Daily Archives

March 9, 2022

କଟକ ଛତ୍ରପୁର ପୋଲ ଭୁଶୁଡିବା ଘଟଣା । ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: କଟକ ଛତ୍ରପୁରରେ ନିର୍ମାଣାଧୀନ ପୋଲ ଭୁଶୁଡିବା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ଏନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଶୋକସନ୍ତପ୍ତ ପରିବାର…

ପୌର ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ । ଅଧ୍ୟକ୍ଷ/ ମେୟର ପଦ ପାଇଁ ନାମାଙ୍କନ କରିଥିବା ୨୨ ଜଣଙ୍କ…

କନକ ବ୍ୟୁରୋ: ପୌର ନିର୍ବାଚନ ପାଇଁ ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଞ୍ଚ ହୋଇଛି । ଆଉ ଏହି ନାମାଙ୍କନ ପତ୍ର ଯାଞ୍ଚ ବେଳେ ଅନେକ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ ନାକଚ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଅଧ୍ୟକ୍ଷ/ ମେୟର ପଦ ପାଇଁ ନାମାଙ୍କନ କରିଥିବା ୨୨ ଜଣ…

ରାଷ୍ଟ୍ରପତି ପୁଟିନଙ୍କୁ ବଡ ଝଟକା । ରୁଷିଆ ବିରୋଧରେ ଆମେରିକାର ସବୁଠାରୁ ବଡ କଟକଣା

କନକ ବ୍ୟୁରୋ: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୧୪ ଦିନ ହୋଇ ସାରିଲାଣି । ଆଉ ରୁଷିଆର ଏଭଳି ଆଚରଣ ପାଇଁ ଅନେକ କଟକଣାକୁ ସାମ୍ନା କରିବାକୁ ପଡିଛି ରାଷ୍ଟ୍ରପତି ପୁଟିନଙ୍କୁ । ଏହି ଭିତରେ ଆମେରିକା ରୁଷିଆ ବିରୋଧରେ ସବୁଠାରୁ ବଡ କଟକଣା ଲଗାଇଛି । ଆମେରିକାରୁ ଆମଦାନୀ ହେଉଥିବା ସମସ୍ତ…

ଆସନ୍ତାକାଲି ଆସୁଛି ୫ ରାଜ୍ୟର ନିର୍ବାଚନ ଫଳ । କେଉଁ ରାଜ୍ୟରେ କିଏ ମାରିବ ବାଜି?

କନକ ବ୍ୟୁରୋ: କିଛି ଘଣ୍ଟା ପରେ ପ୍ରକାଶ ପାଇବାକୁ ଯାଉଛି ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ । କିନ୍ତୁ ବୁଥ୍ ବାହୁଡା ମତ ଆଧାରରେ ବିଜୟକୁ ନେଇ ସ୍ପଷ୍ଟ ମତ ରଖୁଛନ୍ତି ନେତା । ବୁଥ ବାହୁଡା ମତାମତକୁ ନେଇ ପଞ୍ଜାବରେ ଆପ ଦଳ ବାଜି ମାରିବ ବୋଲି ଦାବି କରୁଛନ୍ତି ଆପ୍ ନେତା । ସେପଟେ ମଣିପୁର,…

ହାତକୁ ଦି ହାତ ହେଲେ ଟିମ୍ ଇଣ୍ଡିଆର ଯୁବ କ୍ରିକେଟର । ସୋସିଆଲ ମିଡ଼ିଆରେ ଫଟୋ ହେଲା ଭାଇରାଲ ।

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ ଯୁବ କ୍ରିକେଟର ରାହୁଲ ଚହର । ବୁଧବାର ଗୋଆରେ ନିଜର ନିକଟ ସମ୍ପର୍କୀୟଙ୍କ ଗହଣରେ ପ୍ରେମିକା ଇଶାନୀ ଜୋହରଙ୍କ ହାତ ଧରିଛନ୍ତି ରାହୁଲ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରାହୁଲଙ୍କ ବାହାଘରରେ ଭାଇ ଦୀପକ ଚହର…