କୋଏଲ ନଦୀରେ ବୁଡିଗଲେ ୪ ଭାଇ। ୨ ଭାଇ ମୃତ, ୨ ନିଖୋଜ। ଉଦ୍ଧାରକାର୍ଯ୍ୟରେ ଅଗ୍ନିଶମବାହିନୀ ନିୟୋଜିତ।

183

କନକ ବ୍ୟୁରୋ: ରାଉରକେଲା କୋଏଲ ନଦୀରେ ଅଘଟଣ ଘଟିଛି । ନଦୀରେ ବୁଡି ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ନିଖୋଜ ରହିଛନ୍ତି । ଏ ସମସ୍ତେ ଗୋଟିଏ ପରିବାର ହୋଇଥିବା ଜଣାପଡିଛି । ୨ ଭାଇଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଥିବା ବେଳେ ଆଉ ୨ଭାଇ ବର୍ତ୍ତମାନ ନିଖୋଜ ରହିଛନ୍ତି । ଝିରିପାଣି ପମ୍ପ ହାଉସ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିଖୋଜଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ଉଦ୍ୟମ ଜାରିରଖିଛନ୍ତି ।