Daily Archives

July 9, 2022

ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିଛନ୍ତି ମହାବାହୁ। କ୍ୟାମେରାରେ କଏଦ ହେଲା ବିରଳ ମୁହୂର୍ତ୍ତ। 

କନକ ବ୍ୟୁରୋ: ସରିଲା ଶ୍ରୀଜିଉଙ୍କ ନଅଦିନର ଗୁଣ୍ଡିଚାଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିଛନ୍ତି ଶ୍ରୀଜିଉ । ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ଧାଡିପହଣ୍ଡି  । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି…

ଶ୍ରୀଲଙ୍କାର ବାଚସ୍ପତି ହୋଇପାରନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଂକଟର ଚାପ ଆଜି ଉଗ୍ରରୂପ ନେଇଛି । ଦେଶର ନାଗରିକମାନେ ଆଜି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବାସଭବନ ଓ ରାଷ୍ଟ୍ରପତି ଭବନ ଉପରେ କବଜା କରିଛନ୍ତି । ଏସବୁକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି…

ଶ୍ରୀଲଙ୍କା ସଙ୍କଟ: ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେଙ୍କ ଇସ୍ତଫା।

କନକ ବ୍ୟୁରୋ: ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଙ୍ଘେଙ୍କ ଇସ୍ତଫା ଦେଇଛନ୍ତି । ନିଜେ ସେ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ଶନିବାର ପ୍ରଥମେ ବିଦ୍ରୋହ ଶାଣିତ ହୋଇଥିଲା ରାଷ୍ଟ୍ରପତି ଗୋଟ୍ଟାବାୟା ରାଜପାକ୍ଷେ…

କୋଏଲ ନଦୀରେ ବୁଡିଗଲେ ୪ ଭାଇ। ୨ ଭାଇ ମୃତ, ୨ ନିଖୋଜ। ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମବାହିନୀ ନିୟୋଜିତ।

କନକ ବ୍ୟୁରୋ: ରାଉରକେଲା କୋଏଲ ନଦୀରେ ଅଘଟଣ ଘଟିଛି । ନଦୀରେ ବୁଡି ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ନିଖୋଜ ରହିଛନ୍ତି । ଏ ସମସ୍ତେ ଗୋଟିଏ ପରିବାର ହୋଇଥିବା ଜଣାପଡିଛି । ୨ ଭାଇଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଥିବା ବେଳେ ଆଉ ୨ଭାଇ ବର୍ତ୍ତମାନ ନିଖୋଜ ରହିଛନ୍ତି । ଝିରିପାଣି ପମ୍ପ ହାଉସ…

ସଂକଟ ଭିତରେ ଶ୍ରୀଲଙ୍କା । ଜୁଲାଇ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ୪ ଟି ବିଶ୍ୱବିଦ୍ୟାଳୟ ବନ୍ଦ

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଂକଟକୁ ନେଇ ଏବେ ଦେଶରେ ପ୍ରଦର୍ଶନ ଜାରି ରହିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ପଳାଇ ଯିବା ଖବର ପାଇବା ପରେ ଲୋକମାନେ ତାଙ୍କ ବାସଭବନ ଓ ରାଷ୍ଟ୍ରପତି ଭବନ କବଜା କରିଛନ୍ତି । ଲୋକମାନଙ୍କର ହିଂସକ ପ୍ରଦର୍ଶନ ଭିତରେ ସରକାର…

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଅର୍ନ୍ତଜାତୀୟ ଖେଳାଳୀ, ହାତରେ ଧରିଥିଲେ ଏଭଳି ଲେଖାଥିବା…

କନକ ବ୍ୟୁରୋ : ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ସବୁଠାରୁ ଖରାପ ହୋଇଛି । ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ଦରବୃଦ୍ଧି ଓ ସରକାରଙ୍କ ମନମାନି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶ୍ରୀଲଙ୍କା ନାଗରିକ । ସେମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନ ଆଗରେ ପ୍ରଦର୍ଶନ କରିବା ସହ…