Daily Archives

July 26, 2022

ଆସନ୍ତାକାଲି ଯୁକ୍ତ ଦୁଇ ରେଜଲ୍ଟ। ଅପରାହ୍ଣ ୪ଟାରେ ଘୋଷଣା ହେବ ଫଳ।

କନକ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଦେଇଛନ୍ତି । ଅପରାହ୍ଣ ୪ଟାରେ ରେଜଲ୍ଟ ପ୍ରକାଶ ହେବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟର ଫଳ ବାହାରିବ । ଏକ ସପ୍ତାହ ପରେ କଳାର ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡ କାର୍ଯ୍ୟାଳୟରେ…

ରାସ୍ତା ମରାମତି ଦାବିରେ ଗ୍ରାମବାସୀ ଧାରଣା: ବାରମ୍ବାର ବନ ବିଭାଗ ଗାଡି ଯିବାରୁ ରାସ୍ତା ନଷ୍ଟ ହେଉଥିବା ଅଭିଯୋଗ

କନକ ବ୍ୟୁରୋ: କାଦୁଅ ପଚପଚ ରାସ୍ତାକୁ ନେଇ ତାତିଲେ ଲୋକେ । ମରାମତି ଦାବିରେ ରାସ୍ତାରୋକ କରିଛନ୍ତି ଗାଁ ଲୋକେ । ଢେଙ୍କନାଳ କଙ୍କଡ଼ାହାଡ଼ ବ୍ଲକ ବାଘମୁଣ୍ଡା ଠାରୁ ଶୁଣ୍ଢିକାଟେଣି ଯାଏଁ ୪ କିଲୋମିଟର ରାସ୍ତା ଅତ୍ୟନ୍ତ ଖରାପ ହୋଇପଡ଼ିଛି । ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ନକହିବା ଭଲ । ଗାଁ…

ବଦଳିବ ଗଜପତିର ଅନାଥ ଶିଶୁର ଠିକଣା: ଜିଲ୍ଲା ପୋଷ୍ୟ ସନ୍ତାନ କେନ୍ଦ୍ରରୁ ସ୍ପେନ ଯିବ ୧୦ ବର୍ଷର ଝିଅ 

କନକ ବ୍ୟୁରୋ: ବଦଳି ଗଲା ବିଜୟଲକ୍ଷ୍ମୀଙ୍କ ଠିକଣା । ଅନାଥ ଝିଅକୁ ମିଳିଲା ନୂଆ ମାଆର କୋଳ । ଗଜପତିରୁ ସ୍ପେନ ଯିବ ଅନାଥ ଝିଅ ବିଜୟଲକ୍ଷ୍ମୀ । ୨ ବର୍ଷ ତଳେ ଅସହାୟ ଅବସ୍ଥାରେ ଉଦ୍ଧାର ହୋଇଥିବା ଝିଅକୁ ନୂଆ ପରିଚୟ ମିଳିଥିବାରୁ ସମସ୍ତେ ବେଶ ଖୁସି ଅଛନ୍ତି । ବିଜୟଲକ୍ଷ୍ମୀଙ୍କୁ ପୋଷ୍ୟ କନ୍ୟା…

ଭିନ୍ନ ଜାତିରେ ବିବାହ କରିବାରୁ ବାସନ୍ଦ କରିଦେଇଛି କୁଳ ସମାଜ: ୧୨ ବର୍ଷ ହେଲା ଗଛମୂଳେ ଜୀବନ ବିତାଉଛନ୍ତି ଗୋଟିଏ…

କନକ ବ୍ୟୁରୋ: ସାମାଜିକ ବାସନ୍ଦ ଗୋଟିଏ ପରିବାରକୁ କେତେ କଷ୍ଟ ଦିଏ ତାହା ଯିଏ ଅଙ୍ଗେ ନିଭାଇଛି ସିଏ ଜାଣିଛି । କିଭଳି ଅତି ଦୟନୀୟ ଅବସ୍ଥାରେ ଜୀବନ ଜାପନ କରିବାକୁ ହୁଏ ତାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଡିଜିଟାଲ ଯୁଗ କଥା କହୁଥିବା ସମାଜରେ ସାମାଜିକ ବାସନ୍ଦ ଭଳି କଳୁଶିତ…

ସେହି ମନୋଭାବ, ସେହି ଶୈଳୀ! ରାହୁଲଙ୍କୁ ଦେଖି କାହିଁକି ଭାଇରାଲ ହେଲା ୪୫ ବର୍ଷ ପୂରୁଣା ଇନ୍ଦିରାଙ୍କ ଫଟୋ?

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ପଚରାଉଚରା ଜାରିରଖିଛି । ଏହାକୁ ନେଇ ଆଜି ରାହୁଲ ଗାନ୍ଧୀ ରାସ୍ତାରେ ଧାରଣାରେ ବସିଯାଇଥିଲେ । ତେବେ କଂଗ୍ରେସ ଏହାକୁ ନେଇ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି ଯାହାକୁ ଦେଖି ଲୋକେ ଇନ୍ଦିର ଗାନ୍ଧୀଙ୍କୁ ମନେପକାଇଛନ୍ତି ।…

୬୦ ନମ୍ବର ଜାତୀୟ ରାଜପଥରେ ଲିଫ୍ଟ ମାଗି ଲୁଟ୍: ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଲୁଟି ନେଲେ…

କନକ ବ୍ୟୁରୋ: ଲିପ୍ଟ ମାଗି ଲୁଟ୍ । ଲିପ୍ଟ ମାଗିବା ବାହାନାରେ ରାସ୍ତାରେ ଯାଉଥିବା ବ୍ୟବସାୟୀଙ୍କୁ ଅଟକାଲେ ଦୁର୍ବୃତ । ଆଉ ଲିଫ୍ଟ ଦେବାକୁ ଯାଇ ଲୁଟର ଶିକାର ହେଲେ ଜଣେ ବ୍ୟବସାୟୀ । ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ଡରପାସ ନିକଟରେ ଏଭଳି ଘଟଣା ଘଟିଛି ।…