Daily Archives

May 16, 2022

ଯେଉଁ ମସଜିଦ୍ ଉପରେ ନଜର ଅଛି ତାହାର ତାଲିକା ଦେଇଦିଅନ୍ତୁ । ଜ୍ଞାନବାପି ବିବାଦକୁ ନେଇ ବଡ ବୟାନ ଦେଲେ ଜମ୍ମୁ-କାଶ୍ମୀରର…

କନକ ବ୍ୟୁରୋ : ବାରଣାସୀର ଜ୍ଞାନବାପି ମସଜିଦ୍ ବିବାଦକୁ ନେଇ ସୋମବାର ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବଡ ବୟାନ ଦେଇଛନ୍ତି । ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି, ମସଜିଦ୍ ପ୍ରସଙ୍ଗ ଉଠାଇ କେନ୍ଦ୍ର ମହଙ୍ଗା ଓ…

ଜ୍ଞାନବାପୀ ମସଜିଦ୍ କେସ୍: ମସଜିଦ୍ ପରିସରରୁ ମିଳିଲା ଶିବଲିଙ୍ଗ । ପୋଖରୀ ଅଞ୍ଚଳକୁ ସିଲ୍ କଲେ କୋର୍ଟ ।

କନକ ବ୍ୟୁରୋ: ଜ୍ଞାନବାପୀ ମସଜିଦ୍ ସର୍ଭେ ମାମଲାରେ ଉତ୍ତରପ୍ରଦେଶର ଏକ ଅଦାଲତ ମସଜିଦ୍ ପରିସରରେ ଥିବା ପୋଖରୀକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ପୋଖରୀରୁ ଶିବଲିଙ୍ଗ ମିଳିଥିବାରୁ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ମସଜିଦ୍ ପରିସରରେ…

ଜ୍ଞାନବାପି ମସଜିଦ୍ ସର୍ଭେ ଶେଷ । ଭିତରେ ଶିବଲିଙ୍ଗ ଥିବା କହିଲେ ଆବେଦନକାରୀ,  ଉତ୍ତର ପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ବାରଣାସୀ ଜ୍ଞାନବାପି ମସଜିଦ ସର୍ଭେ ପରେ ହିନ୍ଦୁ ସପକ୍ଷବାଦୀ ଏଠାରେ ଶିବଲିଙ୍ଗ ଥିବା କହିବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ମସଜିଦ ଭିତରେ କଣ ସତରେ ଶିବଲିଙ୍ଗ ରହିଛି? କଣ ଏଠାରେ ପୂର୍ବରୁ ମନ୍ଦିର ଥିଲା କି? ମସଜିଦ୍ ମଧ୍ୟରେ ଶିବଲିଙ୍ଗ ଆସିଲା କିପରି? ଏଭଳି ଅନେକ ପ୍ରଶ୍ନ…

ଓମେନ୍ସ ଆଇପିଏଲରେ ଓଡିଶାରୁ ୨ ମହିଳା କ୍ରିକେଟର: ଟ୍ରେଲବ୍ଲେଜର୍ସ ଟିମରେ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା

କନକ ବ୍ୟୁରୋ: ଓମେନ୍ସ ଟି-୨୦ ଚ୍ୟାଲେଞ୍ଜରେ ଓଡିଶାରୁ ୨ କ୍ରିକେଟର ସାମିଲ । ସ୍ଥାନ ପାଇଥିବା ୨ ଜଣ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ । ଟ୍ରେଲ ବ୍ଲେଜର୍ସ ଟିମରେ ସ୍ଥାନ ପାଇଲେ ପ୍ରିୟଙ୍କା ଓ ସୁଜାତା । ଅନ୍ତର୍ଜାତୀୟ ଖେଳାଳି ସ୍ମିତି ମାନ୍ଧନାଙ୍କ ଅଧିନାୟକତ୍ୱରେ ଟି-୨୦…

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଅଭିଯୋଗ ଆଣିଲେ ଅପରାଜିତା । ଗୋଟିଏ ଲୋକ, କେମିତି ଅଛନ୍ତି ମନ୍ଦିର ପ୍ରଶାସନ,…

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ନୂଆ ଅଭିଯୋଗ ଆଣିଲେ ସାଂସଦ ଅପରାଜିତା ଷଡଙ୍ଗୀ । ଗୋଟିଏ ଲୋକ, କେମିତି ମନ୍ଦିର ପ୍ରଶାସନ, ଠିକା ନେଇଥିବା ସଂସ୍ଥା ଓ ପୂର୍ତ୍ତ ବିଭାଗର ମୁଖ୍ୟ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି…

କ୍ୟାମେରା ଆଗରେ ଅପରାଧ ସ୍ୱୀକାର କଲେ ଜେଲ ଦଣ୍ଡ ଭୋଗିଥିବା ଅପରାଧୀ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୫୦ଜଣ…

କନକ ବ୍ୟୁରୋ: କ୍ୟାମେରା ଆଗରେ ଅପରାଧ ସ୍ୱୀକାର କଲେ ଜେଲ ଦଣ୍ଡ ଭୋଗିଥିବା ଅପରାଧୀ । ଏବେ କରିଥିବା ଅପରାଧ ପାଇଁ ଅନୁତାପ ମଧ୍ୟ କରୁଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୫୦ ଜଣ ଅପରାଧୀ । କମିଶନରେଟ ପୋଲିସର ‘ଡ୍ରିମ୍ସ’ ପ୍ରୋଜେକ୍ଟ ଯୋଗୁଁ ଏହା ସଫଳ ହୋଇଛି । ପ୍ରାଥମିକ…