Daily Archives

May 16, 2022

ଆସାମରେ ଲଗାଣ ବର୍ଷା ପରେ ଆସିଲା ବନ୍ୟା । ୨୦୦ରୁ ଅଧିକ ଗାଁ ଜଳମଗ୍ନ । ଭୁସ୍ଖଳନ ଯୋଗୁଁ ଗଲାଣି ୩ ଜୀବନ

କନକ ବ୍ୟୁରୋ : ବନ୍ୟାରେ ଭାସୁଛି ଆସାମ । ଦୁଇ ଦିନର ଲଗାଣବର୍ଷାରେ ରାଜ୍ୟରେ ବନ୍ୟା ବିପତି ଆଣିଛି । ରାସ୍ତାଘାଟ ଘର ଦ୍ୱାରା ସବୁ କିଛି ବୁଡି ରହିଛି ବନ୍ୟା ପାଣିରେ । କେଉଁଠି ନଦୀରେ ବନ୍ୟା ପାଣି ଉଚ୍ଛୁଳୁଛି ତ ପୁଣି କେଉଁଠି ରାସ୍ତା ପାଲଟିଛି ନଦୀ । ଯୁଆଡେ ଦେଖିବ ସିଆଡେ କେବଳ ପାଣି ହିଁ…

ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ପଦକୁ ନେଇ ପୁଣି ତେଜିଲା ବିବାଦ । ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ…

କନକ ବ୍ୟୁରୋ: ନିଜକୁ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରୁଥିବା ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ନେଇ ଆଜି ହାଇଡ୍ରାମା ଦେଖିବାକୁ ମିଳିଛି । ଓଡିଶା ଆସିଥିବା ଅଧ୍ୟକ୍ଷାନନ୍ଦଙ୍କୁ ପୁରୀ ଓ ଭୁବନେଶ୍ୱରରେ ବିରୋଧ କରାଯାଇଛି । ସକାଳେ ପୁରୀ ରେଳଷ୍ଟେସନରେ ବିରୋଧ ଓ ପରେ…

ଫିନଲାଣ୍ଡ ପରେ ସ୍ୱିଡେନ । ନାଟୋରେ ସାମିଲ ହେବ ସ୍ୱିଡେନ ।

କନକ ବ୍ୟୁରୋ : ଫିନଲାଣ୍ଡ ପରେ ସ୍ୱିଡେନ । ନୋଟୋରେ ସାମିଲ ହେବା ନେଇ ସ୍ୱିଡେନ ଘୋଷଣା କରିଛି । ଏନେଇ ଋଷିଆ ମଧ୍ୟ ପ୍ରତିକ୍ରିୟା ରଖି କହିଛି ଏହା ମସ୍ତବଡ ଭୁଲ । ଏହାକୁ ନେଇ ଋଷ କୌଣସି ଉପାୟ ଶୀଘ୍ର ଚିନ୍ତା କରିବ । ଋଷର ଉପ ବିଦେଶମନ୍ତ୍ରୀ ସର୍ଗେଇ ରାୟାବକୋବ ସାମ୍ବାଦିକଙ୍କୁ କହିଛନ୍ତି ଏହା…

ପ୍ରିୟଙ୍କା ଗାନ୍ଧୀ ଦେବେ କି ଓଡ଼ିଶା କଂଗ୍ରେସକୁ ସଞ୍ଜିବନୀ? ଚିନ୍ତନ ଶିବିରରେ ଯୋଗ ଦେଇ ଓଡ଼ିଶା ଫେରିଲେ ନିରଞ୍ଜନ ।…

କନକ ବ୍ୟୁରୋ: ପ୍ରିୟଙ୍କା ହେବେ କି ଓଡିଶା କଂଗ୍ରେସ ପାଇଁ ନୂଆ ସଞ୍ଜିବନୀ? ଉଦୟପୁରରେ କଂଗ୍ରେସର ମନ୍ଥନ ଶିବିରରେ ଏଭଳି କିଛି ସଙ୍କେତ ମିଳିଛି । ପ୍ରିୟଙ୍କା ରାଜ୍ୟ କଂଗ୍ରେସକୁ ସୁଦୃଢ କରିବା ପାଇଁ ଖୁବଶୀଘ୍ର ଓଡିଶା ଆସିପାରନ୍ତି । ଉଦୟପୁର ଚିନ୍ତନ ଶିବିରରୁ ଭୁବନେଶ୍ୱର ଫେରିବା ପରେ ଏହି…

ଆଣ୍ଡାମାନ ସାଗରରେ ପହଞ୍ଚିଲା ମୌସୁମୀ । ୨୭ ମେ’ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା । ପଢନ୍ତୁ, କେବେ ଓଡିଶାରେ ପହଞ୍ଚିବ…

କନକ ବ୍ୟୁରୋ: ଆଣ୍ଡାମାନ ସାଗର ଓ ଏହା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଇଏମଡିର ଆକଳନ ଅନୁସାରେ ସାଧାରଣତଃ ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ୧୧ଦିନ ପରେ ମେ’ ୨୭ ତାରିଖ ବେଳକୁ କେରଳରେ ମୌସୁମୀ ବାୟୁ ସକ୍ରିୟ ହେବ । ଏଥର…

ହାତ ବାଜିଗଲା ବୋଲି । ଦଳିତ ଝିଅଙ୍କୁ ଦୋକାନୀର ମାଡ ।

କନକ ବ୍ୟୁରୋ : ଭୁଲରେ ହାତ ବାଜିବାକୁ ଦଳିତ ଝିଅକୁ ମାଡ ମାରିଲେ ଦୋକାନୀ । ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ । ଧୋଲପୁରର ବାଡି ଉପଖଣ୍ଡର ନକସୌଦା ଗାଁରେ ଜଣେ ଦଳିତ ଝିଅଙ୍କୁ ହାତ ବାଜିବାରୁ ଦୋକାନୀ ଏବଂ ତାଙ୍କ ପୁଅ ମାଡ ମାରିଛନ୍ତି । ତେବେ ପରିବାର ଏନେଇ ଥାନାରେ…