Daily Archives

March 18, 2022

ଇଣ୍ଟରନେଟରେ ସବୁଠୁ ପଛରେ ପଡିଛି ଓଡ଼ିଶା । ସାମନାକୁ ଆସିଲା ଟେଲି ଯୋଗାଯୋଗର ବିକଳ ଚିତ୍ର 

କନକ ବ୍ୟୁରୋ: ରାଜ୍ୟରେ କିଭଳି ମୋବାଇଲ ନେଟୱାର୍କ ସମସ୍ୟା ରହିଛି ତାର ତାଜା ଚିତ୍ର ଏବେ ସାମ୍ନାକୁ ଆସିଛି । ଗାଁରେ ନେଟୱାର୍କ ଆସୁନଥିବାରୁ ପାହାଡ ଚଢ଼ି ନେଟୱାର୍କ ଖୋଜୁଛନ୍ତି କୋରାପୁଟ ଜିଲ୍ଲା ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷ ସସ୍ମିତା ମେଲେକା । ଲୋକଙ୍କ ସମସ୍ୟା ଜଣାଇବା ପାଇଁ…

ଜମୁଛି ପୌର ପ୍ରଚାର, ହେଲେ ମୈଦାନରେ ନାହାନ୍ତି ମୁଖିଆ । ଭୋଟରଙ୍କୁ ମନେଇବାରେ ଲାଗିଛନ୍ତି ନେତା ।

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ପ୍ରଚାର କରିବେ ନାହିଁ ତିନି ଦଳର ପ୍ରମୁଖ ନେତା । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ସରଗରମ ଚାଲିଛି, କିନ୍ତୁ ଏଥର ପୌର ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ପ୍ରଚାର କରିବେ ନାହିଁ ବୋଲି ସୂଚନା ମିଳିଛି । ସେପେଟ ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ…

୨୦୧୨ ରେ ‘ନନା ନେ ଦାନା’ । ୨୦୨୨ରେ ‘ପୂରଣ ହେଲା ଶପଥ’ । କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ଘଟଣାରେ ସବୁ ଖିଅ ଯୋଡି…

କନକ ବ୍ୟୁରୋ: ପୁରୀରେ କୃଷ୍ଣଚନ୍ଦ୍ର ପ୍ରତିହାରୀ ଗୁଳିକାଣ୍ଡ ଘଟଣା ଓ ୨୦୧୨ରେ ଗୁନସିଂହାରୀ ହତ୍ୟା ଘଟଣାରେ ଏକ କୋଡ୍ ୱାର୍ଡ ବ୍ୟବହାର ହୋଇଥିବା ପୁଲିସ ସନ୍ଦେହ କରୁଛି । ଗୁନ ସିଂହାରୀଙ୍କୁ ହତ୍ୟା କରିବା ପରେ ଦୁର୍ବୃତ୍ତ କହିଥିଲେ ‘ନନା ନେ ଦାନା’ ଆଉ ଏଥର କୃଷ୍ଣଚନ୍ଦ୍ରଙ୍କୁ ଗୁଳିକରିବା…

ୟୁକ୍ରେନରୁ ଫେରିବ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଶବ, ଜାଣନ୍ତୁ କେବେ ?

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଭାରତ ସରକାର ୟୁକ୍ରେନରେ ଫଶିଥିବା ହଜାର ହଜାର ଭାରତୀୟଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିଥିବା ବେଳେ ଏବେ ଜଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଶବ ରବିବାର ଦିନ ବେଙ୍ଗାଲୋରରେ ପହଂଚିବ ବୋଲି ଜଣାପଡିଛି ।…

ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି । ନୀତି ବିଳମ୍ବ ଯୋଗୁଁ ଖରାରେ ସିଝିଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍…

କନକ ବ୍ୟୁରୋ: ଦୋଳରେ ମହାପ୍ରଭୁଙ୍କ ଦୁଲର୍ଭ ବେଶର ଦର୍ଶନ ପାଇଁ ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିଲା । ତେବେ ଦୀର୍ଘ ସମୟ ଧରି ନୀତି ବିଳମ୍ବ ପରେ ଶେଷରେ ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପଶିଲେ ଭକ୍ତ । ଶ୍ରଦ୍ଧାଳୁମାନେ ଏତେ ଜୋରରେ ମନ୍ଦିର ଆଡକୁ ମାଡି ଆସିଥିଲେ ଯେ…

ଅପହରଣର ସେହି ଦୁଇ ମିନିଟ୍ । କେମିତି କରାଯାଇଥିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ଅପହରଣ…

କନକ ବ୍ୟୁରୋ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟଣାରେ ପ୍ରତିଦିନ ନୂଆ ରହସ୍ୟ ସାମନାକୁ ଆସିବାରେ ଲାଗିଛି । ହତ୍ୟାକାଣ୍ଡ ପୂର୍ବରୁ ୱେବ୍ ଚ୍ୟାନେଲର ସାମ୍ବାଦିକା ମାନସଙ୍କୁ କେମିତି ଅପହରଣ କରିଥିଲେ, କେଉଁମାନେ ତାଙ୍କୁ ସହଯୋଗ କରିଥିଲେ ଏବେ ଏନେଇ ସୂଚନା ମିଳିଛି ।…