୁରୋ: ୦୪ ଏପ୍ରିଲ ୨୦୧୪ । ବାବୁସାନଙ୍କୁ ଯେତେବେଳେ ମାତ୍ର ୨୩ ବର୍ଷ ସେତେବେଳେ ସେ ତୃପ୍ତିଙ୍କୁ କୋର୍ଟରେ ବିବାହ କରିଥିଲେ । ବିବାହରେ ଅଳ୍ପ କିଛି ସମ୍ପର୍କୀୟ ଓ ଅତିଥି ଉପସ୍ଥିତ ଥିଲେ । କୋର୍ଟ ମ୍ୟାରେଜର ପ୍ରାୟ ଛଅ ମାସ ପରେ ଭୁବନେଶ୍ୱରରେ ଗ୍ରାଣ୍ଡରିସେପସନ ପାର୍ଟିର ଆୟୋଜନ…

ଚେନ୍ନାଇ ହୋଟେଲରେ ଏକାଠି ନଜର ଆସିଲେ ପ୍ରକୃତିଙ୍କ ପରିବାର ଓ ବାବୁସାନ୍। ଓଡିଶା ଫେରିବା ପରେ ପ୍ରକୃତିଙ୍କ ବୟାନ…

କନକ ବ୍ୟୁରୋ: ବାବୁସାନ କୁଆଡେ ଗଲେ ତାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ । ଏହାକୁ ନେଇ ବର୍ତ୍ତମାନ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ସେହି ଦୃଶ୍ୟକୁ ଆମେ ସାଙ୍କେତିକ ଚିତ୍ର ମାଧ୍ୟମରେ ଦେଖାଉଛୁ । ଦେଖାଯାଉଛି, ଏକ ହୋଟେଲ ରୁମରୁ…

୭୦ ପ୍ରକାରର ଦେଶୀ ଧାନ ବିହନ ସଂଗ୍ରହ କରିଛନ୍ତି ୭୦ ବର୍ଷିୟ ବୃଦ୍ଧା ଚାଷୀ: ଜୈବିକ ଖତ ଦେଇ ଚାଷ କରୁଛନ୍ତି କୋରାପୁଟର…

କନକ ବ୍ୟୁରୋ: ୭୦ ପ୍ରକାର ଦେଶୀ ବିହନ ସଂଗ୍ରହ କରିଛନ୍ତି ୭୦ ବର୍ଷିୟ ବୃଦ୍ଧା । ସବୁ ବିହନକୁ ଗୋଟିଏ ସ୍ଥାନରେ ସାଇତି ରଖିଛନ୍ତି କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ନୂଆଗୁଡା ଗାଁର ତୁଳସା ଘେଉରିଆ । ପରିଣତ ବୟସରେ ଜୈବିକ ଖତ ବ୍ୟବହାର କରି ଚାଷ କରୁଛନ୍ତି ଏହି ବୃଦ୍ଧା । ଆଉ ଆଗାମୀ ପୀଢି…